Browsing Tag

pib news

ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

ଜାନୁଆରି ୨୬ ପରେ ମଧ୍ୟ ଯାତ୍ରା ଜାରି ରହିବଯାତ୍ରାର ବିକାଶ ରଥ ବିଶ୍ୱାସ ରଥରେ ପରିଣତ ହୋଇଛି ଏବଂ ଏଥିରୁ କେହି ବାଦ୍ ପଡ଼ିବେ ନାହିଁ ବୋଲି ବିଶ୍ୱାସ ରହିଛିସମସ୍ତଙ୍କ ଦ୍ୱାରା ଅବହେଳିତ ହୋଇଥିବା ଲୋକଙ୍କୁ ମୋଦୀ ସମ୍ମାନ ଓ ଗୁରୁତ୍ୱ ଦିଅନ୍ତି"ଭିବିଏସ୍‌ୱାଇ ହେଉଛି ଶେଷ ମାଇଲ ଡେଲିଭରିର ଏକ
Read More...

ଏସ୍ଇସିଏଲ୍‌ ଏବଂ ଏମ୍‌ସିଏଲ୍‌ ଦ୍ୱାରା ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ ପାଇଁ ଇକ୍ୟୁଟି ନିବେଶକୁ ମଞ୍ଜୁର କଲା…

● ସୁନ୍ଦରଗଡ଼ ଜିଲ୍ଲାରେ ଏମ୍‌ବିପିଏଲ୍‌ ଜରିଆରେ ୨x୮୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଏମ୍‌ସିଏଲ୍● ଏମ୍‌ପିପିଜିସିଏଲ୍‌ ସହ ଯୌଥ ଉଦ୍ୟୋଗ ଜରିଆରେ ୧x୬୬୦ ମେଗାୱାଟ୍‌ କ୍ଷମତା ସମ୍ପନ୍ନ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବ ସାଉଥ୍‌ ଇଷ୍ଟର୍ଣ୍ଣ
Read More...

ପିଏମ୍ – ଜନମନ ଯୋଜନା ଅଧୀନରେ ୧ ଲକ୍ଷ ପିଏମଏୱାଇ (ଜି) ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କଲେ…

● "ପିଏମ୍ - ଜନମନ ମହା ଅଭିଯାନର ଲକ୍ଷ୍ୟ ହେଉଛି ଜନଜାତି ସମ୍ପ୍ରଦାୟର ପ୍ରତ୍ୟେକ ସଦସ୍ୟଙ୍କୁ ସରକାରୀ ଯୋଜନା ଦ୍ୱାରା ଉପକୃତ କରିବା "● ଆଜି ଦେଶରେ ଏମିତି ଏକ ସରକାର ଅଛି ଯିଏ ପ୍ରଥମେ ଗରିବଙ୍କ ବିଷୟରେ ଚିନ୍ତା କରେ● "ମାତା ଶବରୀଙ୍କ ବିନା ଶ୍ରୀରାମଙ୍କ କାହାଣୀ ସମ୍ଭବ ନୁହେଁ"● ଯେଉଁମାନେ
Read More...

ଗତ ୯ ବର୍ଷରେ ବହୁମୁଖୀ ଦାରିଦ୍ର୍ୟରୁ ମୁକୁଳିଛନ୍ତି ୨୪ କୋଟି ୮୨ ଲକ୍ଷ ଭାରତୀୟ

• ଦାରିଦ୍ର୍ୟ ହିସାବ ଅନୁପାତ ୨୦୧୩-୧୪ରେ ୨୯.୧୭% ଥିବାବେଳେ ୨୦୨୨-୨୩ରେ ଏହା ୧୧.୨୮%କୁ ହ୍ରାସ ପାଇଛି• ସମସ୍ତ ୧୨ଟି ଏମପିଆଇ ସୂଚକାଙ୍କରେ ଉନ୍ନତିର ଉଲ୍ଲେଖନୀୟ ସଙ୍କେତ ଦେଖିବାକୁ ମିଳିଛି• ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶରେ ଏମପିଆଇ ଗରିବଙ୍କ
Read More...

ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସେମାନେ ଦ୍ୱିପାକ୍ଷିକ ସ୍ୱତନ୍ତ୍ର ଏବଂ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ରୋଡମ୍ୟାପ ବିକଶିତ କରିବାକୁ ରାଜି ହୋଇଛନ୍ତିପ୍ରଧାନମନ୍ତ୍ରୀ ୨୦୨୪ରେ ଋଷର ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ
Read More...

ଜାନୁଆରୀ ୧୫ରେ ପିଏମ୍-ଜନମନ ଅଧୀନରେ ପିଏମ୍‌ଏୱାଇ-ଜିର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିବେ…

ପ୍ରଧାନମନ୍ତ୍ରୀ ଜନମନର ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୫, ୨୦୨୪ ମଧ୍ୟାହ୍ନ ୧୨ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହାଅଭିଯାନ ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ
Read More...

ବାଲେଶ୍ୱର ରେମୁଣାଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

● ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତବିନିମୟ କଲେ କେନ୍ଦ୍ର ମନ୍ତ୍ରୀ● ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଗରିବ କଲ୍ୟାଣ ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି : ଶ୍ରୀ ବୈଷ୍ଣବ● ‘‘ଆହୁରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେଶର ଗରିବ ଲୋକମାନଙ୍କୁ ମାଗଣା
Read More...

ଓଡ଼ିଶାରେ ୨୪୦୦ ମେଗାୱାଟ୍ ତାପଜ ବିଦ୍ୟୁତ୍ ପ୍ରକଳ୍ପ ଠିକା କାର୍ଯ୍ୟ ବିଏଚ୍ଇଏଲ୍ (ଭେଲ୍)କୁ ପ୍ରଦାନ କଲା…

ଝାରସୁଗୁଡ଼ା ଜିଲ୍ଲାରେ ନିର୍ମାଣ ହେବ ପ୍ରକଳ୍ପ : ପରିବେଶ ଅନୁକୂଳ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବତାମିଲନାଡ଼ୁ, ଓଡ଼ିଶା, କେରଳ ଓ ପୁଡୁଚେରୀରେ କମ୍ ଖର୍ଚ୍ଚରେ ବିଜୁଳି ଉପଲବ୍ଧ ହେବ ଭୁବନେଶ୍ୱର, (ପିଆଇବି) : କୋଇଲା ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ କମ୍ପାନୀ ଏନ୍ଏଲ୍ସି ଇଣ୍ଡିଆ
Read More...

ଦେବଗଡ଼ ନବୋଦୟ ବିଦ୍ୟାଳୟରେ ୭.୬୦ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ

ଶିକ୍ଷା ଜ୍ଞାନ ଦିଏ ଏବଂ ଦକ୍ଷତା ସାମର୍ଥ୍ୟ ବଢାଏ : ଧର୍ମେନ୍ଦ୍ର ପ୍ରଧାନଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ନବଦୋୟ ବିଦ୍ୟାଳୟ ଭଲ ପ୍ରୟାସପ୍ରାୟ ୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବହୁମୁଖୀ ସଭାଗୃହ ଛାତ୍ରଛାତ୍ରୀଙ୍କୁ
Read More...

ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଛାତ୍ରଛାତ୍ରୀଙ୍କୁ ଦକ୍ଷ କରି ସେମାନଙ୍କୁ ବୈଜ୍ଞାନିକ କରିବା - ଧର୍ମେନ୍ଦ୍ର ପ୍ରଧାନପ୍ରାୟ ୩୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଭବନସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ବଡ଼ ଭୂମିକା ଗ୍ରହଣ କରିବଦେବଗଡ଼ ଆମର
Read More...