Browsing Tag

pib news

ଆଇଆଇଟି, ଭୁବନେଶ୍ୱରର ଦ୍ୱାଦଶ ଓ ତ୍ରୟୋଦଶ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ
ଉଦ୍ଭାବନର ପେଣ୍ଠସ୍ଥଳି ହେଉ ଆଇଆଇଟି

ଆଇଆଇଟି ରିସର୍ଚ୍ଚ ଓ ଏଣ୍ଟରପ୍ରିନ୍ୟୁସିପ୍ ପାର୍କ ଏବଂ ସିଲିକନ କାରବାଇଡ୍ ରସର୍ଚ୍ଚ ଇନୋଭେସନ ସେଣ୍ଟର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀସମାବର୍ତ୍ତନ ସମାରୋହରେ ଯୋଗଦେଇଥିଲେ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ର. ଅଜୟ କେ ସୁଦ, ଆଟୋମିକ୍ ଏନର୍ଜିର ସଚିବ ଡ. ଅଜିତ୍ କୁମାର
Read More...

ନୂଆଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ…

ବିଶିଷ୍ଟ ଅର୍ଥନୀତିଜ୍ଞ ମନମୋହନ ସିଂହ ଜୀ, ଅର୍ଥ ଏବଂ ସାର୍ବଜନୀନ ନୀତି ବିଷୟରେ ଅଗାଧ ଜ୍ଞାନ ପାଇଁ ସର୍ବଦା ସ୍ମରଣୀୟ ରହିବେ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ
Read More...

ପାରିବାରିକ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ ରିପୋର୍ଟ ୨୦୨୩-୨୪ : ମାସିକ ମୁଣ୍ଡପିଛା ଉପଯୋଗ ବ୍ୟୟ ଗ୍ରାମାଞ୍ଚଳରେ ୧୮୮% ଏବଂ…

ଭାରତୀୟ ଉପଭୋକ୍ତାଙ୍କର ଆର୍ଥିକ ସଶକ୍ତିକରଣ ଏବଂ କ୍ରୟ ଶକ୍ତି ମଜବୁତ ହେଉଛିଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବର୍ତ୍ତମାନର ଦରଦାମରେ ଦ୍ରବ୍ୟ ଓ ସେବା ଉପଯୋଗ ବାବଦ ବ୍ୟୟ ତିନିଗୁଣ ବୃଦ୍ଧିଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଅଧିକ ସମାନତାପୂର୍ଣ୍ଣ ଆର୍ଥିକ ଅଭିବୃଦ୍ଧି ଦିଗରେ ଉଲ୍ଲେଖନୀୟ ଅଗ୍ରଗତି
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ରଙ୍କ…

ଭୁବନେଶ୍ୱର, (ପିଆଇବି) : ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଡକ୍ଟର ମିଶ୍ର ତାଙ୍କର ଶୋକବାର୍ତ୍ତାରେ କହିଛନ୍ତି, ଡକ୍ଟର ମନମୋହନ ସିଂଙ୍କ ବିୟୋଗରେ ଦେଶ ଜଣେ ସମ୍ମାନସ୍ପଦ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଭାରତ ଏହାର ଅନ୍ୟତମ ବିଶିଷ୍ଟ ନେତା ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପାଳନ କରୁଛିସେ ଅର୍ଥମନ୍ତ୍ରୀ ସହିତ ବିଭିନ୍ନ ସରକାରୀ ପଦବୀରେ କାର୍ଯ୍ୟ କରିଥିଲେ ଏବଂ ଆମର ଆର୍ଥିକ ନୀତିରେ ଏକ ମଜବୁତ ଛାପ ଛାଡିଥିଲେ : ପ୍ରଧାନମନ୍ତ୍ରୀଆମର ପ୍ରଧାନମନ୍ତ୍ରୀ ଭାବରେ ସେ ଲୋକଙ୍କ ଜୀବନରେ ଉନ୍ନତି
Read More...

୪୫ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

୧ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ୮ଟି ପ୍ରମୁଖ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀପ୍ରକଳ୍ପରେ ବିଳମ୍ବ କେବଳ ଖର୍ଚ୍ଚ ବଢ଼ାଏ ନାହିଁ ବରଂ ଜନସାଧାରଣ ଏହି ପ୍ରକଳ୍ପର ଆଶାନୁରୂପ ଲାଭରୁ ବଞ୍ଚିତ ହୁଅନ୍ତି : ପ୍ରଧାନମନ୍ତ୍ରୀପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ସମୟରେ ପ୍ରଭାବିତ
Read More...

କୃଷି ଓ ଉଦ୍ୟାନ କୃଷି ସମ୍ବନ୍ଧୀୟ ବିଭିନ୍ନ ଯୋଜନା ମାଧ୍ୟମରେ ପାରମ୍ପରିକ କିସମକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର…

• ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ପାରମ୍ପରିକ କିସମର କୃଷି ଓ ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ବର୍ଷା ଭିତ୍ତିକ ଅଞ୍ଚଳ ଉପରେ ଆଲୋଚନା ଓ ନୀତିଗତ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବା ପାଇଁ କର୍ମଶାଳା ଅନୁଷ୍ଠିତ• ଓଡ଼ିଶା ଓ ତାମିଲନାଡ଼ୁ ସମେତ ୧୦ଟି ରାଜ୍ୟର ସଫଳ ଚାଷୀ,
Read More...

ନୂଆଦିଲ୍ଲୀରେ ଆୟୋଜିତ ବୀର ବାଲ୍ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

‘ସୁପୋଷିତ ଗ୍ରାମ ପଞ୍ଚାୟତ ଅଭିଯାନ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀବୀର ବାଲ୍ ଦିବସରେ ଆମେ ସାହିବଜାଦାମାନଙ୍କ ବୀରତା ଏବଂ ବଳିଦାନକୁ ସ୍ମରଣ କରୁଛୁ, ଆମେ ମାତା ଗୁଜରୀ ଜୀ ଏବଂ ଶ୍ରୀ ଗୁରୁ ଗୋବିନ୍ଦ ସିଂଜୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ : ପ୍ରଧାନମନ୍ତ୍ରୀସାହିବଜାଦା ଜୋରାୱାର
Read More...

ଭଞ୍ଜନଗର ଡ଼ିହପଢାଳ ସରସ୍ୱତୀ ବିଦ୍ୟା ମନ୍ଦିରର ନୂତନ ଭବନ ଉଦ୍‌ଘାଟିତ

• ଭାରତୀୟ ମୂଲ୍ୟବୋଧ ଆଧାରରେ ନୂଆ ପିଢ଼ି ତିଆରି କରୁଛି ଶିଶୁ ମନ୍ଦିର - ଧର୍ମେନ୍ଦ୍ର ପ୍ରଧାନ• ବଣମଲ୍ଲିଙ୍କୁ ଲୋକଲୋଚନକୁ ଆଣିବାରେ ଶିଶୁ ବିଦ୍ୟା ମନ୍ଦିରର ରହିଛି ଅଗ୍ରଣୀ ଭୂମିକା• ଶିକ୍ଷା ରୂପକ ମନ୍ଦିରରୁ ପାଠ ପଢୁଥିବା ପିଲାମାନେ ସମାଜରେ ଜଣେ ସଫଳ ଓ ଦାୟିତ୍ୱବାନ ନାଗରିକ ଭାବେ ପରିଚିତ
Read More...

ଭାରତର ଗ୍ରାମୀଣ ଦୂରସଞ୍ଚାର ବିପ୍ଳବ : ନୀତିରୁ ପ୍ରଗତି ଦିଗରେ ପରିବର୍ତ୍ତନ

• ଦେଶର ୬,୪୪,୧୩୧ଟି ଗାଁ ମଧ୍ୟରୁ ୬,୨୨,୮୦୪ରୁ ଅଧିକ ଗ୍ରାମରେ ମୋବାଇଲ କଭରେଜ୍• ୬,୧୪,୫୬୪ରୁ ଅଧିକ ଗାଁକୁ ୪ଜି ମୋବାଇଲ୍ ସଂଯୋଗ; ଡିଜିଟାଲ ଭାରତ ନିଧି ଅଧୀନରେ ୧,୦୧୮ଟି ମୋବାଇଲ୍ ଟାୱାର ମଞ୍ଜୁର• ପିଏମ୍-ୱାନି ଅଧୀନରେ ସାରା ଭାରତରେ ୨୪୭୦୭୬ଟି ସାର୍ବଜନୀନ ୱାଇଫାଇ ହଟସ୍ପଟ୍ ପ୍ରତିଷ୍ଠା
Read More...