Browsing Tag

padampur news

ଗଛ ଲଗାଇଥିଲା ଜଙ୍ଗଲ ଏବଂ ପରିବେଶ ବିଭାଗ, ପୋଡ଼ିଦେଲା ପୂର୍ତ୍ତ ବିଭାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଅନ୍ତର୍ଗତ ପୁଞ୍ଜିପଥର ଛକ ଠାରୁ ବିଜୁ ଏକ୍ସପ୍ରେସ ସଡ଼କର ଅନତି ଦୂରରେ ଗୁଦେରପାଲି ପଟକୁ ଗଲାବେଳେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ ଯାହାକି ସମଗ୍ର ଅଞ୍ଚଳର ପରିବେଶ ପ୍ରେମୀଙ୍କ ହୃଦୟରେ କୁଠାରାଘାତ
Read More...

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଗଣଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଂଗଠନର ଆହ୍ୱାନ କ୍ରମେ ବରଗଡ ଜିଲ୍ଲା ମରୁଡି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡର ଗାଇସିଲେଟ ବ୍ଲକ, ରାଜବୋଡାସମ୍ବର ବ୍ଲକ, ସୋହେଲା ବ୍ଲକ, ବିଜେପୁର ବ୍ଲକ, ଝାରବନ୍ଧ ବ୍ଲକ ତଥା ପାଇକମାଲ ବ୍ଲକର ଶତାଧିକ ଚାଷୀ ପୂର୍ବ ନିର୍ଦ୍ଧାରିତ ସମୟ ଓ
Read More...

ପାଇକମାଲ ମୁଖ୍ୟ ଛକର ରାସ୍ତାରେ ଆଣ୍ଠୁଏ ପାଣି : ଯାତ୍ରୀ ହନ୍ତସନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ସଦର ଗ୍ରାମ ମୁଖ୍ୟ ଛକ ଉପରେ ଦୀର୍ଘ ମାସ ଧରି ସବୁବେଳେ ପାଣି ଜମା ହୋଇ ରହୁଥିବା ଅଭିଯୋଗ ହେଉଛି । ପୂର୍ତ୍ତ ବିଭାଗ ଅଧୀନରେ ଥିବା ଉକ୍ତ ରାସ୍ତା ଦେଇ ପାଇକମାଲ ବ୍ଲକ ଅଧିନସ୍ଥ କର୍ମଚାରୀ ମାନେ ଯାତାୟାତ କରୁଥିଲେ ସୁଦ୍ଧା
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଥମ ଦିନୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ନୂତନ ଶିଶୁ ମାନଙ୍କ ପ୍ରଥମ ଦିନୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଯଜ୍ଞକୁ ଅନ୍ତର୍ଯ୍ୟାମୀ ମେହେର ପରିଚାଳନା କରିଥିବା ବେଳେ ସପତ୍ନିକ
Read More...

ମହୁଲପାଲିରେ ହିନ୍ଦୁ ନବବର୍ଷ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ଗ୍ରାମ ପଞ୍ଚାୟତରେ ଶନିବାର ଦିନ ମହାସମାରୋହରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ଲୋକେ ଗୈରିକ ଧଣ୍ଡି ଉଡ଼ାଇ, ଘର ସାମନାରେ ଝୋଟି ଦେଇ ଓ ସନ୍ଧ୍ୟାରେ ଦୀପ ଜାଳି ନବବର୍ଷକୁ ସ୍ବାଗତ
Read More...

ସ୍ୱଚ୍ଛ ଭାରତ ମିଶନ-୧କୁ ଗିଲି ଦେଇ ଥିବା ଅଭିଯୋଗ : ଏବେ ୨ର ପାଳି, ବର୍ଷ ବର୍ଷ ଧରି ଅଚଳ ନଳକୂପରେ ସୋକପିଟ ନିର୍ମାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଦୁର୍ନୀତିର ଗନ୍ତାଘର ସାଜିଛି କହିଲେ ଅତ୍ୟୁକ୍ତି ହେବ ନାହିଁ କାରଣ ବ୍ଲକ ସାରା ହେଉଥିବା କାମ କେବଳ ଓଉପଚାରିକତା ପୂରଣ ଉଦ୍ଦେଶ୍ୟରେ ହେଉଛି । ପରୋକ୍ଷ ଭାବରେ କହିବାକୁ ଗଲେ କେବଳ ସରକାରୀ ଆର୍ଥିକ ଅନୁଦାନର ବାଟମାରଣା ପାଇଁ
Read More...

ଦୀପାଙ୍କ ପ୍ରୟାସରେ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ ଶତାଧିକ ପ୍ରବାସୀ ଶ୍ରମିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ୪ଟି ଜିଲ୍ଲାର ପାଖାପାଖି ୧୦୦ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶ ରାଜ୍ୟ ଅନ୍ତର୍ଗତ ତିରୁପତି ଜିଲ୍ଲାର ଏକ ଇଟାଭାଟିକୁ କାମ କରିଯାଇ ନିର୍ୟାତନାର ଶିକାର ହେଉଥିଲେ ଯାହାଙ୍କୁ ସ୍ୱେଚ୍ଛାସେବୀ ଦୀପା ବାରିକଙ୍କ ଉଦ୍ୟମ କ୍ରମେ ଉଦ୍ଧାର କରାଯାଇଛି ।
Read More...

ଆସନ୍ତା ୪ ତାରିଖ ତାଲାବନ୍ଦ ଆନ୍ଦୋଳନରେ ସାମିଲ ହେବା ପାଇଁ ପ୍ରସ୍ତୁତି ବୈଠକ ଓ କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ଓ ଜଗଲପାଟ ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ମିଳିତ ଭାବରେ ଶନିବାର ବଜାର ପଲ୍ଲୀବିକାଶଠାରେ ଗତକାଲି ରାଜବୋଡାସମ୍ବର କୃଷକ ସଙ୍ଗଠନର ବ୍ଲକ ସମ୍ପାଦକ ଗଜପତି ସାହୁଙ୍କ ନେତୃତ୍ୱରେ ତରଣୀ ସେନ
Read More...

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ବିୟୋଗରେ ଶୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ ଜିଲ୍ଲା ଶାଖା ତରଫରୁ ପୂର୍ବତନ ମନ୍ତ୍ରୀ ତଥା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ରିପୁନାଥ ସେଠଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ପାଇଛି । ଜିଲ୍ଲାର କାର୍ଯ୍ୟକାରୀ ସଭାପତି ତଥା ଅଞ୍ଚଳ ମହାବିଦ୍ୟାଳୟ
Read More...

ବିଜେପୁରରେ ଶିକ୍ଷକ ସମାବେଶରେ ମତପ୍ରକାଶ : ପୁରୁଣା ପେନ୍‌ସନ୍‌ ଲାଗୁ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୦୫ରୁ ସରକାରୀ କର୍ମଚାରୀମାନଙ୍କ ପାଇଁ ଏନ୍‌ପିଏସ୍‌ ଲାଗୁ ହୋଇଛି । ଏହାଦ୍ୱାରା କର୍ମଚାରୀଗଣ ଉପକୃତ ହେବା ଅପେକ୍ଷା ବହୁ ଦହଗଞ୍ଜ ହେଉଛନ୍ତି । ତେଣୁ ଏହା ପରୋକ୍ଷରେ ସରକାରଙ୍କ କର୍ମଚାରୀ ମାରଣନୀତି ହୋଇଛି । ଦୀର୍ଘ ୨୦ବର୍ଷ ଧରି ସେବା କରିଥିବା
Read More...