Browsing Tag

nuapada news

ପ୍ରଧାନମନ୍ତ୍ରୀ ଜନ ଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନା ପାଇଁ ସମୀକ୍ଷା ବୈଠକ ଏବଂ ସମ୍ବାଦିକ ସମ୍ମିଳନୀ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନ ଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାରେ ଜିଲ୍ଲାର ସମସ୍ତ ଯୋଗ୍ୟ ଆଦିମ ଜନଜାତି, ଆଦିବାସୀ ମାନଙ୍କୁ ସାମିଲ କରି ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ସାଧନ ଲକ୍ଷ୍ୟରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା
Read More...

ପୁଣି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ

ନୂଆପଡ଼ା, (ଅଜିତ ବେହେରା) : ଭାରତ ବର୍ଷରୁ ଦାଦନ ସମସ୍ୟାକୁ ରୋକିବା ପାଇଁ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ୨ ଫେବୃୟାରୀ ୨୦୦୬ ମସିହାରେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଆଜିଯାଏଁ ଏହା କାର୍ଯ୍ୟକାରୀ ଥିବା ସତ୍ୱେ ଦାଦନ ସମସ୍ୟାର ସମାଧାନ ପାଇଁ ଉଭୟ
Read More...

ଜଟଗଡ ଓ ସୋରିପଡ଼ାରେ ଜଙ୍ଗଲି ବରାହ ଉପଦ୍ରବରେ ମକା ଚାଷ ନଷ୍ଟ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ଗ୍ରାମପଞ୍ଚାୟତର ଜଟଗଡ଼, ସୋରିପଡ଼ାରେ ଜଙ୍ଗଲି ବରାହ ଉପଦ୍ରବ ଦେଖାଦେଇଛି । ଏଥିରେ ୧୦ ଏକର ମକା ଚାଷ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଗତ କିଛିଦିନ ହେଲା ଜଟଗଡ଼ ଓ ସୋରିପଡ଼ାରେ ବରାହ ଉପଦ୍ରବ ଦେଖା
Read More...

ଦୁର୍ନୀତିର ନଗ୍ନ ଚିତ୍ର : ଗୋଟିଏ କୋଠାକୁ ୨ ଥର ବିଲ୍‌ କରି ସରକାରୀ ଅର୍ଥ ଆତ୍ମସାତ, ଜିଲ୍ଲାପାଳ ଅଭିଯୋଗ ଶୁଣାଣି…

ନୂଆପଡା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସଦର ଗ୍ରାମ ପଞ୍ଚାୟତ ସିଙ୍ଗାରି ଗ୍ରାମରେ ସରକାରୀ ଅର୍ଥକୁ ହରି ଲୁଟ୍‌ ହୋଇଛି । ଗୋଟିଏ କୋଠାକୁ ଦୁଇଥର ବିଲ୍‌ କରି ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ଆସିଛି । ସିଙ୍ଗାରୀ ଗ୍ରାମର ମହିଳାମାନେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି
Read More...

ତିନି ଏକରରୁ ଅଧିକ ଚାଷ କରିଥିବା କପା ଗଛ ନଷ୍ଟ ଚିନ୍ତାରେ ଡମଝର୍ ଗ୍ରାମର କପାଚାଷୀ ପଦ୍ମନୀ ପାଇକ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ବୋଡ଼େନ୍‌ ବ୍ଲକ ଡମଝର୍‌ ଗ୍ରାମର ପଦ୍ମିନୀ ପାଇକ । ସେ ଅତି ଗରିବ ନୀରିହ ଶ୍ରେଣୀର ଜୀବନ ଅତିବାହିତ କରନ୍ତି । ତାଙ୍କ ନିଜ ନାମରେ ଜମି ବୋଲି କିଛି ନାହିଁ । ନିଜ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ଘରେ କୁଲି ମଜୁରୀ କରି ପରିବାର ଚଳାଇ ଆସୁଥିଲେ
Read More...

ଧରଣୀମାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କ୍ରୀଡା ଅନୁଷ୍ଠିତ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଧରଣୀମାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଖେଳ ଶିକ୍ଷକ ଠାକୁର ଚରଣ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଧରଣୀମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଙ୍ଗରାଜ
Read More...

ସିନାପାଲି ଅଞ୍ଚଳରୁ ୨ ବାଘ ଶିକାରୀ ଗିରଫ ଓ କୋର୍ଟ ଚାଲାଣ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଉପାନ୍ତ ନୁଆମାଳପଡା ଗ୍ରାମ ପଞ୍ଚାୟତ ଡଙ୍ଗର ଗାଁରୁ ୨ ବାଘ ଶିକାରୀଙ୍କୁ ସିନାପାଲି ବନ ବିଭାଗ ଗିରଫ କରିବା ସହ ସେମାନଙ୍କ ଠାରୁ ବାଘର ଗୋଟିଏ କଲଦାନ୍ତ ଓ ୬ ଖଣ୍ଡ ବାଘ ହାଡ଼ ଜବତ କରାଯାଇଥିବା ବେଲେ ଅଭିଯୁକ୍ତମାନଙ୍କୁ ଗିରଫ
Read More...

ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ଅଭିଯୋଗ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ଥାନା କୋନାବିରା ପଂଚାୟତ ପାଣ୍ଡେଲବାହାଲି ଗାଁରେ ପରକୀୟା ପ୍ରୀତିରୁ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ଉକ୍ତ ଗାଁର ଈଶ୍ୱର ନାଏକ । ହତ୍ୟାକାରୀଙ୍କୁ ଗିରଫ ଦାବିରେ ଗତ ସନ୍ଧ୍ୟାରେ ମୃତକଙ୍କ ପରିବାର ଲୋକେ
Read More...

କୋଟେନଚୁଆଁ ହାଇସ୍କୁଲ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଞ୍ଜୟ କୁମାର ମେହେର ପାଇଲେ କଳାହାଣ୍ଡି ଜୋନାଲ୍ ଶିକ୍ଷକ ପୁରସ୍କାର

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ କୋଟେନଚୁଆଁ ହାଇସ୍କୁଲ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଞ୍ଜୟ କୁମାର ମେହେର ପାଇଲେ କଳାହାଣ୍ଡି ଜୋନାଲ୍ ଶିକ୍ଷକ ପୁରସ୍କାର । କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ସରକାରୀ
Read More...

ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରାସ୍ତା ପାଲଟିଛି ମରଣଯନ୍ତା

ନୂଆପଡ଼ା, (ଅଜିତ ବେହେରା) : ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରୋଗୀଙ୍କ ସୁବିଧା ସୁଯୋଗ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଠିକାଦାରଙ୍କ ଲୁଟପାଟ ନୀତି ଯୋଗୁଁ ନିମ୍ନମାନର କାର୍ଯ୍ୟ ହୋଇଥିବା ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ
Read More...