Browsing Tag

news of world

ଆମେରିକାରେ କରୋନାର ଭୟ‌ଙ୍କର ରୂପ : ୨୪ ଘଣ୍ଟା ମଧ୍ୟରେ ୩,୭୦୦ ଜୀବନ ଚାଲିଗଲା

ୱାଶିଂଟନ୍ : ଆମେରିକାରେ କରୋନା ସଂକ୍ରମଣରେ ବିସ୍ଫୋରଣ ଦେଖାଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍ କାରଣରୁ ୩,୭୦୦ ମୃତ୍ୟୁ ଘଟିଛି ଏବଂ ୨,୫୦,୦୦୦ ରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସିଷ୍ଟମ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହି ସୂଚନା ଦେଇଛି
Read More...

ଷ୍ଟାର୍ ସିଙ୍ଗରଙ୍କ ଗୀତ ଗାଇ ଇଣ୍ଟରନେଟ୍‌ରେ ବୋବାଲ୍‌ ମଚେଇଲା ଶୁଆ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରାଣୀ ଏବଂ ପକ୍ଷୀମାନଙ୍କର ଭିଡିଓ ପସ‌ନ୍ଦ କରୁଥିବା ବେଳେ ଶୁଆ ଟିଏ ଗୀତ ଗାଇ ବୋବାଲ୍‌ କରିଛି ସୋସିଆଲ ମିଡିଆରେ । ଏଭଳି ଏକ ଭିଡ଼ିଓ ଭାଇରାଲ୍‌ ହେବାରେ ଲାଗିଛି । ଲୋକମାନେ କେବଳ ଏହି ଭିଡିଓକୁ ପସନ୍ଦ କରିନାହାନ୍ତି, ବରଂ ଏହି ଶୁଆର ସ୍ୱର
Read More...

‘ଭାଇରାଲ୍ ଡାକ୍ତର’ ୨୬୦ ଦିନ ହେବ ଗୋଟିଏ ଦିନ ବି ଛୁଟି ନେଇ ନାହା‌ନ୍ତି : ଆବେଗରେ ଆସି କହିଲେ…

ୱାଶିଂଟନ : କିଛି ଦିନ ପୂର୍ବରୁ ଆମେରିକାର ଡାକ୍ତରଙ୍କ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଡକ୍ଟର ଜୋସେଫ ୱାରେନ୍ କହିଛନ୍ତି ଯେ, ସେ ୨୬୦ ଦିନ ହେଲା ଛୁଟି ନେଇ ନାହାଁନ୍ତି ଏବଂ ସେ ଏବେ ଥକି ଯାଇଛନ୍ତି । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏହି ଡାକ୍ତରଙ୍କ ଚିତ୍ର ଭାଇରାଲ
Read More...

ବି‌ଶ୍ୱର ଏକ ଏପରି ରହସ୍ୟମୟ ଘାଟି, ଯେଉଁଠାରୁ କେବେ କେହି ଫେରି ଆସିନାହା‌ନ୍ତି

ଇଟାନଗର : ଦୁନିଆରେ ଏପରି ଅନେକ ରହସ୍ୟ ଅଛି, ଯାହା ଆଜି ପର୍ୟ୍ୟନ୍ତ କେହି ଭେଦି ପାରିନାହାନ୍ତି, ଯେଉଁ ରହସ୍ୟ ବିଜ୍ଞାନ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ରହିଥାଏ । ଆଜି ଏପରି ଏକ ରହସ୍ୟମୟ ସ୍ଥାନ ବିଷୟରେ ଜାଣିବା ଆସ‌ନ୍ତୁ । ବାସ୍ତବରେ, ଏହି ସ୍ଥାନଟି ଏପରି ରହସ୍ୟମୟ ଘାଟି, ଯାହା ବିଷୟରେ
Read More...

ଫ୍ରାନ୍ସରେ ବିବାଦୀୟ ବିଲ୍ ଉପସ୍ଥାପିତ : କେବଳ ଧର୍ମ‌ସ୍ଥଳୀ ହେବ ମସ୍‌ଜିଦ, ପାଠପଢ଼ା ବିଦ୍ୟାଳୟରେ

ପ୍ୟାରିସ୍ : ଫ୍ରାନ୍ସ ସରକାର ବୁଧବାର ଏକ ନୂତନ ବିଲ୍ ଆଣିଛନ୍ତି, ଯେଉଁଥିରେ ମହିଳା ଏବଂ ପୁରୁଷଙ୍କ ପାଇଁ ପୃଥକ ପୃଥକ ସୁଇମିଂ ପୁଲ୍ ରଦ୍ଦ ହୋଇଯିବ ଏବଂ ତିନି ବର୍ଷ ବୟସରୁ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ବାଧ୍ୟତାମୂଳକ ହେବ । କୁହାଯାଉଛି ଯେ, ଦେଶରେ ଏକ ଆଇନ ଆଣି 'ଇସ୍‌ଲାମିକ
Read More...

କରୋନା ମହାମାରୀ କାରଣରୁ ୨୦୩୦ ସୁଦ୍ଧା ଏକ ଅରବ୍‌ରୁ ଅଧିକ ଲୋକ ଅତ୍ୟଧିକ ଦାରିଦ୍ର୍ୟର ଶିକାର ହୋଇପାରନ୍ତି : ମିଳିତ…

ସଂଯୁକ୍ତ ରାଷ୍ଟ୍ର : ମିଳିତ ଜାତିସଂଘର ବିକାଶ କାର୍ୟ୍ୟକ୍ରମ(ୟୁଏନ୍‌ଡ଼ିପି)ର ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, କରୋନା ମହାମାରୀର ଦୀର୍ଘମିଆଦି ପରିଣାମ ହେତୁ ୨୦୩୦ ସୁଦ୍ଧା ୨୦ କୋଟି ଏବଂ ୭୦ ଲକ୍ଷ ଲୋକ ଅତ୍ୟଧିକ ଦାରିଦ୍ର୍ୟର ଶିକାର ହୋଇପାରନ୍ତି ଏବଂ ଯଦି ଏହା ଘଟେ, ତେବେ ପୃଥିବୀର
Read More...

ଲଦାଖରେ ଉତ୍ତେଜନା : ଗୁଜୁରାଟ ସୀମାରେ ପାକିସ୍ତାନକୁ ଯୁଦ୍ଧ ବିମାନ ଏବଂ ସୈନ୍ୟ ପଠାଉଛି ଚୀନ୍

ବେଜିଂ : ପୂର୍ବ ଲଦାଖରେ ଉତ୍ତେଜନା ଜାରି ରହିଛି । ଗୁଜୁରାଟ ସୀମାନ୍ତରେ ଥିବା ପାକିସ୍ତାନୀ ଏୟାରବେସରେ ଚୀନ୍ ବହୁ ସଂଖ୍ୟକ ସୈନ୍ୟ ଏବଂ ଯୁଦ୍ଧ ବିମାନ ପଠାଇଥିବା ଖବରରେ କୁହାଯାଇଛି । ଏହି ଚୀନ୍ ସୈନିକମାନେ ଦ୍ୱିପାକ୍ଷିକ ଅଭ୍ୟାସରେ ଭାଗ ନେବାକୁ ପାକିସ୍ତାନରେ ପହଞ୍ଚିଛନ୍ତି । ଚୀନ୍ ସୈନ୍ୟ
Read More...

ଜୋ ବାଇଡେନ ଅବସରପ୍ରାପ୍ତ ଜେନେରାଲ ଲାଅଡ ଆଷ୍ଟିନଙ୍କୁ ଆମେରିକାର ପ୍ରଥମ ଅଶ୍ୱେତ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମନୋନୀତ…

ୱାଶିଂଟନ୍ : ଯୁକ୍ତରାଷ୍ଟ୍ରର ନୂତନ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଡେନ ଆର୍ମିର ଅବସରପ୍ରାପ୍ତ ଜେନେରାଲ ଲାଅଡ ଆଷ୍ଟିନଙ୍କୁ ଦେଶର ନୂତନ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମନୋନୀତ କରିଛନ୍ତି । ଆମେରିକାର ଗଣମାଧ୍ୟମ ରିପୋର୍ଟରେ ଏହା ଦାବୀ କରାଯାଇଛି । ଯଦି ଲାଅଡ ଆଷ୍ଟିନଙ୍କୁ ନିଯୁକ୍ତି ଘୋଷଣା
Read More...

ପାକିସ୍ଥାନ : ମହିଳା ନିଜକୁ ମୃତ ବୋଲି ପ୍ରମାଣ କରି ବୀମା କମ୍ପାନୀରୁ କୋଟି କୋଟି ଟଙ୍କା ଲୁଟି ନେଇଥିଲେ

ଇସ୍‌ଲାମାବାଦ : ଏହା ନିଶ୍ଚିତ ଭାବରେ ଅନେକ ଥର ଦେଖିବାକୁ ମିଳିଛି ଲୋକମାନେ ଟଙ୍କା ରୋଜଗାର ପାଇଁ କିଛି ବି କରି ପାରନ୍ତି, ତେବେ ଯଦିଓ ଏଥିପାଇଁ ସେମାନଙ୍କୁ ଭୁଲ ରାସ୍ତା ବାଛିବାକୁ ପଡିଥାଏ । ନିକଟରେ ପାକିସ୍ତାନରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହା କର୍ତ୍ତୃପକ୍ଷଙ୍କୁ ଚକିତ
Read More...

ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ନିରାଡ଼ମ୍ବର ହେବ

ୱାଶିଂଟନ : ଜାନୁୟାରୀ ୨୦ରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନବ ନିର୍ବାଚିତ ଜୋ ବାଇଡେନ୍‌ ଶପଥ ନେବେ । ଏହି ଉତ୍ସବକୁ ଆଡ଼ମ୍ବରପୂର୍ଣ୍ଣ ନ କରିବାକୁ ସେ କହିଛନ୍ତି । ସୂଚନା ଅନୁସାରେ ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ ଭର୍ଚୁଆଲ କାର୍ୟ୍ୟକ୍ରମ
Read More...