Browsing Tag

padampur news

ସାନସାହାଜବାହଲରେ କ୍ରିକେଟ କପ୍‌ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୨ତମ ବିଏନ୍‌ବି ମେମୋରିଆଲ କ୍ରିକେଟ କପ୍‌ ୨୦୨୩ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ସାନସାହାଜବାହଲଠାରେ ଅନୁଷ୍ଠିତ ହୋଇଯାଇଛି । ୧୧ରୁ ୧୫ ଯାଏଁ ପାଞ୍ଚଦିନ ଧରି ଚାଲିଥିବା ଏହି ଖେଳରେ ୧୨ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ସେହି ଦଳ ମଧ୍ୟରୁ ଲରମ୍ଭାମୁଣ୍ଡା
Read More...

ଦୁର୍ଘଟଣାରେ ଆହତଙ୍କ ପାଇଁ ଦେବଦୂତ ସାଜୁଥିବା ଶିକ୍ଷକ ଦିବସ କୁମାର ସାହୁଙ୍କୁ ମିଳିବ “ରିୟଲ ହିରୋ”…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ଶିକ୍ଷକତା କରୁଥିବା ତଥା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ମୂଳ ବାସିନ୍ଦା ଯୁବ ଶିକ୍ଷକ ଦିବସ କୁମାର ସାହୁଙ୍କୁ ମିଳିବ ସମ୍ମାନ ଜନକ "ରିୟଲ ହିରୋ" ସମ୍ମାନ । ଅନେକ ଥର ଦୁର୍ଘଟଣାରେ ଆହତ ମାନଙ୍କୁ
Read More...

୨୭ତମ ସର୍ବ ଭାରତୀୟ ବୋଡାସମ୍ବର କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫରେଷ୍ଟ ଛତିଶଗଡ଼ କ୍ରିକେଟ୍ ଚାମ୍ପିଅନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳପଡିଆଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ ଏନ୍‌ଏସ୍‌ଏସ୍‌ ଆଲାହାବାଦ ଏବଂ ଛତିଶଗଡ଼ ଫରେଷ୍ଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ
Read More...

ମେଲଛାମୁଣ୍ତାରେ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ତା ଗ୍ରାମରେ ପ୍ରାଥମିକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ସଚେତନତା ଅଭିଯାନ ସ୍ୱଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନ କାର୍ଯ୍ୟକ୍ରମରେ ମେଲଛାମୁଣ୍ତା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ
Read More...

୨୭ତମ ସର୍ବ ଭାରତୀୟ ବୋଡାସମ୍ବର କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ୟୁନିଅନ୍ ସ୍ପେଟିଙ୍ଗ କଟକକୁ ହରାଇ ଫରେଷ୍ଟ କ୍ରିକେଟ କ୍ଲବ ଛତିଶଗଡ଼ ଫାଇନାଲରେ ପ୍ରବେଶ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳପଡିଆଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟର ଆଜି ପୋଲ 'ବି'ର
Read More...

ସଂକ୍ରାନ୍ତିରେ ମା’ଙ୍କ ପାଖରେ ଭିଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବଧର୍ମ ସମନ୍ଵୟ ଏବଂ ସର୍ବ ସଂସ୍କୃତି ସମ୍ପନ୍ନ ଭାରତ ବର୍ଷ । ପ୍ରତିଦିନ ପ୍ରତି ଅଞ୍ଚଳରେ ଅନ୍ୟ ଅନ୍ୟ ଲୋକଙ୍କ ଅନନ୍ୟ ପରମ୍ପରା ସଂସ୍କୃତି ଓ ଭାବର ଆଦାନ ପ୍ରଦାନରେ ଉତ୍ସବ ମୁଖର ହୋଇଥାଏ ସାରା ଦେଶ । ସେହିପରି ଆଜି ମକର ସଂକ୍ରାନ୍ତିର ଉତ୍ସବ
Read More...

ପାଇକମାଲ ସମିତି ବୈଠକ ଅନୁଷ୍ଠିତ

ବିଧାୟିକା ବର୍ଷାଙ୍କ କଟୁ ମନ୍ତବ୍ୟ ଶୁଣି କେତେକ ଜନପ୍ରତିନିଧିଙ୍କ କକ୍ଷତ୍ୟାଗ ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଂଚାୟତ ସମିତି ବୈଠକକୁ ଜନ ପ୍ରତିନିଧି ମାନେ ଯୋଗ ଦେବାକୁ ଆସିଥିଲେ । ସକାଳ ୧୦ଟା ୩୦ରେ ବୈଠକ ହେବାର ଥିଲା । କିନ୍ତୁ ୧୧ଟା ୩୦ ପର୍ଯ୍ୟନ୍ତ ବୈଠକ ଆରମ୍ଭ ହୋଇ
Read More...

୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ

ୱେଷ୍ଟବେଙ୍ଗଲକୁ ହରାଇ ଛତିଶଗଡ଼ର ସେମିଫାଇନାଲରେ ପ୍ରବେଶ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳପଡିଆଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟର ଆଜି ପଞ୍ଚମ ଦିବସରେ ୱେଷ୍ଟବେଙ୍ଗଲ ସାଇଲତା ଓ ଛତିଶଗଡ଼
Read More...

ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ବିଦ୍ୟାଳୟ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲର ଏକ ମାତ୍ର ନାରୀ ଅନୁଷ୍ଠାନ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ପରିଦର୍ଶନ କରିଥିଲେ । ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ତା ସହିତ ବିଦ୍ୟାଳୟରେ ହେଉଥିବା ୫ଟି କାର୍ଯ୍ୟ
Read More...

୭ ଦଫା ଦାବୀ ପୁରଣ ନ ହେଲେ କେନ୍ଦୁପତ୍ର ଶ୍ରମିକ ଅସହଯୋଗ ଆନ୍ଦୋଳନ କରିବେ : ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୭ ଦଫା ଦାବୀ ପୁରଣ ନ ହେଲେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ପଦ୍ମପୁର ଡିଭିଜନର ଶ୍ରମିକ ମାନେ ଗୁଛାକଟା ସମୟରୁ ଡିଭିଜନର ସମସ୍ତ ଶ୍ରମିକ ଅସହଯୋଗ ଆନ୍ଦୋଳନ କରିବେ ବୋଲି ଆଜି ପଦ୍ମପୁର କେନ୍ଦୁପତ୍ର ଡିଏଫ୍‌ଓ ବିଭୁତି ଭୂଷଣ ବେହେରାଙ୍କ ସହ ଆଲୋଚନା
Read More...