Browsing Tag

padampur news

ପ୍ରଧାନ ବଂଶର ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଜାମୁଟପାଲି ଗ୍ରାମର ସାରଙ୍ଗପୁରିଆ ଘରେ ବାରଙ୍ଗପାଳିଆ ପଧାନ ବଂଶଧର ଭାଇମାନେ ଦୀର୍ଘ ଦିନରୁ ନୂଆଁଖାଇ ପର୍ବକୁ ମିଳିମିଶି ଏକତ୍ର ହୋଇ ୨୦ ଘର ପରିବାର ନୂଆଁଖାଇ ଆସୁଅଛନ୍ତି । ତାଙ୍କର ପୂର୍ବ ପୁରୁଷ ମହାଦେବ ପଧାନ ଆଜକୁ
Read More...

ଅବକାରୀ ବିଭାଗର ନୀରବତା କୁଚିଆ ମଦ ଭାଟିକୁ ପ୍ରୋତ୍ସାହିତ କରୁଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଅନେକ ଗ୍ରାମରେ କୁଚିଆ ମଦଭାଟି ବହୁତ ଜୋରରେ ଚାଲିଛି । ନିଜ ପାଖରେ ମଦ ପାଇ ଅନେକ ନାବାଳକ ପଥଭ୍ରଷ୍ଟ ହୋଇ ଅସାମାଜିକ କାମ କରିବାକୁ ପଛ ଘୁଞ୍ଚା ଦେଉନାହାନ୍ତି । ଫଳରେ ଗ୍ରାମରେ ଚୋରି, ଗୁଣ୍ଡା ଓ ଅନେକ ଦୁର୍ନୀତି ହେଉଛି
Read More...

ବିଜେପୁରରେ ବ୍ଲକସ୍ତରୀୟ ଗୁରୁ ଦିବସ ସମାରୋହ

ସମ୍ମାନୀତ ହେଲେ ୨୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ପ୍ରାଥମିକ ଶିକ୍ଷକ ଭବନରେ ବ୍ଲକସ୍ତରୀୟ ଗୁରୁ ଦିବସ ସମାରୋହରେ ପାଳିତ ହୋଇଯାଇଛି । ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବାସୁଦେବ ପଧାନଙ୍କ ଅଧ୍ୟକ୍ଷତାରେ
Read More...

ସାଂସଦ ପ୍ରଦୀପ ପୁରୋହିତଙ୍କୁ ନାଗରିକ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ପ୍ରାୟ ୩ ପିଢ଼ିର ସ୍ୱପ୍ନ, ସ୍ୱାଧୀନତାର ୭୫ ବର୍ଷ ପରେ ଆଜି ପୂରଣ ହେବାକୁ ଯାଉଛି । ଏହାର ଶ୍ରେୟ ଦେଇ ବୋଡାସମ୍ବର ମାଟିର ସୁଯୋଗ୍ୟ ସନ୍ତାନ ତଥା ସାଂସଦ ପ୍ରଦୀପ ପୁରୋହିତଙ୍କୁ ଶ୍ରେୟ ଦେଉଛନ୍ତି ଲୋକେ । ଗତ କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ
Read More...

ନୂଆଖାଇ ପାଇଁ ନୃସିଂହନାଥ ପୀଠକୁ ଝିଟିକିରୁ ଆସିଲା ସାଲିଆନା ଭାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝିଟିକି ଗ୍ରାମରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ନୁଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରକୁ ଆସିଲା ସାଲିଆନା ଭାର । ଝିଟିକି ଗ୍ରାମର ଚାଷୀମାନଙ୍କ ସହ ସମଗ୍ର ଗ୍ରାମବାସୀ ପ୍ରାୟ
Read More...

ନୃସିଂହନାଥ ପୀଠରେ ଆମ୍ବେଦକର ଯୋଦ୍ଧା ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ରୋହିଦାସ ସମାଜ କଲ୍ୟାଣ ମଣ୍ଡବ ଠାରେ ଚକ୍ରଧର ଅଜଗର ଓ ପବିତ୍ର ସୁନାଙ୍କ ନେତୃତ୍ୱରେ ଆମ୍ବେଦକର ଯୋଦ୍ଧାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅଶ୍ଵିନୀ ତାଣ୍ଡିଙ୍କ
Read More...

ସାପଲହର ସେବାଶ୍ରମରେ ଶିକ୍ଷକ ଅଭାବରୁ ସ୍କୁଲରେ ତାଲା : ରାସ୍ତା କଡ଼ରେ ଛାତ୍ରଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାପଲହର ଗାଁରେ ଥିବା ସାପଲହର ସେବାଶ୍ରମର ଛାତ୍ରୀବାସରେ ରହି ପାଠପଢୁଥିବା ୧୧୪ ଜଣ ଛାତ୍ରୀ ଓ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ପାଠପଢ଼ା ହେଉଥିବା ୧୮୬ ଛାତ୍ରଛାତ୍ରୀ ଅଛନ୍ତି । ସେମାନଙ୍କର ପାଠପଢା ପାଇଁ ଜଣେ ପ୍ରଧାନ
Read More...

ଭାଙ୍ଗମୁଣ୍ଡା ଦୁର୍ଗାପୂଜା ପାଇଁ ମହାରାଜ ରାବଣ ବରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଜଗଲପାଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଙ୍ଗମୁଣ୍ଡା ଦୁର୍ଗପୂଜା ପାଇଁ ଗାଇସିଲେଟ ବଜାରପଡା ପରିସରରେ ରାବଣ ବରଣ କରାଯାଇଛି । ଗାଇସିଲେଟ ଗ୍ରାମର ଇସମାଇଲ ମହମ୍ମଦଙ୍କୁ ଏଥର ରାବଣ ଦରବାର ପାଇଁ ରାବଣ
Read More...

ରଙ୍ଗୋଲି, ଝୋଟି ଓ ସଙ୍ଗୀତ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରବିବାର ସ୍ଥାନୀୟ ମାରୱାଡି ଧର୍ମଶାଳାଠାରେ ୨୬ତମ ବୋଡାସମ୍ବର ନୂଆଁଖାଇ ଭେଟଘାଟ ଉପଲକ୍ଷେ ରଙ୍ଗୋଲି, ଝୋଟି ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଭାପତି ଅନିଲ କୁମାର ବେହେରା ମାଁ ସମଲେଶ୍ୱେରୀଙ୍କ ଦୀପ ପ୍ରଜ୍ୱଳନ କଲାପରେ ପ୍ରତିଯୋଗିତା ଆରମ୍ଭ
Read More...

ସାହୁ ସମାଜ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ତୈଳିକ ବୈଶ୍ୟ ସାହୁ ଧର୍ମଶାଳାରେ ନୁଆଁଖାଇ ଭେଟଘାଟ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସାହୁ ସମାଜ ବ୍ଲକ ସଭାପତି ବଳରାମ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ ।
Read More...