Browsing Tag

pib news

ଆଇଏଫ୍‌ଏଫ୍‌ଆଇ ୨୦୨୪ରେ ‘ଶ୍ରେଷ୍ଠ ଭାରତୀୟ ଫିଚର ଫିଲ୍ମ ଡେବ୍ୟୁ ନିର୍ଦ୍ଦେଶକ’ ବର୍ଗ ପାଇଁ ଆନୁଷ୍ଠାନିକ…

୫୫ତମ ଆଇଏଫ୍ଏଫ୍ଆଇରେ ଭାଗ ନେବେ ଭାରତୀୟ ନିର୍ଦ୍ଦେଶକଙ୍କ ୫ଟି ଡେବ୍ୟୁ ଫିଚର ଫିଲ୍ମ ନୂଆଦିଲ୍ଲୀ, (ପିଆଇବି) : ଦେଶରେ ନୂତନ ଏବଂ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ୫୫ତମ ସଂସ୍କରଣ ଆପଣଙ୍କ ପାଇଁ ଏକ ନୂତନ…
Read More...

ଏମ୍ସ ଭୁବନେଶ୍ୱର ଦ୍ୱିତୀୟ ବାର୍ଷିକ ଅନୁସନ୍ଧାନ ଦିବସ ଏବଂ ପ୍ରଥମ ଆଞ୍ଚଳିକ ଅନୁସନ୍ଧାନ କନ୍‌କ୍ଲେଭ ଆୟୋଜିତ

ମୂଲ୍ୟଭିତ୍ତିକ ଏବଂ ପ୍ରମାଣଭିତ୍ତିକ ଔଷଧର ଏକୀକରଣ ସମୟର ଆହ୍ୱାନଏକାଧିକ ଖ୍ୟାତନାମା ଜାତୀୟ ଓ ଆଞ୍ଚଳିକ ପ୍ରତିଷ୍ଠାନର ଗବେଷକଙ୍କ ଅଂଶଗ୍ରହଣ ଭୁବନେଶ୍ୱର, (ପିଆଇବି) : ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହାର ଦ୍ୱିତୀୟ ବାର୍ଷିକ ଅନୁସନ୍ଧାନ ଦିବସ ଏବଂ ପ୍ରଥମ ଆଞ୍ଚଳିକ ଅନୁସନ୍ଧାନ ସମ୍ମିଳନୀ…
Read More...

ଆଇଏଲ୍‌ଓ ଗଭର୍ଣ୍ଣିଂ ବଡିର ୩୫୨ତମ ଅଧିବେଶନରେ ଭାରତୀୟ ପ୍ରତିନିଧି ଦଳ

ଦାରିଦ୍ର୍ୟ ଦୂରୀକରଣ, ନିଯୁକ୍ତି ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ଭାରତର ସକାରାତ୍ମକ ଅଭିଜ୍ଞତା ଉପରେ ଗୁରୁତ୍ୱାରୋପ ନୂଆଦିଲ୍ଲୀ, (ପିଆଇବି) : ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ)ର ୩୫୨ତମ ଗଭର୍ଣ୍ଣିଂ ବଡି ବୈଠକ ୨୮ ଅକ୍ଟୋବରରୁ ୭ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଜେନେଭା…
Read More...

ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୂଳ ବିଷୟ ସହ ଯୋଡିବା- ଧର୍ମେନ୍ଦ୍ର ପ୍ରଧାନ

ଶହୀଦ ବାଜି ରାଉତ ସ୍ୱାଧୀନତାକୁ ବୁଝିଥିବା କାରଣରୁ ବ୍ରିଟିଶମାନଙ୍କୁ ନଦୀ ପାର କରାଇ ଦେଇନଥିଲେ, ଏଥିରେ ମୂଳ ବିଷୟ ଥିଲା ଦେଶପ୍ରେମଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି, ମାତୃଭାଷାରେ ଶିକ୍ଷ ପ୍ରଦାନ ସହ ଶିକ୍ଷାର ମୂଳକୁ ମଜଭୂତ୍ କରିବାଛାତ୍ରଛାତ୍ରୀମାନଙ୍କ…
Read More...

ବ୍ରାଜିଲର ବେଲେମ ଠାରେ ଜି- ୨୦ ଡିଆର୍‌ଆର୍‌ଡବ୍ଲୁଜି ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କଲେ ଉଚ୍ଚସ୍ତରୀୟ ଭାରତୀୟ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ବ୍ରାଜିଲର ବେଲେମ୍ ଠାରେ ଅକ୍ଟୋବର ୩୦ରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ଅନୁଷ୍ଠିତ ଜି- ୨୦ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ…
Read More...

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଦୁର୍ନୀତି ନିବାରଣ ସପ୍ତାହ ଉଦ୍‌ଯାପିତ

ଭୁବନେଶ୍ୱର, (ପିଆଇବି) : ଶିକ୍ଷକମାନେ ଦେଶ ଓ ଜାତିର ନିର୍ମାତା ହୋଇଥିବାରୁ ଦେଶରୁ ଦୁର୍ନୀତିର ମୂଳୋତ୍ପାଟନରେ ସେମାନଙ୍କର ଭୂମିକା ସର୍ବଦା ଅଗ୍ରଗଣ୍ୟ ବୋଲି ମତପ୍ରକାଶ କରିଛନ୍ତି ବରିଷ୍ଠ ପୋଲିସ ପ୍ରଶାସକ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଆଜି…
Read More...

କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ କେନ୍ଦ୍ରୀୟ ଯୋଜନା ‘ନମୋ ଡ୍ରୋନ ଦିଦି’ର ପରିଚାଳନା ମାର୍ଗଦର୍ଶିକା…

ସରକାର ୧୨୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ଡିଏୱାଇ – ଏନ୍‌ଆର୍‌ଏଲ୍‌ଏମ୍‌ ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ୍ ଯୋଗାଇବା ପାଇଁ କେନ୍ଦ୍ରୀୟ ଯୋଜନା 'ନମୋ ଡ୍ରୋନ୍ ଦିଦି'କୁ ଅନୁମୋଦନ କରିଛନ୍ତିଏହି ଯୋଜନାର ଲକ୍ଷ୍ୟ ହେଉଛି ୨୦୨୪ - ୨୫ରୁ ୨୦୨୫ - ୨୦୨୬ ମଧ୍ୟରେ କୃଷି…
Read More...

ଗୁଜରାଟର କଚ୍ଛ ଠାରେ ଭାରତୀୟ ସେନାବାହିନୀର ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆମେ ଆମର ସୁରକ୍ଷା କର୍ମୀଙ୍କ ପାଇଁ ଗର୍ବିତ, ଯେଉଁମାନେ ଦୁର୍ଗମ ସ୍ଥାନରେ ଦୃଢ଼ ଭାବରେ ଠିଆ ହୁଅନ୍ତି ଏବଂ ଆମକୁ ସୁରକ୍ଷା ଦିଅନ୍ତି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କଚ୍ଛର କ୍ରିକ୍ ଅଞ୍ଚଳର ଲକ୍କି ନାଲାଠାରେ ସୀମା ସୁରକ୍ଷା…
Read More...

ତାଳଚେର ସ୍ଥିତ ଏଚ୍‌ଡବ୍ଲୁବିଏଫରେ ଇଲେକ୍ଟ୍ରୋନିକ୍ସ ଗ୍ରେଡ୍ ବି-୧୧ ଉନ୍ନତିକରଣ ସୁବିଧାର ଉଦ୍‌ଘାଟନ କଲେ ଆଣବିକ ଶକ୍ତି…

ନୂଆଦିଲ୍ଲୀ, (ପିଆଇବି) : ଆଣବିକ ଶକ୍ତି ଆୟୋଗ (ଏଇସି)ର ଅଧ୍ୟକ୍ଷ ତଥା ଆଣବିକ ଶକ୍ତି ବିଭାଗ (ଡିଏଇ)ର ସଚିବ ଡ. ଏ.କେ ମହାନ୍ତି ତାଳଚେରସ୍ଥିତ ଭାରୀ ଜଳ ବୋର୍ଡ ସୁବିଧା (ଏଚଡବ୍ଲୁବିଏଫ)ରେ ଇଲେକ୍ଟ୍ରୋନିକ୍ସ ଗ୍ରେଡ୍ ବୋରୋନ୍-୧୧ (ବି-୧୧) ଉନ୍ନତିକରଣ ସୁବିଧାକୁ ଉଦ୍‌ଘାଟନ କରିଥିଲେ ।…
Read More...

ଛଟ୍ ଓ ଦୀପାବଳି ଅବସରରେ ଭାରତୀୟ ରେଳ ପକ୍ଷରୁ ୭,୨୯୬ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଛି, ଗତବର୍ଷ ୪,୫୦୦…

ଅକ୍ଟୋବର ୨୯ରେ ଭାରତୀୟ ରେଳ ପକ୍ଷରୁ ୧୩୬ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା ।ଅକ୍ଟୋବର ୩୦, ୨୦୨୪ରେ ୧୬୪ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀରୁ ଚଳାଚଳ କରୁଥିବା ଟ୍ରେନର ବିବରଣୀ:ଟ୍ରେନ୍ ନମ୍ବର ୦୪୦୫୬ ଆନନ୍ଦବିହାର-ବାଲିଆ ଏକ୍ସପ୍ରେସ୍…
Read More...