Browsing Tag

pib news

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ୍‌-ଜେଏୱାଇ) ଅଧୀନରେ ଆୟ ନିର୍ବିଶେଷରେ ୭୦ ବର୍ଷ କିମ୍ବା…

ଉପକୃତ ହେବେ ୪.୫ କୋଟି ପରିବାର ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରମୁଖ ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ଏବି ପିଏମ୍‌-ଜେଏୱାଇ) ଅଧୀନରେ ଆୟ ନିର୍ବିଶେଷରେ ୭୦ ବର୍ଷରୁ ଅଧିକ
Read More...

ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ସେମିକନ୍ ଇଣ୍ଡିଆ ୨୦୨୪ରେ ଶୀର୍ଷ ସେମିକଣ୍ଡକ୍ଟର ସିଇଓମାନେ ଭାରତ ଏବଂ…

ମୋଦୀଙ୍କ ନିୟମ ହେଉଛି ଦୃତ ବିକାଶର ନିୟମ : ଅଜିତ ମନୋଚା, ସିଇଓ, ସେମିଭାରତର ଡିଜିଟାଲ୍ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ : ଟାଟା ଇଲେକ୍ଟ୍ରୋନିକ୍ସର ସଭାପତି ତଥା ସିଇଓ ଡ. ରଣଧୀର ଠାକୁରଦୀର୍ଘମିଆଦୀ କାର୍ଯ୍ୟ କରିବା ପାଇଁ ବ୍ୟବସାୟୀଙ୍କ ନିମନ୍ତେ ଆବଶ୍ୟକ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ଅନୁସରଣ କରି ଗୃହ ମନ୍ତ୍ରଣାଳୟ ଦେଶରେ ଏକ ସୁରକ୍ଷିତ ସାଇବର କ୍ଷେତ୍ର…

ସାଇବର ସୁରକ୍ଷିତ ଦେଶ ଗଠନ ପାଇଁ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି) ଅନେକ ପଦକ୍ଷେପ ନେଇଛିସାଇବର ସୁରକ୍ଷିତ ଭାରତ ଗଠନ ଅଭିଯାନକୁ ତ୍ୱରାନ୍ୱିତ କରିବାରେ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର
Read More...

ଗ୍ରୀନ୍ ହାଇଡ୍ରୋଜେନ୍‌ ଉପରେ ଦ୍ୱିତୀୟ ଆନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନର ସମୟ ଆସିଛିଗ୍ରୀନ୍ ଶକ୍ତି ଉପରେ ପ୍ୟାରିସ୍ ପ୍ରତିଶ୍ରୁତି ପୂରଣ କରିବାରେ ଭାରତ ପ୍ରଥମ ଜି - ୨୦ ରାଷ୍ଟ୍ର ମାନଙ୍କ ମଧ୍ୟରେ ରହିଛିଗ୍ରୀନ୍ ହାଇଡ୍ରୋଜେନ୍ ବିଶ୍ୱର ଶକ୍ତି କ୍ଷେତ୍ରରେ ଏକ ଆଶାଜନକ ସଂଯୋଗ ଭାବରେ ଉଭା ହେଉଛିଜାତୀୟ ଗ୍ରୀନ୍ ହାଇଡ୍ରୋଜେନ ମିଶନ
Read More...

ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଯୁଗାନ୍ତକାରୀ ପ୍ରଗତି ଶିଳ୍ପ କ୍ଷେତ୍ରରେ ରୂପାନ୍ତରଣ ଲାଗି ପ୍ରସ୍ତୁତ ରହିଥିବାବେଳେ ଭାରତର ସେମିକଣ୍ଡକ୍ଟର କ୍ଷେତ୍ର ଏକ ବିପ୍ଳବର ଦ୍ୱାରଦେଶରେ ଅଛିଆଜିର ଭାରତ ବିଶ୍ୱରେ ଆତ୍ମବିଶ୍ୱାସ ସୃଷ୍ଟି କରୁଛି ଯେତେବେଳେ ଚିପ୍ସ ହ୍ରାସ ପାଇବ, ଆପଣ ଭାରତ ଉପରେ ଭରସା କରିପାରିବେଭାରତର ସେମିକଣ୍ଡକ୍ଟର
Read More...

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଇ୪ସିର ପ୍ରଥମ ପ୍ରତିଷ୍ଠା ଦିବସ…

ସୁରକ୍ଷିତ ସାଇବର ସ୍ପେସ୍ ଅଭିଯାନ ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ‘ଆଇ୪ସି’ ଆଜି ଦେଶର ସାଇବର ସୁରକ୍ଷାରେ ଏକ ଶକ୍ତିଶାଳୀ ସ୍ତମ୍ଭ ପାଲଟିଛିଆଜି ଶୁଭାରମ୍ଭ ହୋଇଥିବା ‘ଆଇ୪ସି’ର ୪ଟି ପ୍ରମୁଖ ପଦକ୍ଷେପ ସାଇବର ଅପରାଧ ବିରୋଧରେ ଲଢ଼େଇକୁ ଆହୁରି ସୁଦୃଢ଼,
Read More...

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କୁ ପୁନର୍ବାର ସର୍ବସମ୍ମତିକ୍ରମେ ସଂସଦର ସରକାରୀ ଭାଷା…

ହିନ୍ଦୀ ଯେପରି ସମସ୍ତ ସ୍ଥାନୀୟ ଭାଷାର ବନ୍ଧୁ ହୋଇପାରିବ, ଏହି ଲକ୍ଷ୍ୟ ନେଇ ଆମକୁ ଆଗକୁ ବଢ଼ିବାକୁ ହେବମୋଦୀ ସରକାର ଅନେକ ଭାଷାର ଶବ୍ଦଗୁଡ଼ିକୁ ହିନ୍ଦୀରେ ସମାହିତ କରି ଏହାକୁ ଆହୁରି ସମୃଦ୍ଧ ଓ ନମନୀୟ କରିବା ଲାଗି କାମ କରିଛନ୍ତି୨୦୪୭ ସୁଦ୍ଧା ଦେଶର ସବୁ ସରକାରୀ ବ୍ୟବସ୍ଥାର ପରିଚାଳନା
Read More...

ପଦ୍ମ ପୁରସ୍କାର ପାଇଁ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କୁ ମନୋନୀତ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଥିବା ତୃଣମୂଳ ସ୍ତରର ଯୋଦ୍ଧାମାନଙ୍କୁ ସ୍ୱୀକୃତି ଦେବା
Read More...

୧୧ ସେପ୍ଟେମ୍ବରରେ ସେମିକନ୍ ଇଣ୍ଡିଆ ୨୦୨୪ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ ସେପ୍ଟେମ୍ବର ପୂର୍ବାହ୍ନ ୧୦:୩୦ ସମୟରେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ହେବାକୁ ଥିବା ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ୍ ଇଣ୍ଡିଆ ୨୦୨୪ର ଉଦ୍‌ଘାଟନ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।
Read More...

ସଙ୍ଗରୋଧରେ ଥିବା ରୋଗୀଙ୍କ ଠାରେ ପଶ୍ଚିମ ଆଫ୍ରିକୀୟ କ୍ଲାଡ୍‌ ୨ ଏମ୍‌ପକ୍ସ ଭୂତାଣୁ ଥିବା ସ୍ପଷ୍ଟ

କ୍ଲାଡ୍‌ ୨ ବର୍ତ୍ତମାନ ସର୍ବସାଧାରଣ ଜରୁରି ପରିସ୍ଥିତିର ଅଂଶବିଶେଷ ନୁହେଁରୋଗୀଙ୍କ ଅବସ୍ଥା ସ୍ଥିର, ଜନସାଧାରଣଙ୍କୁ କୌଣସି ତତ୍କାଳ ବିପଦ ନାହିଁ ନୂଆଦିଲ୍ଲୀ, (ପିଆଇବି) : ପ୍ରଥମ ସନ୍ଦିଗ୍ଧ ମଙ୍କୀପକ୍ସ (ଏମ୍‌ପକ୍ସ) ସଂକ୍ରମିତ ବୋଲି କୁହାଯାଉଥିବା ରୋଗୀଙ୍କ ଠାରେ ଯାତ୍ରା ସହ ଜଡ଼ିତ
Read More...