Browsing Tag

pib news

ମାଳଦ୍ୱୀପ ରାଷ୍ଟ୍ରପତି ମହାମହିମ ମହମ୍ମଦ ମୁଇଜୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ପ୍ରେସ୍ ବିବୃତି

ନୂଆଦିଲ୍ଲୀ, (ପିଆଇବି) : ମହାମହିମ, ରାଷ୍ଟ୍ରପତି ମୁଇଜୁ, ଉଭୟ ଦେଶର ପ୍ରତିନିଧି, ଗଣମାଧ୍ୟମର ସାଥୀଗଣ, ସମସ୍ତଙ୍କୁ ନମସ୍କାରସର୍ବପ୍ରଥମେ ମୁଁ ରାଷ୍ଟ୍ରପତି ମୁଇଜ୍ଜୁ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧି ମଣ୍ଡଳକୁ ହାର୍ଦ୍ଦିକ ସ୍ୱାଗତ କରୁଛି । ଭାରତ ଓ ମାଳଦ୍ୱୀପ ସମ୍ପର୍କ ଶହ ଶହ ବର୍ଷ
Read More...

ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ (ଏଲ୍‌ଡବ୍ଲୁଇ) ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେ ୨୦୨୬ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବୁଆଦିବାସୀ ଅଞ୍ଚଳର ବିକାଶରେ ନକ୍ସଲବାଦ ସବୁଠାରୁ ବଡ ବାଧକ ଏବଂ ସମଗ୍ର ମାନବତାର ଶତୃନକ୍ସଲବାଦ ଯୋଗୁଁ ୮ କୋଟିରୁ ଅଧିକ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି, ଯାହା
Read More...

ଏନସିଇଆର୍‌ଟି ଓ ଆମାଜନ ମଧ୍ୟରେ ସହଭାଗିତା ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କଲେ ଧର୍ମେନ୍ଦ୍ର…

ଆସନ୍ତା ଶିକ୍ଷାବର୍ଷ (୨୦୨୫-୨୬)ରେ ୧୫ କୋଟି ପୁସ୍ତକ ପ୍ରକାଶ କରି ପୁସ୍ତକ ପ୍ରକାଶନକୁ ତିନିଗୁଣ ବଢ଼ାଇବ ଏନ୍‌ସିଇଆର୍‌ଟି : ଧର୍ମେନ୍ଦ୍ର ପ୍ରଧାନସର୍ବନିମ୍ନ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି)ରେ ଦେଶବ୍ୟାପୀ ପ୍ରାୟ ୨୦ ହଜାର ପିନ୍‌ କୋଡ୍‌ରେ ଉପଲବ୍ଧ ହେବ ପୁସ୍ତକଏହି ବୁଝାମଣା ଦ୍ୱାରା ଅଗ୍ରଣୀ
Read More...

ମହାରାଷ୍ଟ୍ରର ୱାଶିମ ଠାରେ ପ୍ରାୟ ୨୩,୩୦୦ କୋଟି ଟଙ୍କାର କୃଷି ଓ ପଶୁପାଳନ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପଦକ୍ଷେପର…

ପାଖାପାଖି ୯.୪ କୋଟି କୃଷକଙ୍କୁ ପ୍ରାୟ ୨୦,୦୦୦ କୋଟି ଟଙ୍କାର ପିଏମ୍ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନପାଖାପାଖି ୨ ହଜାର କୋଟି ଟଙ୍କାର ନମୋ ଶେତକାରୀ ମହାସମ୍ମାନ ନିଧି ଯୋଜନାର ପଞ୍ଚମ କିସ୍ତିର ଶୁଭାରମ୍ଭ୧୯୨୦ କୋଟିରୁ ଅଧିକ ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍)
Read More...

ସୋମବାର, ୦୭ ଅକ୍ଟୋବର, ୨୦୨୪ରେ ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏକ…

ବୈଠକରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ, ସରକାର ମାର୍ଚ୍ଚ, ୨୦୨୬ ସୁଦ୍ଧା ଏଲ୍‌ଡବ୍ଲୁଇର
Read More...

ନୂଆଦିଲ୍ଲୀରେ କୌଟିଲ୍ୟ ଇକୋନୋମିକ୍ କନ୍‌କ୍ଲେଭର ତୃତୀୟ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭାରତ ହେଉଛି ଦୃତ ଅଭିବୃଦ୍ଧିଶୀଳ ଅର୍ଥନୀତି : ପ୍ରଧାନମନ୍ତ୍ରୀସରକାର ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତର ମନ୍ତ୍ର ଅନୁସରଣ କରୁଛନ୍ତି : ପ୍ରଧାନମନ୍ତ୍ରୀଭାରତକୁ ବିକଶିତ କରିବା ପାଇଁ ଢାଞ୍ଚାଗତ ସଂସ୍କାର କରିବାକୁ ସରକାର ପ୍ରତିଶୃତିବଦ୍ଧ : ପ୍ରଧାନମନ୍ତ୍ରୀଭାରତର ଅଭିବୃଦ୍ଧି ସହିତ
Read More...

ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ୍ ଠାରେ ଆରମ୍ଭ ହେଲା ତୃତୀୟ ଜୀବ ବିଜ୍ଞାନ ଷ୍ଟାର୍ଟଅପ୍ ଶିଖର…

ବାୟୋ-ଇଥ୍ରୀ ନୀତି ଦେଶରେ ଜୈବ ଉତ୍ପାଦନକୁ ଦେବ ବଡ଼ ପ୍ରୋତ୍ସାହନ : ଡିବିଟି ସଚିବ ପ୍ରଫେସର ରାଜେଶ ଏସ୍ ଗୋଖଲେ ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱର ସ୍ଥିତ ବିଆର୍‌ଆଇସି-ଆଇଏଲ୍‌ଏସ୍‌ ପରିସରରେ ଜୀବ ବିଜ୍ଞାନ ଷ୍ଟାର୍ଟଅପ୍ ଶିଖର ସମ୍ମିଳନୀ ଉଦ୍‌ଘାଟିତ ହୋଇଛି । ଆଜି ଭାରତ ସରକାରଙ୍କ
Read More...

ସାଇବର ଠକେଇର ମୁକାବିଲା କରିବ ଡିଓଟି : ଖୁବଶୀଘ୍ର ଆରମ୍ଭ ହେବ ଜାଲ୍ କଲ୍ ବନ୍ଦ କରିବାକୁ କେନ୍ଦ୍ରୀୟ ବ୍ୟବସ୍ଥା

ସ୍ପାମ୍ କଲ୍ ରିପୋର୍ଟ କରିବା ପାଇଁ ନାଗରିକମାନଙ୍କୁ 'ଚକ୍ଷୁ' ବ୍ୟବହାର କରିବାକୁ ପରାମର୍ଶଭାରତୀୟ ଫୋନ୍ ନମ୍ବର ଥିବା ୪୫ ଲକ୍ଷ ନକଲି ଆନ୍ତର୍ଜାତୀୟ କଲ୍‌କୁ ଟିଏସ୍‌ପି ଦ୍ୱାରା ପ୍ରତିଦିନ ବ୍ଲକ୍ କରାଯାଉଛି ନୂଆଦିଲ୍ଲୀ, (ପିଆଇବି) : ସାମ୍ପ୍ରତିକ ସମୟରେ ଭାରତୀୟ ମୋବାଇଲ ନମ୍ବରରୁ ଅନେକ
Read More...

ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା – ପାଇଲଟ୍ ପ୍ରକଳ୍ପ

ନୂଆଦିଲ୍ଲୀ, (ପିଆଇବି) : ୧. ୨୦୨୪-୨୫ ବଜେଟରେ ପ୍ରଧାନମନ୍ତ୍ରୀଙ୍କ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଇନ୍ ଟପ୍ କମ୍ପାନୀ(ସ୍କିମ୍) ଘୋଷଣା କରାଯାଇଛି । ଏହା ମାଧ୍ୟମରେ ୫ ବର୍ଷ ମଧ୍ୟରେ ଶ୍ରେଷ୍ଠ ୫୦୦ କମ୍ପାନୀରେ ଏକ କୋଟି ଯୁବକଙ୍କୁ ଇଣ୍ଟର୍ଣ୍ଣସିପ୍ ସୁବିଧା ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଛି ।
Read More...

ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା ଲାଗି ପିଏମ୍ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ପିଏମ୍‌-ଆର୍‌କେଭିୱାଇ) ଏବଂ…

ନିର୍ଦ୍ଦିଷ୍ଟ ଆବଶ୍ୟକତା ଆଧାରରେ ଗୋଟିଏ ଉପାଦାନରୁ ଅନ୍ୟ ଉପାଦାନକୁ ପାଣ୍ଠି ପୁନଃ ଆବଣ୍ଟନ କରିବାକୁ ରାଜ୍ୟଗୁଡ଼ିକୁ ଦିଆଗଲା ନମନୀୟତା ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସମସ୍ତ କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବେ
Read More...