Browsing Tag

nilagiri news

ଭୟାବହ ଅଗ୍ନିକାଣ୍ଡ : ଅଧଘଣ୍ଟାରେ ଜଳିଗଲା ଘର

ନୀଳଗିରି : ନୀଳଗିରି ବ୍ଲକ ଅଯୋଧ୍ୟା ପଞ୍ଚାୟତ ଅଧିନ ପ୍ରତାପପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଅଧଘଣ୍ଟାରେ ଜଳିଗଲା ଘର । ସୂଚନା ମୁତାବକ, ଶନିବାର ରାତ୍ର ପ୍ରାୟ ୮ଟା ସମୟରେ ପ୍ରତାପପୁର ଗାଁର ଗୁନି କୁଅଁରଙ୍କ ଚାଳ ଘରଟି ହଠାତ ଜଳି ଉଠିଥିଲା । ଶିବରାତ୍ରି ପାଇଁ ଗ୍ରାମବାସୀ ନିଜନିଜ
Read More...

ମହାଶିବରାତ୍ରି ପାଇଁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଚଳଚଞ୍ଚଳ

ନୀଳଗିରି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇଉଠିଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଦେବଗିରି ପାହାଡ଼ ଉପରେ ଥିବା ଝରଣା ଭିତରେ ବିରାଜମାନ ବାବା ପଞ୍ଚଲିଙ୍ଗେଶ୍ୱର । ମହାଶିବରାତ୍ରି ପାଇଁ ଆଜି ଭୋର ୪ଟା ୧୫ ମିନିଟ ସମୟରେ ମଙ୍ଗଳ ଆଳତୀ,
Read More...

ମହୁମାଛି ଆକ୍ରମଣରେ ବାପ-ଝିଅ ଗୁରୁତର, ୧୦ ଆହତ

ନୀଳଗିରି : ବାଲେଶ୍ଵର ଜିଲ୍ଲା ସେରଗଡ଼ ଉଦଳା ୧୯ ନମ୍ବର ରାଜ୍ୟପଥ ପୋଡ଼ାଶୂଳ ନିକଟ ବାଉଁଶନାଳ ଠାରେ ମହୁମାଛି ଆକ୍ରମଣରେ ବାପ-ଝିଅ ଗୁରୁତର ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସୋମବାର ଦ୍ଵିପ୍ରହରରେ ଜାମୁଡିହା ଗ୍ରାମର କାହ୍ନୁଚରଣ ପ୍ରଧାନ ତାଙ୍କ ଝିଅ
Read More...

ପଞ୍ଚଲିଙ୍ଗେଶ୍ଵର ଶୈବପୀଠରେ ମାଘ ସପ୍ତମୀ ମେଳା

ନୀଳଗିରି : ପବିତ୍ର ମାଘ ସପ୍ତମୀରେ ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ଠାରେ ମାଘ ସପ୍ତମୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳା ୯ ଦିନ ଧରି ଚାଲୁ ରହିବ । ହୋମଯଜ୍ଞ, କୀର୍ତ୍ତନ, ଅଷ୍ଟପ୍ରହରୀ ପୂଜାର୍ଚ୍ଚନା କରାଯାଇଛି । ଏଥିରେ ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ
Read More...

ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳ ପରିଦର୍ଶନ କଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି : ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳ ପରିଦର୍ଶନ କରିଛନ୍ତି ବିଦେଶୀ ପର୍ଯ୍ୟଟକ । ସୂଚନା ଅନୁସାରେ ଇଟାଲୀର ଦୁଇ ଦମ୍ପତି ଗତ ନଭେମ୍ବର ମାସ ୧୪ ତାରିଖରୁ ଆସି ଦିଲ୍ଲୀରୁ କଲିକତାରେ ପହଁଚି ଇଣ୍ଟରନେଟରୁ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଥିବା ସାଇ ହିଲଭିୟୁ ରିସର୍ଟ ସର୍ଚ୍ଚ କରି ଆସି ପହଞ୍ଚି ଥିଲେ ।
Read More...

ବ୍ରାହ୍ମଣ ସମାଜର ସାଙ୍ଗଠନିକ ବୈଠକରେ ବିଭିନ୍ନ ପଦବୀ ଚୟନ

ନୀଳଗିରି : ନୀଳଗିରି ନଗର ବ୍ରାହ୍ମଣ ସମାଜ ପକ୍ଷରୁ ଆଜି ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ନୀଳଗିରି ରାଧାକିଶୋର ଜୀଉ ପରିସରରେ ଆୟୋଜିତ ଏହି ସଭାରେ ସମାଜର ବ୍ଲକ ସଭାପତି ସୂର୍ଯ୍ୟ ନାରାୟଣ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନ୍ନିତ ଅତିଥି ଭାବେ ଗଡ ବ୍ରାହ୍ମଣ
Read More...

ଏକଦିବସୀୟ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ : ପଞ୍ଜାବ ଦଳ ଚମ୍ପିଆନ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି କେସି ହାଇସ୍କୁଲ ପଡ଼ିଆ ପରିସରରେ ଫିଆଟଲକ୍ସ କ୍ଲବ ଆନୁକୂଲ୍ୟରେ ଏକ ଦିବସୀୟ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ ରାଉରକେଲା ଟିମ୍, ଖୋର୍ଦ୍ଧା ରେଲୱେ, ପଞ୍ଜାବ ଏବଂ ୱେଷ୍ଟବେଙ୍ଗଲ ଟିମ୍ ଅଂଶଗ୍ରହଣ କରିଥିଲେ
Read More...

କୁଳଡିହା ଅଭୟାରଣ୍ୟରୁ ଶିକାରୀ ଗିରଫ, ବନ୍ଧୁକ ଜବତ

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟରୁ ଜଣେ ଶିକାରୀଙ୍କୁ ଗିରଫ କରାଯିବା ସହ ବନ୍ଧୁକ ବନ ବିଭାଗ ଜବତ କରିଥିବା ଖବର ମିଳିଛି । ଶିକାରୀଙ୍କ ଠାରୁ ମୃତ ବାରହା, ବାରୁଦ, ମୋବାଇଲ ଓ ଶିକାର କରିବା ସାମଗ୍ରୀ ଜବତ କରାଯାଇଛି । ଗିରିଫ ଶିକାରୀ ଜଣକ ହେଲେ ନୀଳଗିରି ଥାନା
Read More...

କୂଳଡିହାରେ ଆରମ୍ଭ ହେଲା ପକ୍ଷୀଗଣନା

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡ଼ିହା ଅଭୟାରଣ୍ୟରେ ଆଜି ବନବିଭାଗ ତରଫରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ କୂଳଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା ଏନେଇ ପ୍ରାକ୍ ପ୍ରସ୍ତୁତି କରି ସାରିଛନ୍ତି । କୂଳଡ଼ିହା ଅଭୟାରଣ୍ୟ ସମେତ ଋଷିଆ ଡ୍ୟାମ, ସାତଘାଟି
Read More...

ନୀଳଗିରି ଡାକ୍ତରଖାନାକୁ ନୀଳଗିରି ଟ୍ରକ ମାଲିକ ସଂଘ ପକ୍ଷରୁ ସ୍ୱର୍ଗ ରଥ ପ୍ରଦାନ

ନୀଳଗିରି : ନୀଳଗିରି ଟ୍ରକ ମାଲିକ ସଂଘ ପକ୍ଷରୁ ନୀଳଗିରିବାସୀଙ୍କ ସେବା ପାଇଁ ଏକ ସ୍ୱର୍ଗ ରଥ ନୀଳଗିରି ଡାକ୍ତରଖାନାକୁ ପ୍ରଦାନ କରାଯାଇଛି । ଏହି ରଥ ଡାକ୍ତରଖାନାରୁ ମୃତ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ନେବାରେ ସହାୟକ ହେବ । ନୀଳଗିରି ଭଳି ଆଦିବାସୀ ବହୁଳ ଅଞ୍ଚଳରେ ହସ୍ପିଟାଲରୁ
Read More...