Browsing Tag

pattamundei news

ବଉଳା କୁମ୍ଭୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରାଜି ଗ୍ରାମ ନିକଟରେ ଥିବା କାଣୀ ନଦୀ କୂଳରୁ ଏକ ୮ ଫୁଟ ଲମ୍ବା ବଉଳା କୁମ୍ଭୀର ମୃତଦେହ ଉଦ୍ଧାର ହୋଇଛି । ସୂଚନାନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରାଜି ଗ୍ରାମ ନିକଟରେ ଥିବା କାଣୀ ନଦୀ କୂଳରେ ଆଜି ଏକ
Read More...

ଭିତରକନିକାରେ ପକ୍ଷୀ ଗଣନା କାର୍ଯ୍ୟ ସମାପ୍ତ

ପଟାମୁଣ୍ଡାଇ : ଭିତରକନିକା ଅଭୟାରଣ୍ୟରେ ପକ୍ଷୀ ଗଣନା କାର୍ଯ୍ୟ ସମାପ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ବଢିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା । ରାଜନଗର ବନଖଣ୍ଡକୁ ୧୪୪ଟି ପ୍ରଜାତିର ପକ୍ଷୀ ଆସଥିବା ବେଳେ ମୋଟ ୧ ଲକ୍ଷ ୩୮ ହଜାର ୧୦୭ଟି ପକ୍ଷୀ
Read More...

ବାପାଙ୍କ ଶୁଦ୍ଧି ବୁଡ଼ ପକେଇବା ବେଳେ ପୋଖରୀରେ ବୁଡ଼ିଗଲେ ୨ ଝିଅ : ଜଣେ ଜୀବିତ, ଜଣେ ମୃତ

ପଟ୍ଟାମୁଣ୍ଡାଇ : ବାପାଙ୍କ ଶୁଦ୍ଧି ବୁଡ଼ ପକାଇବାକୁ ଯାଇ ପୋଖରୀରେ ଦୁଇ ଝିଅ ବୁଡ଼ି ଯାଇଥିବା ଜଣାପଡ଼ିଛି । ଜଣେ ଜୀବିତ ଉଦ୍ଧାର ହୋଇ ପାରିଥିବା ବେଳେ ଅନ୍ୟ ଜଣକର ମୃତ୍ୟୁ ଘଟିଥିବା ସୂଚନାରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଅରୁଆ ଗ୍ରାମର ଗତ ଦଶ ଦିନ ତଳେ ରୋଗାକ୍ରାନ୍ତ ବାପା ସଂଜୟ
Read More...