Browsing Tag

pib news

ଓଡ଼ିଶା ପର୍ବ ୨୦୨୪ରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୨୨ ନଭେମ୍ବର ୨୦୨୪)ରେ ନୂଆଦିଲ୍ଲୀଠାରେ ଆୟୋଜିତ ଓଡ଼ିଶା ପର୍ବ ୨୦୨୪ରେ ଅଂଶଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଓଡ଼ିଶାର କଳା, ସାହିତ୍ୟ, ନୃତ୍ୟ ଓ ବ୍ୟଞ୍ଜନର ସମୃଦ୍ଧ ପରମ୍ପରା
Read More...

ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ‘ଓଡ଼ିଶା ପର୍ବ -୨୦୨୪’ ଉଦ୍‌ଘାଟିତ

ଓଡ଼ିଶାର ପରିଚୟକୁ ବିଶ୍ୱବିଦିତ କରାଇବା - ଧର୍ମେନ୍ଦ୍ର ପ୍ରଧାନ‘ଓଡ଼ିଶା ପର୍ବ’ ଦିଲ୍ଲୀରେ ଓଡ଼ିଶାର ଭାବାବେଗକୁ ପ୍ରତିଫଳିତ କରିବାର ଏକ ଉତ୍କୃଷ୍ଟ ମଞ୍ଚଏହି ପର୍ବ ଓଡ଼ିଆଙ୍କ ସମୃଦ୍ଧ ଓ ସ୍ୱତନ୍ତ୍ର ପରିଚୟକୁ ବିଶ୍ୱବିଦିତ କରାଇବାରେ ବଡ଼ ଭୂମିକା ଗ୍ରହଣ କରିବଓଡ଼ିଶାର ପର୍ବ ପର୍ବାଣୀ ଓ
Read More...

ଆଇଏଫ୍‌ଏଫ୍‌ଆଇ ୨୦୨୪ରେ ଭବ୍ୟ ବାଲୁକା କଳାକୁ ଉଦ୍‌ଘାଟନ କଲେ ଗୋଆ ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ

ଗୋଆର ମୀରାମାର ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ଚମତ୍କାର ବାଲୁକା କଳାକୃତି ପ୍ରଦର୍ଶିତଭାରତୀୟ ସିନେମା ଓ ସଙ୍ଗୀତ ଜଗତର କିମ୍ବଦନ୍ତୀ ଅକ୍କିନେନି ନାଗେଶ୍ୱର ରାଓ, ତପନ ସିହ୍ନା, ମହମ୍ମଦ ରଫି ଏବଂ ରାଜ କପୁରଙ୍କୁ ଶ୍ରଦ୍ଧାଞ୍ଜଳିସୁନ୍ଦର ବେଳାଭୂମି ସହ ଗୋଆରେ ବାଲୁକା କଳା ପ୍ରଶିକ୍ଷଣ
Read More...

ବାହାମାସ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୦ ତାରିଖରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ବାହାମାସର ପ୍ରଧାନମନ୍ତ୍ରୀ ଶ୍ରୀ ଫିଲିପ୍ ଡେଭିସଙ୍କୁ ଭେଟିଛନ୍ତି । ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ । ଦୁଇ ନେତା ଆର୍ଥିକ ସହଯୋଗ,
Read More...

ଗୁୟାନାର ପ୍ରମୁଖ କ୍ରିକେଟରଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

ଭାରତ ଓ ଗୁୟାନାକୁ କ୍ରିକେଟ ଅଧିକ ନିକଟତର କରିଛି ଏବଂ ସାଂସ୍କୃତିକ ସମ୍ପର୍କକୁ ଗଭୀର କରିଛି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାର ପ୍ରମୁଖ କ୍ରିକେଟ ଖେଳାଳିଙ୍କ ସହ ମତ ବିନିମୟ ଅବସରରେ କହିଥିଲେ, କ୍ରିକେଟ ଭାରତ ଓ ଗୁୟାନାକୁ
Read More...

ଗୁୟାନାରେ ରହୁଥିବା ଭାରତୀୟ ସମାଜକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଗୁୟାନାରେ ଥିବା ପ୍ରବାସୀ ଭାରତୀୟମାନେ ଅନେକ କ୍ଷେତ୍ରରେ ପ୍ରଭାବ ପକାଇଛନ୍ତି ଏବଂ ଗୁୟନାର ବିକାଶରେ ଯୋଗଦାନ ଦେଇଛନ୍ତି : ପ୍ରଧାନମନ୍ତ୍ରୀଆପଣ ଜଣେ ଭାରତୀୟଙ୍କୁ ଭାରତରୁ ବାହାରକୁ ନେଇ ପାରିବେ, କିନ୍ତୁ ଆପଣ ଭାରତକୁ ଜଣେ ଭାରତୀୟଙ୍କ ହୃଦୟରୁ ବାହାର କରି ପାରିବେ ନାହିଁ :
Read More...

ଡକ୍ଟର ହରେକୃଷ୍ଣ ମହତାବ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ଯିଏକି ଭାରତକୁ ସ୍ୱାଧୀନ କରିବା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ…

ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ସ୍ୱାଧୀନ କରିବା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମ୍ମାନଜନକ ଓ ସମାନତାପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବା ଲାଗି ନିଜ
Read More...

ବିଶ୍ୱ ବ୍ୟାଙ୍କର ‘ଜବ୍ସ ଆଟ୍ ୟୋର୍ ଡୋର୍ ଷ୍ଟେପ୍’ ରିପୋର୍ଟ୍ ଉନ୍ମୋଚିତ ଚାକିରି ଏବଂ ରୋଜଗାରର…

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ କରକମଳରେ ଉନ୍ମୋଚିତ 'ଜବ୍ସ ଆଟ୍ ୟୋର୍ ଡୋର୍ ଷ୍ଟେପ୍' ରିପୋର୍ଟ ଉନ୍ମୋଚିତଓଡ଼ିଶା, ହିମାଚଳ ପ୍ରଦେଶ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ରାଜ୍ୟ
Read More...

ଆଇଏଫ୍ଏଫ୍ଆଇରେ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋର ଚତୁର୍ଥ ସଂସ୍କରଣ ଉଦ୍‌ଘାଟିତ

• ଯୁବ ସ୍ୱର ପାଇଁ ଏକ ମଞ୍ଚ ପ୍ରଦାନ କରିବା ନିମନ୍ତେ ସୃଜନଶୀଳ ପ୍ରକ୍ରିୟାକୁ ଉଜାଗର କରିବା ଗୁରୁତ୍ୱପୂର୍ଣ୍ଣ : ପ୍ରସୂନ ଯୋଶୀ• ସିଏମ୍‌ଓଟି ଯୁବ ନିର୍ମାତାମାନଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବାକୁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରେ : ସଞ୍ଜୟ ଜାଜୁ
Read More...

ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ତାଙ୍କ ଚିରସ୍ଥାୟୀ ଆଦର୍ଶକୁ ସମ୍ମାନ

• ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତି ସମ୍ମାନ ଜଣାଇ ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ, (ପିଆଇବି) : ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ
Read More...