Browsing Tag

pib news

୨୦୨୪-୨୦୨୫ କେନ୍ଦ୍ର ବଜେଟ୍‌ର ସାରାଂଶ

ଭାରତର ମୁଦ୍ରାସ୍ଫୀତି ସ୍ଥିର ରହିଛି ଏବଂ ୪ ପ୍ରତିଶତ ଲକ୍ଷ୍ୟ ଆଡ଼କୁ ଗତି କରୁଛି୫ ବର୍ଷରେ ୪.୧ କୋଟି ଯୁବକଯୁବତୀଙ୍କୁ ରୋଜଗାର, ଦକ୍ଷତା ଏବଂ ଅନ୍ୟାନ୍ୟ ସୁଯୋଗ ଯୋଗାଇଦେବା ପାଇଁ ୫ଟି ଯୋଜନା ଓ ପଦକ୍ଷେପକୁ ନେଇ ୨ ଲକ୍ଷ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ପ୍ୟାକେଜ୍'ବିକଶିତ ଭାରତ' ଅଭିଯାନ
Read More...

କେନ୍ଦ୍ର ବଜେଟ୍ ୨୦୨୪-୨୫ର ମୁଖ୍ୟାଂଶ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍‌ର ମୁଖ୍ୟାଂଶ ଗୁଡ଼ିକ ହେଲା:ଭାଗ-ଏ୨୦୨୪-୨୫ ବଜେଟ୍ ଆକଳନ:● ଋଣ ବ୍ୟତୀତ ଅନ୍ୟ ମୋଟ ଆୟ : ୩୨.୦୭ ଲକ୍ଷ କୋଟି
Read More...

ନୂଆ ଟିକସ୍‌ ବ୍ୟବସ୍ଥାକୁ ଅଧିକ ଆକର୍ଷଣୀୟ କଲେ ସରକାର

ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦,୦୦୦ ଟଙ୍କାରୁ ୭୫,୦୦୦ ଟଙ୍କାକୁ ବୃଦ୍ଧି୧୭,୫୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିବେ ବେତନଭୋଗୀ ନୂଆଦିଲ୍ଲୀ, (ପିଆଇବି) : କର୍ନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ
Read More...

ଉତ୍ପାଦକତା ବୃଦ୍ଧି ଏବଂ ଜଳବାୟୁ ସହନଶୀଳ ପ୍ରଜାତିର ବିକାଶ ପାଇଁ କୃଷି ଗବେଷଣା ବ୍ୟବସ୍ଥା ଉପରେ ଧ୍ୟାନ ପ୍ରଦାନ

ନୂତନ ୧୦୯ଟି ଉଚ୍ଚ ଉତ୍ପାଦନକାରୀ ଏବଂ ୩୨ଟି ଜଳବାୟୁ ସହନଶୀଳ ଫସଲ ପ୍ରଜାତିର ଶୁଭାରମ୍ଭ ଘୋଷଣାଆସନ୍ତା ଦୁଇ ବର୍ଷ ମଧ୍ୟରେ ୧ କୋଟି କୃଷକଙ୍କୁ ପ୍ରାକୃତିକ ଚାଷ ପାଇଁ ପ୍ରୋତ୍ସାହିତ କରାଯିବଗ୍ରାମୀଣ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ଏବଂ ବୃହତ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି ନୀତିର ଲକ୍ଷ୍ୟ
Read More...

କେନ୍ଦ୍ର ବଜେଟ୍‌ ୨୦୨୪-୨୫ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା

ଖରିଫ ପାଇଁ ଡିଜିଟାଲ ଫସଲ ସର୍ଭେ, ୪୦୦ ଜିଲ୍ଲାରେ ହେବ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ବ୍ୟବହାରତୈଳବୀଜ ପାଇଁ 'ଆତ୍ମନିର୍ଭରତା' ହାସଲ ନିମନ୍ତେ ରଣନୀତି ପ୍ରସ୍ତୁତ କରାଯାଉଛିପନିପରିବା ଉତ୍ପାଦନ ପାଇଁ ବୃହତ୍ କ୍ଲଷ୍ଟର୍ ଗୁଡ଼ିକୁ ପ୍ରମୁଖ ଉପଭୋକ୍ତା କେନ୍ଦ୍ର ନିକଟରେ ବିକଶିତ
Read More...

୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ବାସ୍ତବ ଜିଡିପି ୬.୫-୭ ପ୍ରତିଶତ ମଧ୍ୟରେ ରହିବା ନେଇ ଆକଳନ

ଦୃଢ଼ତା ପ୍ରଦର୍ଶନ କରିବା ସହିତ ଭାରତର ବାସ୍ତବ ଜିଡିପି ଆର୍ଥିକ ବର୍ଷ ୨୦୨୩-୨୪ରେ ୮.୨ ପ୍ରତିଶତ ହାରରେ ବୃଦ୍ଧି ପାଇଛି, ଯାହାକି ଆର୍ଥିକ ବର୍ଷର ୪ଟି ତ୍ରୟମାସ ମଧ୍ୟରୁ ୩ଟିରେ ୮ ପ୍ରତିଶତରୁ ଅଧିକ ରହିଛିଆର୍ଥିକ ବର୍ଷ ୨୦୨୩-୨୪ରେ ସାମଗ୍ରିକ ସକଳ ମୂଲ୍ୟ ବୃଦ୍ଧି (ଜିଭିଏ)ରେ କୃଷି, ଶିଳ୍ପ ଓ
Read More...

ସଂସଦ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

“ତୃତୀୟ ପାଳି ସରକାରରେ ବଜେଟ ଉପସ୍ଥାପନ କରାଯିବା ଘଟଣାକୁ ଦେଶ ଏକ ଗୌରବମୟ ଘଟଣା ଭାବରେ ଦେଖୁଛି”“ଚଳିତ ବଜେଟ ବର୍ତ୍ତମାନର ସରକାରଙ୍କ ଆଗାମୀ ପାଞ୍ଚ ବର୍ଷ ପାଇଁ ଆଭିମୁଖ୍ୟକୁ ସ୍ପଷ୍ଟ କରିବ ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ନିମନ୍ତେ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ”“ଦଳୀୟ ରାଜନୀତି
Read More...

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, (ପିଆଇବି) : ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତା କମଳା ପୂଜାରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କମଳା ପୂଜାରୀ କୃଷି କ୍ଷେତ୍ର ପାଇଁ ସ୍ମରଣୀୟ ଅବଦାନ ଦେଇଛନ୍ତି । ବିଶେଷ କରି ଜୈବିକ କୃଷି ପଦ୍ଧତିକୁ
Read More...

ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷରୁ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡର ରାଜ୍ୟ ଓ…

ଭାରତରେ ସର୍ବାଧିକ ସଂଖ୍ୟକ ପ୍ରାଣୀସମ୍ପଦ ଭାରତର ଅର୍ଥବ୍ୟବସ୍ଥା ଏବଂ ଖାଦ୍ୟ ନିରାପତ୍ତା ପାଇଁ ପ୍ରାଣୀସମ୍ପଦ କ୍ଷେତ୍ରର ଗୁରୁତ୍ୱ ଉପରେ ଆଲୋକପାତ : ପ୍ରଫେସର ଏସ୍.ପି. ସିଂ ବାଘେଲ ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ମତ୍ସ୍ୟ, ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର
Read More...

ସାଇନ୍ସ ଆଡଭାନ୍ସ ଜର୍ଣ୍ଣାଲରେ ହୋଇଥିବା ଅଧ୍ୟୟନରୁ ୨୦୨୦ରେ ଅତିରିକ୍ତ ମୃତ୍ୟୁହାର ଉପରେ ଆଲୋକପାତ କରୁଥିବା ଗଣମାଧ୍ୟମ…

ଗତ ବର୍ଷ ତୁଳନାରେ ୨୦୨୦ରେସାଇନ୍ସ ଆଡଭାନ୍ସ ପେପର୍‌ରେ ପ୍ରକାଶିତ ଅତିରିକ୍ତ ମୃତ୍ୟୁହାର ଏକ ଗୁରୁତ୍ୱହୀନ ଏବଂ ବିଭ୍ରାନ୍ତିକର ଆକଳନଅଧ୍ୟୟନ ଭୁଲ୍ ଏବଂ ଲେଖକଙ୍କ ଦ୍ୱାରା ଅନୁସରଣ କରାଯାଇଥିବା ପଦ୍ଧତିରେ ଗମ୍ଭୀର ତ୍ରୁଟି ରହିଛି; ଦାବିଗୁଡ଼ିକ ଅସଙ୍ଗତ ଏବଂ ଅସ୍ପଷ୍ଟସାଇନ୍ସ ଆଡଭାନ୍ସ
Read More...