Browsing Tag

padampaur news

ପଦ୍ମପୁର ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ସାମୁହିକ ବ୍ରତୋପନୟନ କାର୍ୟ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ଗତ ରବିବାର ଦିନ ଏକ ସାମୁହିକ ବ୍ରତୋପନୟନ କାର୍ୟ୍ୟକ୍ରମ ସ୍ଥାନୀୟ ସାଂସ୍କୃତିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପଦ୍ମପୁର ତଥା ଆଖପାଖ ଅଞ୍ଚଳର ୧୦ ଜଣ ବଟୁଙ୍କୁ ଉପବିତ ପ୍ରଦାନ କରାଯାଇଥିଲା ।
Read More...