Browsing Tag

news of world

ବାଲୁଚିସ୍ତାନରେ ଆଉ ଏକ ଭୟଙ୍କର ଆକ୍ରମଣ : ୧୧ ଜଣ ପାକିସ୍ତାନୀ କୋଇଲା ଖଣି ମାଲିକ‌ଙ୍କୁ ଗୁଳି କରି ହତ୍ୟା

କରାଚି : ପାକିସ୍ତାନର ଅଶାନ୍‌ନ୍ତ ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶରେ ପୁଣି ଥରେ ରକ୍ତ ହୋଲି ଖେଳାଯାଇଛି । ବନ୍ଧୁକଧାରୀମାନେ ଅପହରଣ କରିବା ପରେ ରବିବାର ଅତି କମରେ ୧୧ ଜଣ କୋଇଲା ଖଣି ମାଲିକଙ୍କୁ ଗୁଳି କରି ହତ୍ୟା କରିଛ‌ନ୍ତି। ପାକିସ୍ତାନୀ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ ପୋଲିସ
Read More...

ଦୁଇ ସାଙ୍ଗ ଗୋଟିଏ ଝିଅକୁ ପସନ୍ଦ କଲେ : ଏକାଠି ରହିବାକୁ ଅବଲ‌ମ୍ବନ କଲେ ଅଜବ୍‌ ତରିକା

ବ୍ରାଜିଲ : ବ୍ରାଜିଲର ଦୁଇଜଣ ବନ୍ଧୁ ଗୋଟିଏ ଝିଅକୁ ପସନ୍ଦ କଲେ । କିନ୍ତୁ ଆଶ୍ଚର୍ୟ୍ୟର କଥା ହେଲା, ଏହା ସେମାନଙ୍କର ବନ୍ଧୁତାକୁ ଭାଙ୍ଗି ନଥିଲା । ବରଂ ସେମାନଙ୍କ ମଧ୍ୟରେ ଏକ ନୂତନ ସମ୍ପର୍କ ସ୍ଥାପନ ହୋଇଥିଲା । ଏକାଠି ରହିବାକୁ ଅବଲ‌ମ୍ବନ କଲେ ଅଜବ୍‌ ତରିକା । ସେଇ ଝିଅଟି ମଧ୍ୟ ଜଣକୁ
Read More...

ଟ୍ରମ୍ପ୍ ଅଡ଼ିଓକୁ ନେଇ ଆମେରିକାରେ ବୋବାଲ୍‌ : ନର୍ବାଚନ ଫଳାଫଳ ପରିବର୍ତ୍ତନ ପାଇଁ ନିର୍ବାଚନ ଅଧିକାରୀଙ୍କ ଉପରେ ଚାପ…

ୱାଶିଂଟନ : ଏକ ଅଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯାହାକୁ ନେଇ ବୋବାଲ୍‌ ହୋଇଛି ଆମେରିକାରେ । ଅଭିଯୋଗ ହୋଇଛି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜର୍ଜିଆର ନିର୍ବାଚନ ଅଧିକାରୀଙ୍କୁ ଫୋନ୍ କରି ନିର୍ବାଚନ ଫଳାଫଳକୁ ପରିବର୍ତ୍ତନ କରିବାକୁ ଚାପ ପକାଇଥିଲେ । ଏହି ଅଡିଓ ଭାଇରାଲ ହେବା ପରେ
Read More...

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ହେବ କି ? ଇରାନ କମାଣ୍ଡରଙ୍କ ବାର୍ଷିକୀ ପୂର୍ବରୁ ପାରସ୍ୟ ଉପସାଗରରେ ଯୁଦ୍ଧର…

ତେହେରାନ : ପ୍ରାୟ ଏକ ବର୍ଷ ପୂର୍ବେ ଆମେରିକା ଇରାନର ସବୁଠାରୁ ଶକ୍ତିଶାଳୀ ସାମରିକ କମାଣ୍ଡର କାସେମ ସୋଲେମାନିଙ୍କୁ ହତ୍ୟା କରିଥିଲା । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ତିକ୍ତତା ଗଭୀର ହୋଇଯାଇଥିଲା ଏବଂ ବର୍ତ୍ତମାନ ପୁଣି ଥରେ ଏହି ଅଞ୍ଚଳରେ ସାମରିକ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି ।
Read More...

ଜାପାନରେ ବି ପହଞ୍ଚିଛି କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ : ୭୦% ଅଧିକ ସଂକ୍ରାମକ

ଟୋକିଓ : ବ୍ରିଟେନର କରୋନା ଭୂତାଣୁର ନୂତନ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଜାପାନରେ ବି ପହଞ୍ଚିଛି । ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ନିଶ୍ଚିତ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ବ୍ରିଟେନରେ ବୃଦ୍ଧି ପାଇଥିବା କରୋନାର ନୂତନ ପ୍ରକାରର ପ୍ରଥମ ରୋଗୀ ଜାପାନରେ ପାଇଛନ୍ତି ।
Read More...

ଆକାଶ ଗଙ୍ଗା ମୃତ ଏଲିଅନ୍‌ମାନଙ୍କ ଘର ହୋଇପାରେ, ନିଜ ବିଜ୍ଞାନର ଶିକାର ହୋଇଥିଲେ ସେମାନେ : ଅନୁସନ୍ଧାନ

ୱାଶିଂଟନ୍‌ : ଅସୀମ ଆକାଶରେ ଅନେକ ସମୟରେ ଏଲିଅନ୍‌ମାନଙ୍କ ଉପସ୍ଥିତି ବିଷୟରେ କଳ୍ପନାଜଳ୍ପନା ଚାଲିଛି । କିନ୍ତୁ ବର୍ତ୍ତମାନ ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ, ଆମର ଆକାଶ ଗଙ୍ଗା ମୃତ ଏଲିଅନ୍‌ମାନଙ୍କ ଘର ହୋଇପାରେ । ଏଥି ସହିତ, ଏହି ବିଦେଶୀମାନେ ନିଜ ନିଜ ବିଜ୍ଞାନ ଏବଂ
Read More...

କରୋନାର ନୂଆ ରୂପଗୁଡିକ ଉପରେ ବି‌ଶ୍ୱବ୍ୟାପୀ ଚିନ୍ତା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି – ଏହା…

ନୂଆଦି‌ଲ୍ଲୀ : ବ୍ରିଟେନରେ ମିଳୁଥିବା କରୋନା ଭୂତାଣୁର ନୂତନ ରୂପ ବିଷୟକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢ଼ିଛି । ଅନେକ ଦେଶ ବ୍ରିଟେନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।୪୦ ରୁ ଅଧିକ ଦେଶ ବ୍ରିଟେନରୁ କାହାକୁ ଆସିବାକୁ ବାରଣ କରିଛନ୍ତି । ଏହି ସମୟ ମଧ୍ୟରେ ଏକ ସାଧାରଣ ନୀତି
Read More...

କରୋନା ଟୀକା ନେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ

ନ୍ୟୁୟର୍କ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କରୋନା ଟୀକା ନେଇଛ‌ନ୍ତି। ୭୮ ବର୍ଷୀୟ ବାଡେନ କରୋନାର ହାଇ-ରିସ୍କ ଗ୍ରୁପରେ ଆସୁଥିବା ବେଳେ ତାଙ୍କୁ କରୋନା ଟୀକାର ଦିଆଯାଇଥିା ସୂଚନାରେ କୁହାଯାଇଛି। ଏକ ଲାଇଭ୍ ଟେଲିଭିଜନରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଟୀକାକରଣ
Read More...

ବଡ଼ ଧରଣର ସାଇବର୍‌ ଆକ୍ରମଣର ଚେତାବନୀ ଦେଇଛି ଆମେରିକା

ୱାଶିଂଟନ୍‌ : ଆମେରିକାର ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଏହି ସପ୍ତାହରେ ଏକ ବଡ଼ ହ୍ୟାକିଂ ଅପରେସନ୍ର ପର୍ଦ୍ଦାଫାସ ହେବାକୁଥିବାରୁ ସରକାର, ସମ୍ବେଦନଶୀଳ ଭିତ୍ତିଭୂମି ଏବଂ ବେସରକାରୀ ସଂସ୍ଥା ଭୟଙ୍କର ବିପଦରେ ପଡ଼ିବାର ସ‌ମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ, ଆମେରିକାର ଅର୍ଥ ଏବଂ
Read More...

ବାଂଲାଦେଶରେ ସମସ୍ତ ଧର୍ମର ଲୋକ ସମାନ : ଶେଖ୍‌ ହସିନା

ଢ଼ାକା : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ବୁଧବାର କହିଛନ୍ତି ଯେ, ମୁକ୍ତି ଯୁଦ୍ଧରେ ସମସ୍ତ ଧର୍ମର ଲୋକଙ୍କର ବଳିଦାନର ଇତିହାସ ରହିଛି । ହସିନା ପୁଣି ଥରେ ଆଶ୍ୱାସନା ଦେଇଛନ୍ତି ଯେ, ବାଂଲାଦେଶରେ ଧର୍ମ ନାମରେ କାହାକୁ ଭେଦଭାବ କରାଯିବ ନାହିଁ । ବାଂଲାଦେଶ ହେବାରେ ସମସ୍ତ ଧର୍ମର
Read More...