Browsing Tag

padampur news

ବିଜେଡି, ବିଜେପି ମଧ୍ୟରେ ଗଣ୍ତଗୋଳ : ୩ ବିଜେଡି କର୍ମୀଙ୍କୁ କୋର୍ଟ ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ପରିସରରେ ବିଜେଡି ଓ ବିଜେପି କର୍ମୀ ମାନଙ୍କ ମଧ୍ୟରେ କୌଣସି କାରଣ ବଶତଃ ଶୁକ୍ରବାର ଯୁକ୍ତିତର୍କ ହୋଇ ପାଇକମାଲ ଥାନାରେ ଉଭୟ ପକ୍ଷରୁ ଏତଲା ହୋଇଛି । ପୋଲିସ ବିଜେଡିର ୩ ଜଣଙ୍କୁ ଗିରଫ କରିଥିବା ବେଳେ ବିଜେପିର କାହାରିକୁ
Read More...

ବିଜେପି ବିଧାୟକ ପ୍ରାର୍ଥୀ ତଥା ଆଦିବାସୀ ନେତା ଗୋବର୍ଦ୍ଧନ ଭୋଇଙ୍କୁ ଆକ୍ରମଣ : ଘଣ୍ଟ ଘଉଡ଼ାଇବାକୁ ବିଜେଡ଼ି ନେତାଙ୍କ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ପଦ୍ମପୁର ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ଆଦିବାସୀ ନେତା ଗୋବର୍ଦ୍ଧନ ଭୋଇଙ୍କ ଉପରେ ବିଜେଡ଼ି କର୍ମୀଙ୍କ ଆକ୍ରମଣ । ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କ ସହ ଆଲୋଚନା କରି ଫେରିବା ବେଳେ କାର୍ଯ୍ୟାଳୟ ସମ୍ବୁଖରେ ଆକ୍ରମଣ
Read More...

ନରସିଂପଡ଼ା ଗଣେଶ ପୂଜା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନରସିଂପଡ଼ାରେ ୭ ଦିନ ଧରି ମହାଆଡମ୍ବରରେ ଚାଲିଥିବା ଗଣେଶ ପୂଜା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ପୂଜା ଆରମ୍ଭରୁ ପଡ଼ାରେ ଗୋଟିଏ ସଭା କରି ପୂଜା କମିଟି ଗଠନ କରାଯାଇଥିଲା, ଏଥିରେ ସଭାପତି ଆଶିଷ ମାହାର, ସଭ୍ୟ ଭାବରେ ଅନିଲ
Read More...

ପଦ୍ମପୁର ମହାବିଦ୍ୟାଳୟରେ ବିଶ୍ଵ ଭାତୃତ୍ୱ ଦିବସ ଉପରେ ଆଲୋଚନା ଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ବିଶ୍ଵ ଭାତୃତ୍ୱ ଦିବସ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡା ସଭାର ଉଦ୍ଦେଶ୍ୟ ଜ୍ଞାପନ ସହିତ ଅତିଥି ପରିଚୟ
Read More...

ପାଇକମାଲ ହାଇସ୍କୁଲରେ ହିନ୍ଦୀ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ପୂର୍ଣ୍ଣରାମ ସା ଯୋଗଦାନ କରି ଛାତ୍ରଛାତ୍ରୀ
Read More...

ମୃତକଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ହରିଜନ ପଡାର ସ୍ୱର୍ଗତ ଗୁଲଠୁ ମହାନନ୍ଦଙ୍କ ଏକ ମାତ୍ର ପୁତ୍ର କହ୍ନେଇଲାଲ ମହାନନ୍ଦଙ୍କ ମୃତ୍ୟୁ ହୋଇଯାଇଛି । ସେ ଦୀର୍ଘ ଏକବର୍ଷ ଧରୀ କେନସର ରୋଗରେ ବୁର୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଅନ୍ତିମ ଅବସ୍ଥାରେ
Read More...

ବିଦ୍ୟୁତ ତାରରେ ବରାହ ମାରିବା ପ୍ରୟାସ ଯୁବକଙ୍କୁ ମହଙ୍ଗା ପଡିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ନୃସିଂହନାଥ ନିକଟରେ ବିଦ୍ୟୁତ ତାରରେ କରେଣ୍ଟ ଲଗାଇ ବରାହ ମାରିବା ପ୍ରୟାସ କରୁଥିବା ଯୁବକମାନଙ୍କୁ ମହଙ୍ଗା ପଡିଛି । ଜଙ୍ଗଲ ବିଭାଗ କର୍ମଚାରୀମାନଙ୍କ ହାତରେ ଧରାପଡି ଅଭିଯୁକ୍ତମାନେ ଜେଲ ଯାଇଥିବା ଜଣାପଡିଛି । ସେମାନେ ହେଲେ ପାଇକମାଲ ଥାନା
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଭାତୃତ୍ୱ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଭାତୃତ୍ୱ ଦିବସ ପାଳନ କରା ଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ସମ୍ବଲପୁର ଜିଲ୍ଲାର
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ସଫଳତାର ମନ୍ତ୍ର ଦେଲେ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଠାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧ୍ୟାପକ ଏବଂ କତୃପକ୍ଷ ସାଂସଦଙ୍କୁ ଉପଢ଼ୌକନ ଦେଇ ସ୍ୱାଗତ ଜଣାଇ ଥିବା ବେଳେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ
Read More...

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ ଦ୍ଵାରା ସିଏମ କିଷାନ ଯୋଜନାର ଶୁଭାରମ୍ଭ

ପାଇକମାଲରେ ଚାଷୀଙ୍କୁ ସମ୍ମାନିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ଏକ ମହାନ ଗଣପର୍ବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ କିସାନ ଯୋଜନାର ଶୁଭାରମ୍ଭ କରିବା ସହ ପ୍ରାଧାନମନ୍ତ୍ରୀ କିଷାନ ଯୋଜନା ଓ
Read More...