Browsing Tag

news of world

ରୁଷର ୟୁକ୍ରେନ ସହର ଉପରେ ତାୱଡ଼ତୋଡ୍‌ ଆକ୍ରମଣ, କ୍ଷେପଣାସ୍ତ୍ର, ଗୁଳି, ବୋମା ମାଡ଼ରେ ତ୍ରାହି ତ୍ରାହି ୟୁକ୍ରେନ୍‌…

କିଭ୍‌ : ୟୁକ୍ରେନର କିଭ୍‌ ଉପରେ ରୁଷର ତାୱଡ଼ତୋଡ୍‌ ଆକ୍ରମଣ ୨୪ ଦିନରେ ପହଂଚିଛି । ସ୍କୁଲ, କଲେଜ, ଥିଏଟର୍‌, ତୈଳ ଡିପୋ, ଗ୍ୟାସ୍‌ ପାଇପ୍‌ ଲାଇନ୍‌, ସୈନ୍ୟ ଆଡ୍ଡା, ଡାକ୍ତରଖାନା, ସାମରିକ ବିମାନ ମରାମତି କରୁଥିବା କାରଖାନାରେ ଜୋର୍‌ସୋର୍‌ କ୍ଷେପଣାସ୍ତ୍ର ନିକ୍ଷେପ ଚାଲିଛି । ଏଭଳି
Read More...

ୟୁକ୍ରେନରେ ସାମରିକ ଆକ୍ରମଣ ବନ୍ଦ କରିବାକୁ ଜାତିସଂଘ କୋର୍ଟଙ୍କ ରୁଷକୁ ନିର୍ଦ୍ଦେଶ

ହେଗ : ମିଳିତ ଜାତିସଂଘର ସର୍ବୋଚ୍ଚ ଅଦାଲତ ବୁଧବାର ରୁଷକୁ ୟୁକ୍ରେନରେ ନିଜର ସାମରିକ କାର୍ୟ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅନେକ ବିଶ୍ଳେଷକ ବିଶ୍ୱାସ କରନ୍ତି ଯେ, ରୁଷ ଏହି ନିଷ୍ପତ୍ତି ଗ୍ରହଣ କରିବ ନାହିଁ । ଦୁଇ ସପ୍ତାହ ପୂର୍ବେ ୟୁକ୍ରେନ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍
Read More...

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ଗାଦି ଅଡ଼ୁଆରେ : ୨୮ ମାର୍ଚ୍ଚ ପରେ ହୋଇପାରନ୍ତି ବିଦା

ଇସ୍‌ଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି । ତାଙ୍କ ଆସନ ଏବେ ବେଶ୍‌ ଟଳମଳ । ୨୮ ମାର୍ଚ୍ଚ ପରେ ବିଦା ହେବାର ଅନେକ ସମ୍ଭାବନାକୁ ଅସ୍ୱୀକାର କରାଯାଇ ନପାରେ । ବିପକ୍ଷ ଦଳଙ୍କ ଅବିଶ୍ୱାସ ପ୍ରସ୍ତାବରେ ଏବେ ଇମ୍‌ରାନ୍‌ଙ୍କ ଗାଦି
Read More...

୧୯ ଦିନରେ ପହଂଚିଲା ମହାଯୁଦ୍ଧ : ଭୀଷଣ ଯୁଦ୍ଧରେ ୟୁକ୍ରେନ୍‌ ଛାର୍‌ଖାର, ବିଭତ୍ସ ମୃତ୍ୟୁର ଖଣ୍ଡହର ପାଲଟିଲାଣି

ନୂଆଦିଲ୍ଲୀ : ଆଜି ୧୯ ଦିନରେ ପହଂଚିଛି ରୁଷ୍‌-ୟୁକ୍ରେନ୍‌ ମହାଯୁଦ୍ଧ । ଭୀଷଣ ଯୁଦ୍ଧରେ ୟୁକ୍ରେନ୍‌ର ସମସ୍ତ ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇ ଛାର୍‌ଖାର୍‌ ହୋଇସାରିଛି । କୌଣସି ଅଂଚଳ ଆଉ ବାକି ନାହିଁ ଧ୍ୱଂସ ହେବାକୁ । ବିଭତ୍ସ ମୃତ୍ୟୁର ଖଣ୍ଡହର ପାଲଟି ସାରିଲାଣି ୟୁକ୍ରେନ୍‌ ମାଟି । ପ୍ରତି
Read More...

ଅଭାବନୀୟ ଘଟଣା : ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇଥିଲା ଝିଅ, ଉଡ଼େଇଦେଲା ଋଷ ଟ୍ୟାଙ୍କ

କିଭ୍ : କିଭରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କିଭରେ ରହୁଥିବା ଜଣେ ମହିଳା ନିଜ ମା'ଙ୍କ ପାଇଁ ଔଷଧ ଆଣିବାକୁ ଯାଇ ଋଷର ଟ୍ୟାଙ୍କ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ଖବର ମିଳିଛି । ସେ ସେ ଜଣେ ତାଲିମପ୍ରାପ୍ତ ଡାକ୍ତରାଣୀ ଥିବା ବେଳେ ମୃତ୍ୟୁ ପୂର୍ବରୁ ସେ ୟୁନାଇଟେଡ୍
Read More...

ଅସୁବିଧାରେ ଇମ୍ରାନ ଖାନ

ଇସ୍‌ଲାମାବାଦ: ପାକିସ୍ତାନର ପ୍ରମୁଖ ବିରୋଧୀ ଦଳ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଏକ ଅବିଶ୍ୱାସର ଆଭିମୁଖ୍ୟ ଗ୍ରହଣ କରି ତାଙ୍କ ପଦବୀରୁ ହଟାଇବାକୁ ଦାବୀ କରିଛନ୍ତି । ପିଏମ୍‌ଏଲ୍‌-ଏନ୍‌ ମୁଖପାତ୍ର ମରିୟମ ଆଉରଙ୍ଗଜେବ କହିଛନ୍ତି ଯେ, ପାକିସ୍ତାନ ମୁସଲିମ ଲିଗ-ନୱାଜ
Read More...

ମାନବିକତା ଆଧାରରେ ରୁଷ ଆଜି ୟୁକ୍ରେନରେ ଅସ୍ତ୍ରବିରତି ଘୋଷଣା କରିଛି

ମସ୍କୋ : ମାନବିକତା ଆଧାରରେ ରୁଷ ଆଜି ୟୁକ୍ରେନରେ ଅସ୍ତ୍ରବିରତି ଘୋଷଣା କରିଛି । ଏହା ଫଳରେ ଏଠାରେ ଫସି ରହିଥିବା ସାଧାରଣ ନାଗରିକ ବାହାରକୁ ଯାଇପାରିବେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରୁଷ ସାଇଲେନ୍ସ ମୋଡ ଘୋଷଣା କରିଛି ଏବଂ ମାନବିକତା ଦୃଷ୍ଟିରୁ କିଭ୍‌ ସମେତ ଅନେକ ସହରରେ ମାନବ କରିଡର
Read More...

ରୁଷ ଉପରେ ଆମେରିକାର ବଡ ଘୋଷଣା : ଗ୍ୟାସ, ତୈଳ ଏବଂ ଶକ୍ତି ଆମଦାନୀ ଉପରେ ପ୍ରତିବନ୍ଧକ

ୱାଶିଂଟନ୍ : ରୁଷ ୟୁକ୍ରେନ ଉପରେ ଘନଘୋର ଆକ୍ରମଣ କରୁଛି । ୟୁକ୍ରେନର ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି । ଯୁଦ୍ଧ ବିପନ୍ନ ଦେଶରୁ ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ପାଇଁ ପଳାୟନ କରିଛନ୍ତି । ଏହି ସମୟରେ ସୋମବାର ବେଲାରୁଷରେ ଅନୁଷ୍ଠିତ ତୃତୀୟ ରାଉଣ୍ଡ ଆଲୋଚନା ମଧ୍ୟ ପ୍ରଭାବହୀନ ପ୍ରମାଣିତ
Read More...

ରୁଷ୍‌- ୟୁକ୍ରେନ୍‌ ଯୁଦ୍ଧ : ୟୁକ୍ରେନ୍‌ର ଅନେକ ସହର ଧ୍ୱସ୍ତ ବିଧ୍ୱସ୍ତ, ଲୋକେ ଶବ ବି ଉଠାଇ ପାରୁନାହାନ୍ତି

କିଭ୍‌ : ରୁଷ୍‌- ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଭୀଷଣ ରୂପ ନେଇଛି । ୟୁକ୍ରେନ୍‌ର ବହୁ ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ବେଳେ ଅକାରଣରେ ଅନେକ ନିରୀହ ଲୋକଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳିଛି । ଖାରକିଭ୍‌ ଓ କିଭ୍‌ ସହରରେ ତୁହାକୁ ତୁହା ବୋମାମାଡ଼ ଓ ମିଶାଇଲ ମାଡ଼ରେ ଧୂଆଁଳିୟା
Read More...

ଚାରିପଟୁ ୟୁକ୍ରେନ୍‌ ଉପରେ ରୁଷର ଅସଂଭାଳ ବୋମାମାଡ଼ : ସ୍ଥିତି ବେହାଲ୍‌

କିଭ୍‌ : ଆଜି ହେଉଛି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ନବମ ଦିନ । ରୁଷର ସାମରିକ ଗୁଳି ବିନିମୟ ହେତୁ ଜାପୋଜିରିଆ ପରମାଣୁ କାରଖାନାରେ ନିଆଁ ଲାଗିଯାଇଛି । ତୁହାକୁ ତୁହା ଗୁଳି ଓ ବୋମା ବର୍ଷଣ ପରେ ରୁଷର ସେନା ୟୁକ୍ରେନ୍‌ ପ୍ରଶାସନ ଏବଂ ନିୟନ୍ତ୍ରଣ ଭବନକୁ କାବୁ କରିଛି । ତେବେ ବୋମା
Read More...