Browsing Tag

pib news

ଖେଲୋ ଇଣ୍ଡିଆ ପାରା ଗେମ୍ସ-୨୦୨୩ ଲୋଗୋ ଏବଂ ମାସ୍କଟ ଉଜ୍ଜ୍ୱଳା ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ…

ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ହିଁ ଖେଲୋ ଇଣ୍ଡିଆ ଏକ ପରିଚିତ ନାମରେ ପରିଣତ ହୋଇଛି : ଅନୁରାଗ ସିଂ ଠାକୁର ଦିଲ୍ଲୀ, (ପିଆଇବି) : ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩ ଲୋଗୋ ଏବଂ ମାସ୍କଟ ଉଜ୍ଜ୍ୱଳାକୁ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଯୁବ ବ୍ୟାପାର ଓ
Read More...

ଆସନ୍ତା ୨୬ରେ ଜାତୀୟ ଦୁଗ୍ଧ ଦିବସ ପାଳନର ଏକ ଅଂଶବିଶେଷ ଭାବରେ ଦିଆଯିବ ଜାତୀୟ ଗୋପାଳ ରତ୍ନ ପୁରସ୍କାର

• ଶ୍ରେଷ୍ଠ କୃତ୍ରିମ ଗର୍ଭଧାରଣ ଟେକ୍ନିସିଆନ (ଏଆଇଟି) ଭାବେ ଦ୍ୱିତୀୟ ପୁରସ୍କାର ପାଇବେ ଅନୁଗୁଳର ଅନୀଲ କୁମାର ପ୍ରଧାନ• ଅନଲାଇନ୍ ଆବେଦନ ପୋର୍ଟାଲ ଜରିଆରେ ଆହ୍ୱାନ କରାଯାଇଥିବା ଆବେଦନ ଆଧାରରେ ଦିଆଯିବ ପୁରସ୍କାର; ସମୁଦାୟ ୧୭୭୦ଟି ଆବେଦନ ହସ୍ତଗତ ହୋଇଛି ଦିଲ୍ଲୀ, (ପିଆଇବି) : ଆସାମର
Read More...

ଡ୍ରୋନ୍ ପ୍ରୟୋଗ ଦ୍ୱାରା କୃଷି କ୍ଷେତ୍ରରେ ଆସୁଛି ଯୁଗାନ୍ତକାରୀ ପରିବର୍ତ୍ତନ

● ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ରାଜ୍ୟର ୭ଟି ଆଦିବାସୀ ବହୁଳ ଜିଲ୍ଲାରେ ୬୦ ରୁ ଊର୍ଦ୍ଧ୍ୱ ଡ୍ରୋନ୍ ବ୍ୟବହାର ପ୍ରଦର୍ଶନୀ ଆୟୋଜନ● ହଜାର ହଜାର ଚାଷୀ ଶିଖିଲେ ଡ୍ରୋନ୍ ବ୍ୟବହାର କୌଶଳ ଭୁବନେଶ୍ୱର, (ପିଆଇବି) : ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷି କ୍ଷେତ୍ରର ବିକାଶ ଏବଂ
Read More...

ଅଖିଳ ଭାରତ ସାନ୍ତାଳୀ ଲେଖକ ମହାସଂଘର ୩୬ତମ ବାର୍ଷିକ ସମ୍ମେଳନ ଓ ସାହିତ୍ୟ ଉତ୍ସବର ଉଦ୍‌ଘାଟନ କଲେ ରାଷ୍ଟ୍ରପତି…

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଓଡିଶାର ବାରିପଦାଠାରେ ଅଖିଳ ଭାରତ ସାନ୍ତାଳୀ ଲେଖକ ମହାସଂଘର ୩୬ତମ ବାର୍ଷିକ ସମ୍ମେଳନ ଓ ସାହିତ୍ୟ ଉତ୍ସବକୁ ଉଦ୍ଘାଟନ କରିଛନ୍ତି ।ଏହି ଅବସରରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସାନ୍ତାଳୀ ଭାଷା ଏବଂ
Read More...

କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦ୍ଘାଟନ କରିଛନ୍ତି ।ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପିଲାଦିନେ ତାଙ୍କ ଘର ନିକଟରେ କୌଣସି ବିଦ୍ୟାଳୟ ନଥିଲା; ତେଣୁ ପାଠ ପଢ଼ିବା ପାଇଁ
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ରାଜ୍ୟବ୍ୟାପୀ ବିପୁଳ ଜନ ସମର୍ଥନ

କଳାହାଣ୍ଡି, କେନ୍ଦୁଝର, କନ୍ଧମାଳ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଯାତ୍ରା ଆୟୋଜିତ ଭୁବନେଶ୍ୱର, (ପିଆଇବି) : ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସୋମବାର ଷଷ୍ଠ ଦିନରେ
Read More...

ଗୋଆରେ ଆଇଏଫଏଫଆଇର ଚଳଚ୍ଚିତ୍ର ବଜାରର ସପ୍ତଦଶ ସଂସ୍କରଣକୁ ଉଦଘାଟନ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର

• ଫିଲ୍ମ ବଜାରରେ ସୃଜନଶୀଳତା ଓ ବ୍ୟବସାୟ, ବିଚାର ଓ ପ୍ରେରଣାର ସମାଗମ : ସୂଚନା ଓ ପ୍ରସାରଣ ମନ୍ତ୍ରୀ• ବାର୍ଷିକ ୨୦% ଅଭିବୃଦ୍ଧି ହାର ସହ ଭାରତୀୟ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପ ବିଶ୍ୱର ପଞ୍ଚମ ବୃହତ୍ତମ ଏବଂ ସର୍ବାଧିକ ବିଶ୍ୱବିଦିତ ଶିଳ୍ପ ଭାବରେ ପ୍ରଶଂସିତ : ଶ୍ରୀ ଠାକୁର ଦିଲ୍ଲୀ,
Read More...

ବାଦାମପାହାଡ଼ ରେଳ ଷ୍ଟେସନରୁ ୩ଟି ନୂଆ ଟ୍ରେନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

● ନୂଆ ରାଇରଙ୍ଗପୁର ଡାକ ଡିଭିଜନ ଉଦଘାଟିତ; ରାଇରଙ୍ଗପୁର ଡାକ ଡିଭିଜନର ସ୍ବତନ୍ତ୍ର ସ୍ମାରକୀ ଲଫାପା ଉନ୍ମୋଚନ● ବାଦାମପାହାଡ଼ ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ ଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ବାଦାମପାହାଡ଼ ରେଳ ଷ୍ଟେସନରୁ ତିନୋଟି ନୂଆ
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି । ଆଜି କେନ୍ଦ୍ର ଜନଜାତି ଏବଂ ଜଳଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକ୍‌
Read More...

କେନ୍ଦୁଝର ଓ କଳାହାଣ୍ଡିରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଜି ପଞ୍ଚମ ଦିନରେ ପହଞ୍ଚିଛି ।କେନ୍ଦୁଝର ସଦର ବ୍ଲକ୍ ରାଇସୁଆଁ ଗ୍ରାମ ପଞ୍ଚାୟତରେ ବିକଶିତ
Read More...