ମଣିଷର ନୃଶଂସ କାର୍ନାମା : କଲରାପତରିଆ ବାଘକୁ ମରି ଖାଇଦେଲେ
ନୂଆପଡା, (ଅଜିତ ବେହେରା) : ନୂଆପଡା କୋମନା ବନାଞ୍ଚଳ ଅଧିନସ୍ଥ ଦେଓଧରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ନୂଆପଡା ଜିଲ୍ଲା ବୃକ୍ଷ, ବନ, ପର୍ବତ ଘେରା ଅଭୟାରଣ୍ୟରେ ବନ୍ୟଜନ୍ତୁ ସୁରକ୍ଷିତ ବୋଲି ଆପଣ ଭାବୁଥିବେ କିନ୍ତୁ ଏକ କଲରାପତରିଆ ବାଘର ଛାଲ, ନଖ ଓ ମୁଣ୍ଡ କୋମନା ବନ ବିଭାଗର ହାତରେ!-->…
Read More...
Read More...