Browsing Tag

padampur news

ଜମି ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଝାରବନ୍ଧ ତହସିଲ ଅନ୍ତର୍ଗତ ଚଣ୍ତିଭଟା ଗ୍ରାମ ପଞ୍ଚାୟତର ଜଟେଶିରା ଗ୍ରାମର ବହୁ ସଂଖ୍ୟାରେ ଭୂମିହୀନ ଆଦିବାସୀ, ଦଳିତ ଗରିବ ଲୋକ ମାନେ ଜମିର ପଟ୍ଟା ପାଇବା ପାଇଁ ଝାରବନ୍ଧ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଭୂମିହୀନ ଗଣେଶ ବାଗ ସୂଚନା
Read More...

ଡଙ୍ଗାଘାଟ ହାଇସ୍କୁଲର ରୌପ୍ୟ ଜୟନ୍ତୀ ପାଳନ ପାଇଁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ରାଜବୋଡାସମ୍ବର ବ୍ଲକର ଡଙ୍ଗାଘାଟ ଗ୍ରାମରେ ୧୯୯୮ ମସିହାରେ ପ୍ରତିଷ୍ଠିତ ଡଙ୍ଗାଘାଟ ହାଇସ୍କୁଲର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କମିଟିର ସଦସ୍ୟମାନେ ଭୁବନେଶ୍ୱର ରାଜଭବନ ଯାଇ ମହାମହିମ ରାଜ୍ୟପାଳଙ୍କୁ
Read More...

ଆଶ୍ୱିନ ୧୫ରୁ ଆରମ୍ଭ ହେବ ପଦ୍ମପୁର ବନଦୁର୍ଗା ମନ୍ଦିରରେ ନବରାତ୍ର ଦୁର୍ଗାପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବନଦୁର୍ଗା ମନ୍ଦିରରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ମହାସମାରୋହରେ ଆଶ୍ଵିନ ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଅନୁଷ୍ଠିତ ହେବାର ସୂଚନା ଦିଆଯାଇଛି । ଚଳିତ ବର୍ଷ ଶାରଦୀୟ ନବଦୁର୍ଗା ପୂଜା ନିମ୍ନ କାର୍ଯ୍ୟସୂଚୀ ମତେ
Read More...

ପଦ୍ମପୁର ଉପଖଣ୍ଡ କାର୍ଯ୍ୟକାରିଣୀ ବୈଠକ ଓ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯାଦବ ସମାଜର ପଦ୍ମପୁର ଉପଖଣ୍ଡ ସଭାପତି ଓ ଜିଲ୍ଲା ସଂଯୋଜକ କେଶବ ଚନ୍ଦ୍ର ଜାଲଙ୍କ ସଭାପତିତ୍ୱରେ ସାଇରାଜ କଲ୍ୟାଣ ମଣ୍ଡପଠାରେ ରାଜବୋଡାମ୍ବର ଉପଖଣ୍ଡ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଓ ନୂଆଁଖାଇ ଭେଟ୍‌ଘାଟ୍‌ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଠଟି ବ୍ଲକ
Read More...

ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ପଦ୍ମପୁର ଉପଖଣ୍ଡ ପ୍ରଶାସନ ଓ ଏନ୍ଏସି ତରଫରୁ ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି ଅବସରରେ ସହର ମଧ୍ୟରେ
Read More...

ଏକ ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଳା ଡିଗ୍ରୀ କଲେଜ ଜମଳାଠାରେ 'ଓଡିଶାର ଲୋକକଳା : ପଶ୍ଚିମ ଓଡ଼ିଶାର ଗଣ୍ଡାବଜା' ସନ୍ଦର୍ଭ ଉପରେ ଏକ ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ସାଂସଦ ସୁରେଶ ପୂଜାରୀ, ସମ୍ମାନୀତ ଅତିଥି
Read More...

ଶତାୟୁ ଭୋଟରଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ବିଭିନ୍ନ ଶତାୟୁ ଭୋଟରଙ୍କୁ ଭେଟି ଆଜି ଉପ-ଜିଲ୍ଲାପାଳ ଆଲୋକ ପଟେଲ ଓ ସହକାରୀ ଜିଲ୍ଲାପାଳ ମନୋରଂଜନ ନାୟକ ସମ୍ବର୍ଦ୍ଧିତ କରିଛନ୍ତି । ସେମାନଙ୍କୁ ଭେଟି ଉପ- ଜିଲ୍ଲାପାଳ ଭାରତ ନିର୍ବାଚନ ଆୟୋଗ ବରିଷ୍ଠ ନାଗରିକ (୮୦+ ବୟସ ବର୍ଗ) ଓ
Read More...

ଦହିଗାଁ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ଗ୍ରାମ ପଞ୍ଚାୟତ ସ୍ଥିତ ଫାଇଭ୍‌-ଟି ସ୍କୁଲ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦହିଗାଁ କ୍ଲଷ୍ଟରସ୍ତରୀୟ ସୁରଭି ୨୦୨୩ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରାଜେଶ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ବରିଷ୍ଠ ରାଜସ୍ୱ ସହାୟକ ଆକବର ହୁସେନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥିପାଇଁ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଶ୍ରୀ ହୁସେନଙ୍କ ସହ ଚାକିରି ଜୀବନର
Read More...

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ଭାଗବତ ଜନ୍ମ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାଦ୍ର ପୂର୍ଣ୍ଣିମା ଦିନ ଶ୍ରୀ ଶ୍ରୀ ନୃସିହନାଥ ମନ୍ଦିରଠାରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ ଓ ମନ୍ଦିର ପୂଜକମାନଙ୍କ ଦ୍ଵାରା ଭାଗବତ ଜନ୍ମ ପାଳିତ ହୋଇଥିଲା । ଜଗନ୍ନାଥ ଦାସଙ୍କ ଲିଖିତ ଭାଗବତ ପ୍ରଥମ ସ୍କନ୍ଧରୁ ଦ୍ଵାଦଶ ସ୍କନ୍ଧ ପର୍ଯ୍ୟନ୍ତ ଭାଗ
Read More...