ଓଡ଼ିଶାରୁ ୨ ବରିଷ୍ଠ ପୁଲିସ୍ ଅଧିକାରୀ ରାଷ୍ଟ୍ରପତି ପୁଲିସ୍ ପଦକ ପାଇବେ
ନୂଆଦିଲ୍ଲୀ : ଏ ବର୍ଷ ଓଡ଼ିଶାରୁ ୨ ଜଣ ବରିଷ୍ଠ ପୁଲିସ୍ ଅଧିକାରୀ ରାଷ୍ଟ୍ରପତି ପୁଲିସ୍ ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା ଏବଂ ବି.ପି.ଏସ୍.ପି.ଏ. ଡେପୁଟୀ ସୁବେଦାର ବୁଦ୍ଧ ବାହାଦୁର ଥାପ୍ପା ଏହି ପଦକ ପାଇଁ ମନୋନୀତ ହୋଇଛନ୍ତି । ସେହିଭଳି!-->…
Read More...
Read More...