Browsing Tag

pib news

୮ମ ଏବଂ ୯ମ କମ୍ୟୁନିଟି ରେଡିଓ ପୁରସ୍କାର ପ୍ରଦାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ; ଆଞ୍ଚଳିକ କମ୍ୟୁନିଟି…

ସରକାର ଲାଇସେନ୍ସ ସମୟକୁ ୪ ବର୍ଷରୁ ୬ ମାସକୁ ହ୍ରାସ କରିଛନ୍ତି, ୧୩ଟି ପ୍ରକ୍ରିୟା ୮କୁ ହ୍ରାସ ପାଇଛି : ଅନୁରାଗ ଠାକୁରତୃତୀୟ ଇ-ନିଲାମ ସମୟରେ ୨୮୪ ଟି ସହରରେ ୮୦୮ ଚ୍ୟାନେଲ ନିଲାମ କରିବାକୁ ସରକାର ଘୋଷଣା କରିଛନ୍ତିଗତ ୨ ବର୍ଷରେ ୧୨୦ ଟି କମ୍ୟୁନିଟି ରେଡିଓ ଷ୍ଟେସନ୍ ଯୋଡି ହୋଇଛି, ମୋଟ
Read More...

ଜି୨୦ ଶକ୍ତି ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

“ବ୍ୟକ୍ତି ଠାରୁ ଆରମ୍ଭ କରି ରାଷ୍ଟ୍ର ପର୍ଯ୍ୟନ୍ତ, ଶକ୍ତି ସବୁ ସ୍ତରରେ ବିକାଶକୁ ପ୍ରଭାବିତ କରିଥାଏ”“ଧାର୍ଯ୍ୟ ସମୟର ନଅ ବର୍ଷ ପୂର୍ବରୁ ଭାରତ ଅଣ-ଜୀବାଶ୍ମ ବୈଦ୍ୟୁତିକ କ୍ଷମତା ଲକ୍ଷ୍ୟ ହାସଲ କରିଛି”“ସମସ୍ତଙ୍କ ପାଇଁ ଅନ୍ତର୍ଭୂକ୍ତି, ସ୍ଥିର, ସମାନ ଏବଂ ନିରନ୍ତର ଶକ୍ତି ପାଇଁ କାର୍ଯ୍ୟ
Read More...

ଜାତୀୟ ରୋଜଗାର ମେଳାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାରେ ନବ ନିଯୁକ୍ତଙ୍କୁ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ“ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇବା ପାଇଁ ଆଜିଠାରୁ ଭଲ ସମୟ କିଛି ହୋଇପାରିବ ନାହିଁ”“ତୁମର ଏକ ଛୋଟ ପ୍ରୟାସ କାହାର ଜୀବନରେ ଏକ ବଡ଼ ପରିବର୍ତ୍ତନ ସୃଷ୍ଟି
Read More...

ପ୍ରଧାନମନ୍ତ୍ରୀଙ୍କ ଜି-୨୦ ଶ୍ରମ ନିଯୁକ୍ତି ମନ୍ତ୍ରୀ ବୈଠକରେ ଉଦ୍‌ବୋଧନ

“ଚତୁର୍ଥ ଶିଳ୍ପ ବିପ୍ଳବ ଯୁଗରେ ପ୍ରଯୁକ୍ତି ବିଦ୍ୟା ନିଯୁକ୍ତି ପାଇଁ ମୁଖ୍ୟ ସଂଚାଳକ ହୋଇଛି ଓ ରହିବ”“ସ୍କିଲିଂ, ଅପ ସ୍କିଲିଂ ଓ ରି ସ୍କିଲିଂ ହେଉଛି ଭବିଷ୍ୟତ କାର୍ଯ୍ୟବଳର ମନ୍ତ୍ର”“ବିଶ୍ୱରେ ବୃହତ୍ତମ କୁଶଳୀ କାର୍ଯ୍ୟବଳ ନିମନ୍ତେ ଭାରତର ସାମର୍ଥ୍ୟ ରହିଛି”“ଆମକୁ ନିଶ୍ଚିତ ଭାବେ ପ୍ରତ୍ୟେକ
Read More...

ଓଡ଼ିଶାରୁ ଏଫ୍‌ସିଆଇର ଚାଉଳ ସଂଗ୍ରହ ସମ୍ପର୍କରେ ତଥ୍ୟ ଦେଲେ କେନ୍ଦ୍ର ସରକାର

● ଚଳିତ ଖରିଫ ବିପଣନ ଋତୁରେ ଏବେ ସୁଦ୍ଧା ୧୩ ଲକ୍ଷ ୫୩ ହଜାର ମେଟ୍ରିକ ଟନ୍‌ରୁ ଅଧିକ ଚାଉଳ ସଂଗ୍ରହ କରିଛି ଭାରତୀୟ ଖାଦ୍ୟ ନିଗମ ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ୨୦୨୨-୨୩ ଖରିଫ ବିପଣନ ଋତୁରେ ୧୩ ଜୁଲାଇ, ୨୦୨୩ ସୁଦ୍ଧା ଓଡ଼ିଶାରୁ ୧୩ ଲକ୍ଷ ୫୩ ହଜାର ୨୩୯
Read More...

ଜୁଲାଇ ୨୨ତାରିଖରେ ରୋଜଗାର ମେଳାରେ ସରକାରୀ ବିଭାଗ ଏବଂ ସଂସ୍ଥାରେ ନବ ନିଯୁକ୍ତଙ୍କୁ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର…

ରୋଜଗାର ସୃଷ୍ଟିକୁ ସର୍ବାଧିକ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପଅନଲାଇନ୍ ମଡ୍ୟୁଲ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନବନିଯୁକ୍ତ କର୍ମଚାରୀମାନେ ନିଜେ ତାଲିମ ନେଇପାରିବେ ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବାକୁ ପ୍ରାଣୀଧନ କ୍ଷେତ୍ରରେ ପ୍ରଥମ କରି ‘କ୍ରେଡିଟ୍ ଗ୍ୟାରେଣ୍ଟି’ ଯୋଜନା ଆରମ୍ଭ; ଏହା…

ପ୍ରାଣୀଧନ କ୍ଷେତ୍ରକୁ ବିନା ବନ୍ଧକରେ ଋଣ ପ୍ରଦାନ କରିବାକୁ ଏହି ଯୋଜନା ସହାୟକ ହେବଏହି ଯୋଜନା ପଶୁ ସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି ଦ୍ୱାରା କାର୍ଯ୍ୟକାରୀ ହେବ ଏବଂ ଋଣ ଯୋଗାଣ ବ୍ୟବସ୍ଥାକୁ ସହଜ ଏବଂ ଜଞ୍ଜାଳମୁକ୍ତ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବମୋଟ ପ୍ରକଳ୍ପ ଖର୍ଚ୍ଚର
Read More...

ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ଘରୋଇ ଉପଲବ୍ଧତା ସୁନିଶ୍ଚିତ…

ଅଣ ବାସମତୀ ଧଳା ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଜାରି କଲା କେନ୍ଦ୍ରଆଗାମୀ ପାର୍ବଣ ଋତୁରେ କମ୍ ମୂଲ୍ୟ ଏବଂ ଉପଲବ୍ଧତା ନିଶ୍ଚିତ କରିବ ଏହି ନିଷ୍ପତ୍ତି ଦିଲ୍ଲୀ, (ପିଆଇବି) : ଭାରତୀୟ ବଜାରରେ ଅଣ ବାସମତୀ ଧଳା ଚାଉଳର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଘରୋଇ ବଜାରରେ
Read More...

ଓଡ଼ିଶାର ଜାତୀୟ ରାଜପଥ ପ୍ରକଳ୍ପ କାମ ବିଳମ୍ବକୁ ନେଇ ଲୋକସଭାରେ ଉତ୍ତର ରଖିଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ

ଭୁବନେଶ୍ୱର, (ପିଆଇବି) : ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଚାରିଟି ଜାତୀୟ ରାଜପଥ ପ୍ରକଳ୍ପ କାମରେ ବିଳମ୍ବକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଲୋକସଭାରେ ଲିଖିତ ଉତ୍ତର ରଖିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜମି ଅଧିଗ୍ରହଣ, ଜଙ୍ଗଲ
Read More...

ସଂସଦର ମୌସୁମୀ ଅଧିବେଶନ, ୨୦୨୩ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ନୂଆଦିଲ୍ଲୀ, (ପିଆଇବି) :ନମସ୍କାର ବନ୍ଧୁଗଣ,ମୌସୁମୀ ଅଧିବେଶନରେ ଆପଣମାନଙ୍କୁ ସ୍ୱାଗତ । ଶ୍ରାବଣର ପବିତ୍ର ମାସ ଚାଲିଛି । ଆଉ ଏଥର ଯୋଡ଼ା ଶ୍ରାବଣ ପଡ଼ିଛି । ସେଥିପାଇଁ ଶ୍ରାବଣର ପବିତ୍ର ସମୟ ଅଧିକ ରହିଛି । ପବିତ୍ର ସଂକଳ୍ପ ନେବା ପାଇଁ, ପବିତ୍ର କାମ କରିବା ପାଇଁ ଶ୍ରାବଣକୁ ଖୁବ୍ ଉତ୍ତମ
Read More...