Browsing Tag

patanagada news

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ତଦନ୍ତ କରୁଛି ପୁଲିସ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ବଗଲାବନ୍ଦ ଗାଁର ଖଇରପାଲି ପଡା ପଛପଟେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ଯୁବକ ଜଣକ ହେଲେ ଖଇରପାଲି ପଡାର ପର୍ଶୁରାମ ଧରୁଆଙ୍କ ପୁଅ ଲୋଚନ ଓରଫ୍ ପିଣ୍ଟୁ (୩୫ ବର୍ଷ) । ବାପାଙ୍କ ଲିଖିତ ଅଭିଯୋଗ
Read More...

ଖୁଲମ୍ ଖୁଲା ଦିନ ଦ୍ବିପହରରେ ଲୁଟ୍

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିଗଡିବାରେ ଲାଗିଛି । କେଉଁଠି ହତ୍ୟା ତ' କେଉଁଠି ମରଣାତ୍ମକ ଆକ୍ରମଣ । କେତେବେଳେ ଲୁଟ୍ ତ' କେତେବେଳେ ଛିନ୍‌ତାଇ । ଏପରି ଏକ ବଡ଼ ଖବର ପହଞ୍ଚିଛି । ପାଟଣାଗଡ ରାମଜୀଛକ ନିକଟସ୍ଥ ମହାବୀର ଆଇରନ ଷ୍ଟୋର
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଗଙ୍ଗାସାଗର ଗ୍ରାମ କର୍ଲ୍ଲାକଟା ତଳି ଅଞ୍ଚଳରେ ଗୋଟିଏ ଆମ୍ବ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାଟଣାଗଡ଼ ପୋଲିସର ତଦନ୍ତଜାରି । ସୂଚନା ମୁତାବକ ଗଙ୍ଗାସାଗର ଗାଁର ଅଷ୍ଟରତ୍ନ ବରିହାଙ୍କ ପୁଅ ସୁରେନ୍ଦ୍ର
Read More...

ହୁତୁହୁତୁ ହୋଇ ଜଳିଗଲା ବାଇକ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ ଏନ୍‌ଏସି ଛକରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ବାଇକ୍ । ଏଥିରେ ଅଳ୍ପକେ ବର୍ତ୍ତି ଗଲେ ଦୁଇ ଜଣ ବ୍ୟକ୍ତି । ସୂଚନା ଅନୁଯାୟୀ ପାଟଣାଗଡ ଇଣ୍ଡିଆନ ବ୍ୟାଙ୍କର ଦୁଇଜଣ କର୍ମଚାରୀ ଜଳଖିଆ ଖାଇବା ପାଇଁ ବାଇକରେ ଯାଉଥିବା ସମୟରେ ଏନ୍‌ଏସି ଛକ ନିକଟରେ
Read More...

ପାଟଣାଗଡ଼ ପୋଲିସକୁ ସଫଳତା : ୨୪ ଘଣ୍ଟାରେ ଚୋରକୁ କାବୁ କଲେ

ପାଟଣାଗଡ଼, (ଅଶୋକ କୁମାର ବାଗ), ପାଟଣାଗଡ ପୋଲିସକୁ ମିଳିଛି ବଡ଼ ସଫଳତା, ଦୁଇ କାର ଚୋରକୁ ଗିରଫ କଲା ପାଟଣାଗଡ ପୋଲିସ, କାର ସହ ୪ ହଜାର ୬୫୦ ଟଙ୍କା ଓ ଗୋଟିଏ ସିସିଟିଭି କ୍ୟାମେରା ଜବତ । ଏନେଇ ସୂଚନା ଦେଇଛନ୍ତି ପାଟଣାଗଡ ଏସ୍‌ଡିପିଓ ସଦାନନ୍ଦ ପୁଝାରୀ, ସୂଚନା ଅନୁସାରେ ପାଟଣାଗଡ କାଦୋପଡା
Read More...

ଗଞ୍ଜେଇ ଚୋରାଚାଲାଣ ବେଳେ ଧରା ପଡିଲେ ଅଭିଯୁକ୍ତ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଅବକାରୀ ବିଭାଗ ବିଶ୍ଵସ୍ଥ ସୂତ୍ରରୁ ଖବରପାଇ ପାଟଣାଗଡ ଥାନା କେନ୍ଦୁମୁଣ୍ଡି - ବିନ୍ଧନପଥର ରାସ୍ତାରେ ପେଟ୍ରୋଲିଙ୍ଗ ସମୟରେ ଗୋଟିଏ ବାଇକରେ ଦୁଇଜଣ କିଛି ନେଉଥିବା ସଂନ୍ଦେହେ କରି ତାଙ୍କୁ ଅଟକାଇଥିଲେ । ସର୍ଚ୍ଚ କରିବାସମୟରେ
Read More...

ବହୁ ଚର୍ଚ୍ଚିତ ପାର୍ସଲବୋମା ଘଟଣାର ଦ୍ଵିତୀୟ ଦିନ ଆର୍ଗୁମେଣ୍ଟ ଶେଷ

ପାଟଣାଗଡ଼, (ଅଶୋକ କୁମାର ବାଗ) : ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ଲୋମହର୍ଷଣକାରୀ ପାର୍ସଲ ବୋମା ଘଟଣା ଘଟିଥିଲା । ପାଟଣାଗଡ଼ ଅଧ୍ୟାପକ ଦମ୍ପତି ରବୀନ୍ଦ୍ର ସାହୁ ଓ ସଞ୍ଜୁକ୍ତା ସାହୁଙ୍କ ପୁଅ ବାହାଘରକୁ ଗିଫ୍ଟରେ ପାର୍ସଲବୋମା ଆସିଥିବା ବେଳେ ଖୋଲିଲା ବେଳେ ସୌମ୍ୟଶେଖର ସାହୁ ଓ ତାଙ୍କ
Read More...

କୂଅରେ ପଡ଼ି ୨ ବର୍ଷର ଶିଶୁର ମୃତ୍ୟୁୂ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବର୍ତ୍ତମାନର ବଡ଼ ଖବର । କୂଅରେ ପଡ଼ି ୨ ବର୍ଷର ଶିଶୁର ମୃତ୍ୟୁୂ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଚିକ୍‌ଟାମାଲ ଗ୍ରାମରେ । ମୃତ ଶିଶୁ ଜଣକ ହେଲେ ଗ୍ରାମର ଅନ୍ତର୍ଯ୍ୟାମୀ ପୋଢ଼ଙ୍କ ଦୁଇ ବର୍ଷର ଶିଶୁ
Read More...

ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ମାମଲ : ଓକିଲଙ୍କ ଆର୍ଗୁମେଣ୍ଟରେ ଜବାବ ରଖିଲେ ଅଭିଯୁକ୍ତଙ୍କ ଓକିଲ

ପାଟଣାଗଡ଼ : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ମାମଲା । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଭର୍ଚ୍ଚୁଆଲ ମୋଡରେ କୋର୍ଟରେ ହାଜର ହୋଇଥିବା ବେଳେ ଶୁକ୍ରବାର କୋର୍ଟରେ ସରକାରୀ ଓକିଲଙ୍କ ଆର୍ଗୁମେଣ୍ଟ ହେଲା । ଏହାର ଜବାବ ରଖିଲେ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ । ପୀଡିତା ପରିବାରଙ୍କ
Read More...

ପାଟଣାଗଡ଼ ବ୍ରହ୍ମପୁରା ସଅଁରାପଡ଼ା ଗଣହତ୍ୟା ମାମଲା : ବାପା ପୁଅ ଦୁହେଁ ଗିରଫ

ପାଟଣାଗଡ଼, (ଅଶୋକ କୁମାର ବାଗ) : ୨୦୨୦ ମସିହା ନଭେମ୍ବର ୧୧ ତାରିଖ ଦିନ ପାଟଣାଗଡ଼ ଥାନା ବ୍ରହ୍ମପୁରା ନିକଟସ୍ଥ ସଅଁରାପଡ଼ା ସଂଲଗ୍ନ କୁସୁମକାନୀ ଗଣହତ୍ୟାର ୬ ଅଭିଯୁକ୍ତକୁ ପୁଲିସ ଗିରଫ କରି ସେତେବେଳେ ଜେଲ ପଠାଇଥିଲା । ତେବେ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଗଙ୍ଗୱା ମାଝୀ ଓ ତା' ପୁଅ
Read More...