Browsing Tag

pib news

ବିଗତ ୯ ବର୍ଷରେ ଷ୍ଟାର୍ଟଅପ୍ ଇଣ୍ଡିଆର ପରିବର୍ତ୍ତନକାରୀ ଯୋଜନା ଅଗଣିତ ଯୁବବର୍ଗଙ୍କୁ ସଶକ୍ତ କରିଛି ଓ ସେମାନଙ୍କ ଅଭିନବ…

ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର କୌଣସି ସୁଯୋଗ ହାତଛଡ଼ା କରି ନାହାନ୍ତି : ପ୍ରଧାନମନ୍ତ୍ରୀଷ୍ଟାର୍ଟଅପ୍ ଇଣ୍ଡିଆର ଏହି ସଫଳତା ଦର୍ଶାଉଛି ଯେ ଆଜିର ଭାରତ ଗତିଶୀଳ, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ,
Read More...

ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି, ଆଇଏନଏସ ବାଘଶୀରକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ମୋଦୀ

ସଶକ୍ତ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ଲୋକାର୍ପିତ ହୋଇଥିବା ତିନି ଯୁଦ୍ଧପୋତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି : ପ୍ରଧାନମନ୍ତ୍ରୀଏକବିଂଶ ଶତାବ୍ଦୀର ଭାରତୀୟ ନୌସେନାକୁ ସଶକ୍ତ କରିବା ଲାଗି ଏହା ଏକ ପଦକ୍ଷେପ : ପ୍ରଧାନମନ୍ତ୍ରୀସମଗ୍ର ବିଶ୍ୱରେ ଏକ ପ୍ରମୁଖ ନୌବାଣିଜ୍ୟ ଶକ୍ତି ଭାବେ ଭାରତ ଉଭା
Read More...

ତାଳଚେର – ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପ

କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅବଶିଷ୍ଟ ଅଂଶ ପାଇଁ ନୂତନ ଟେଣ୍ଡର ଆହ୍ୱାନସଦ୍ୟତମ ଟେଣ୍ଡର ଆମନ୍ତ୍ରଣ ସହିତ ଓଡ଼ିଶାର ସଂଯୋଗୀକରଣରେ ଅଗ୍ରଗତି ବୃଦ୍ଧି ପାଇବାକୁ ଯାଉଛି ଭୁବନେଶ୍ୱର, (ପିଆଇବି) : ବହୁ ପ୍ରତୀକ୍ଷିତ ତାଳଚେର - ବିମଳାଗଡ଼ ନୂତନ ବ୍ରଡଗେଜ୍ (BG) ରେଳ ଲାଇନ ପ୍ରକଳ୍ପକୁ
Read More...

କାଶୀ ତାମିଲ ସଙ୍ଗମମ ତୃତୀୟ ପର୍ଯ୍ୟାୟ ପାଇଁ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ

କାଶୀ ତାମିଲ ସଙ୍ଗମମ ୩.୦ର କଥାବସ୍ତୁ ରହିଛି ‘ଋଷି ଅଗସ୍ତୀ’- ଧର୍ମେନ୍ଦ୍ର ପ୍ରଧାନଫେବୃୟାରୀ ୧୫ରୁ କାଶୀ ତାମିଲ ସଙ୍ଗମମ ୩.୦ ଆରମ୍ଭକାଶୀ ତାମିଲ ସଙ୍ଗମମ ୩.୦ରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମହାକୁମ୍ଭ ମେଳାକୁ ଅନୁଭବ କରିବା ସହ ଅଯୋଧ୍ୟା ରାମ ମନ୍ଦିର ପରିଦର୍ଶନ
Read More...

ଭାରତ ସରକାରଙ୍କୁ ନେଇ ତଥ୍ୟହୀନ ମନ୍ତବ୍ୟ ଦେଇ ଅଡ଼ୁଆରେ ମାର୍କ ଜୁକରବର୍ଗ ଓ ମେଟା

କୋଭିଡ - ୧୯ ମୁକାବିଲାରେ ବିଫଳତା ପାଇଁ କ୍ଷମତାସୀନ ଭାରତ ସରକାର ପରାଜିତ ହୋଇଥିବା ନେଇ ବିଭ୍ରାନ୍ତିକର ଦାବି କରିଥିଲେ ମାର୍କ ଜୁକରବର୍ଗଜୁକରବର୍ଗଙ୍କ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ; ମେଟାକୁ ଜବାବ ତଲବ ପାଇଁ ସଂସଦୀୟ କମିଟିର ଯୋଜନାମାର୍କ
Read More...

ପ୍ରାଣ୍ଟେ ସଲ୍ୟୁସନ୍ସ (ଓପିସି) : ଓଡ଼ିଶାର ସଫଳତା କାହାଣୀ

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାରେ ଥିବା ପ୍ରାଣ୍ଟେ ସଲ୍ୟୁସନ୍ସ (ଓପିସି) ପ୍ରାଇଭେଟ୍ ଲିମିଟେଡ୍ ଭାରତୀୟ ଷ୍ଟାର୍ଟଅପ୍ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ପ୍ରୋଫଲୋ - ୟୁ ନାମକ ପ୍ରଡକ୍ଟ ଯୋଗୁଁ ଏହା ସବୁଆଡ଼ୁ ପ୍ରଶଂସା ପାଉଛି । ପ୍ରୋଫଲୋ - ୟୁ କିଡନିର କାର୍ଯ୍ୟକାରୀତାକୁ ତଦାରଖ
Read More...

ଅପରାହ୍ନ ସାଢ଼େ ୫ଟା ସୁଦ୍ଧା କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାକୁମ୍ଭ ୨୦୨୫ରେ ମକର ସଂକ୍ରାନ୍ତି ଅବସରରେ ପ୍ରଥମ…

ମେଳା ଅଞ୍ଚଳରେ ୫୦,୦୦୦ରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ; ଘାଟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଗଙ୍ଗା ସେବା ଦୂତ ନିୟୋଜିତମହାକୁମ୍ଭ ୨୦୨୫ରେ ଆସାମର ପାରମ୍ପରିକ ପର୍ବ ଭୋଗାଲି ବିହୁର ପ୍ରଥମ ଉତ୍ସବ ଅନୁଷ୍ଠିତ ହୋଇଯାଇଛିଅନ୍ତର୍ଜାତୀୟ ଅଂଶଗ୍ରହଣ ସହିତ ମହାକୁମ୍ଭ ଏକ ବିଶ୍ୱ ମଞ୍ଚରେ ଭାରତର
Read More...

ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମର ଓଡ଼ିଆ ଅଂଶଗ୍ରହଣକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

ଓଡ଼ିଆ ପିଲାମାନେ ଚାହିଁଲେ ସବୁ ସମ୍ଭବ - ଧର୍ମେନ୍ଦ୍ର ପ୍ରଧାନପଞ୍ଚାୟତରୁ ଜିଲ୍ଲା ସ୍ତରରେ ଯୁବ ସମ୍ମିଳନୀ ମାଧ୍ୟରେ ନିଜର ଚିନ୍ତାଧାରାକୁ ଆଦାନପ୍ରଦାନ କରିବାମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ୨୦୩୬ ସୁଦ୍ଧା ଓଡ଼ିଶାକୁ ଉତ୍କର୍ଷତାର ଶିଖରରେ ପହଞ୍ଚାଇବାଓଡ଼ିଶାକୁ ବିକଶିତ କରିବା
Read More...

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ମହାକୁମ୍ଭ ପ୍ରୟାଗରାଜ ୨୦୨୫ରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ‘ଭାଷିନୀ’ ୧୧ଟି ଭାଷାରେ ବହୁଭାଷୀ ସହାୟତା ପ୍ରଦାନ କରୁଛିଭାଷିନୀର ‘ଡିଜିଟାଲ ହଜିବା ପାଇବା ସମାଧାନ’ ମାଧ୍ୟମରେ ମହାକୁମ୍ଭରେ ହଜିଥିବା - ମିଳିଥିବା ସାମଗ୍ରୀର ପଞ୍ଜିକରଣ ନିଜର ମାତୃଭାଷାରେ କରନ୍ତୁ ଓ
Read More...

ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟିରେ ସାମିଲ ହେଲା ଭାରତ

ନୂଆଦିଲ୍ଲୀ, (ପିଆଇବି) : ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସ୍ୱରୂପ ଭାରତ ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟିରେ ସାମିଲ ହୋଇଛି । ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟି
Read More...