Browsing Tag

news off india

ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ଆସିକା: କୋଟିନଡ଼ା ଥାନା ଡିପ୍ଲଲ ସ୍କୁଲ ନିକଟରେ ମର୍ମଦୁନ୍ତ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଟ୍ରକ୍ ଡ୍ରାଇଭର୍ ଅଟକ । ସୂଚନାନୁଯାୟୀ, କୋଟିନଡ଼ା ଥାନା ଅନ୍ତର୍ଗତ କେ. ନଚ୍ଛମନ ପଲ୍ଲୀର ପ୍ରଶାନ୍ତ କୁମାର ସ୍ୱାଇଁ (୨୩) ବ୍ରହ୍ମପୁରରୁ ବାଇକ୍‌ ଯୋଗେ ଘରକକୁ
Read More...

ଉପନିର୍ବାଚନରେ ବିଜେପିକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ : ୭ ରାଜ୍ୟର ୧୩ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିବା ବେଳେ ଏଥିରେ ଇଣ୍ଡିଆ ମେଂଟକୁ ମିଳିଛି ୧୦ଟି ଆସନ । ବିଜେପିକୁ ୨ଟି ସିଟ୍‌ ମିଳିଥିବା ବେଳେ ଗୋଟିଏ ସିଟ୍‌ ସ୍ୱାଧୀନ ପ୍ରାର୍ଥୀଙ୍କ ହାତରେ ରହିଛି । ଲୋକସଭା ନିର୍ବାଚନ ପରେ ୭ ରାଜ୍ୟର ୧୩ଟି ବିଧାନସଭା ଆସନରେ ହୋଇଥିବା
Read More...

ଆମ୍ବୁଲାନ୍ସ ଓ ଲରି ମୁହାଁମୁହିଁ ଧକ୍କା : ୬ ଜଣ ମୃତ, ୨ ଗୁରୁତର ଆହତ

କୋଲକାତା : ପଶ୍ଚିମବଙ୍ଗର ମେଦିନୀପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମେଦିନୀପୁର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଏକ ଲରି ସହିତ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ
Read More...

ଦିଲ୍ଲୀରେ ପ୍ରବଳ ବର୍ଷା : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଦିଲ୍ଲୀର ଅନେକ ଅଞ୍ଚଳ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସକାଳ ମଧ୍ୟମରୁ ପ୍ରବଳ ବର୍ଷା ହେତୁ କିଛି ସ୍ଥାନରେ ଜଳସ୍ତର ସୃଷ୍ଟି ହୋଇଛି । ସହରରେ ମେଘୁଆ ଆକାଶ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ
Read More...

ଦୁଗ୍ଧ ଟ୍ୟାଙ୍କର ଉପରେ ଚଢିଗଲା ବସ୍‌ : ୧୮ ଜଣ ମୃତ, ୧୯ ଆହତ

ଲକ୍ଷ୍ନୌ: ବୁଧବାର ସକାଳେ ଉତ୍ତରପ୍ରଦେଶର ଉନ୍ନାଓରେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌ୱେରେ ଏକ ଡବଲ୍‌ ଡେକର ବସ୍ ଦୁର୍ଘଟଣାରେ ଅତି କମ୍‌ରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ବସ୍‌ଟି ଏକ ଦୁଗ୍ଧ ଟ୍ୟାଙ୍କରେ ଚଢ଼ିଯିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ତେବେ ଦୁର୍ଘଟଣାରେ ପ୍ରାୟ ୧୯
Read More...

ଲଣ୍ଡନରେ ରଥଯାତ୍ରା

ଲଣ୍ଡନ : ଲଣ୍ଡନରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଓ ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେର କାର୍ଯ୍ୟକର୍ତ୍ତାମାନେ ଲଣ୍ଡନର ସାଉଥଲରେ ରଥଯାତ୍ରାର ଏକ ବିଶାଳ ଉତ୍ସବ ଆୟୋଜନ କରିଥିଲେ । ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ସୁସଜ୍ଜିତ ରଥରେ ଭକ୍ତମାନେ ଟାଣି ଟାଣି ନେଇଥିଲେ ।
Read More...

ଏନ୍‌କାଉଣ୍ଟରରେ ୨ ଯବାନ ସହିଦ : ୪ ଆତଙ୍କବାଦୀ ନିପାତ

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଶନିବାର ହୋଇଥିବା ଏକ ପୃଥକ ଏନ୍‌କାଉଣ୍ଟରରେ ୨ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀଙ୍କ ସହ ଲଢ଼େଇ ବେଳେ ଦୁଇ ଜଣ ଯବାନ ସହିଦ ହୋଇଥିବା ଅଧିକାରୀମାନେ କହିଛନ୍ତି । ଦକ୍ଷିଣ କାଶ୍ମୀର ଜିଲ୍ଲାରେ
Read More...

ଜଷ୍ଟିସ ବି.ଆର୍‌. ଷଡ଼ଙ୍ଗୀ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଡ. ବି.ଆର୍‌. ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ଗତ ବର୍ଷ ଡିସେମ୍ବର ୨୭ରେ ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା କରାଯାଇଥିବା ଏକ ସୁପାରିଶ ଆଧାରରେ ଏହି ନିଯୁକ୍ତି ଦିଆଯାଇଛି । ଆଇନ ଏବଂ
Read More...

ପାଣିର ପ୍ରଖର ସ୍ରୋତରେ ଭାସିଗଲା ପୁରା ପରିବାର : ୫ ଜଣ ମୃତ

ମହାରାଷ୍ଟ୍ରର : ଛୁଟି କାଟିବାକୁ ଲୋନାୱାଲା ଯାଇଥିଲା ପୂରା ପରିବାର । ଛୁଟି ସାରି ପୁଣି ଘରକୁ ଫେରି ଆସିଥାନ୍ତେ । ମାତ୍ର ତା’ ପୂର୍ବରୁ ଘୋଟି ଆସିଲା କଳା ବାଦଲ । ଆଉ ପୂରା ପରିବାରର ୫ ସଦସ୍ୟଙ୍କୁ ମୃତ୍ୟୁ ନିଜ କୋଳକୁ ଟାଣିନେଲା । ଏପରି ଏକ ଛାତିଥରା ଘଟଣା ମହାରାଷ୍ଟ୍ରର ଲୋନାୱାଲାରେ
Read More...

ଦେଶର ୩୦ତମ ସ୍ଥଳସେନା ମୁଖ୍ୟ ହେଲେ ଉପେନ୍ଦ୍ର ଦ୍ୱିବେଦୀ

ନୂଆଦିଲ୍ଲୀ : ଦେଶର ନୂଆ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଉପେନ୍ଦ୍ର ସ୍ଥଳସେନାର ଉପମୁଖ୍ୟ ସହ ନର୍ଦ୍ଦନ ଆର୍ମି ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ
Read More...