Browsing Tag

news of india

ଗ୍ୟାସ ଟ୍ୟାଙ୍କର୍‌ ଓ ଟ୍ରେଲର ମଧ୍ୟରେ ଧକ୍କା : ୩ ଜୀବନ୍ତ ଦଗ୍ଧ

ଆଜମେର : ଆଜମେରର ରାନୀ ବାଗ ରିସର୍ଟ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ଗ୍ୟାସ ଟ୍ୟାଙ୍କର୍‌ ଏବଂ ଟ୍ରେଲର ମଧ୍ୟରେ ଧକ୍କା ହେବାରୁ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ । ଚାରିଜଣ ଗୁରୁତର ଆହତ ହୋଇଛନ୍ତି । ଗ୍ୟାସ ଟ୍ୟାଙ୍କରରେ ନିଆଁ ଲାଗିବା ହେତୁ ରାସ୍ତା ଏବଂ ଏହାର ଆଖପାଖ ଅଞ୍ଚଳରେ
Read More...

ଜମ୍ମୁ କଶ୍ମୀରରେ ଭୂକମ୍ପ ଅନୁଭୂତ

ଶ୍ରୀନଗର : ଜମ୍ମୁ କଶ୍ମୀରର କାଟ୍‌ରା ୯୭ କିଲୋମିଟର ପୂର୍ବରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଏହି ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
Read More...

ଭୟାବହ ଅଗ୍ନିକାଣ୍ଡ : ୧ ମୃତ

ମୁମ୍ବାଇ : ମୁମ୍ବାଇର କୁର୍ଲା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ୭୦ ବର୍ଷ ବୟସ୍କା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଚତୁର୍ଥ ମହଲାରୁ ଦଶମ ମହଲା ପର୍ଯ୍ୟନ୍ତ ନିଆଁ ବ୍ୟାପି ଯାଇଥିଲା । ନିଆଁ ଲାଗିବା ପରେ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ
Read More...

ବିଓବି ପକ୍ଷରୁ ‘ଡିଜିଟାଲ ଋଣ’ କର୍ମଶାଳା

ନୂଆଦିଲ୍ଲୀ : ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ପକ୍ଷରୁ ନିକଟରେ ଏକ ଜାତୀୟ ସ୍ତରର କର୍ମଶାଳା 'ଅଖିଳ ଭାରତୀୟ ହିନ୍ଦୀ ସମ୍ମିଳନୀ' ପଞ୍ଜାବର ଅମୃତସରଠାରେ ଆୟୋଜିତ ହୋଇଯାଇଛି । ବିଶେଷ କରି ବ୍ୟାଙ୍କ, ବୀମା କମ୍ପାନୀ ଏବଂ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାଗୁଡିକ ନିମନ୍ତେ 'ଡିଜିଟାଲ ଋଣ' ଶୀର୍ଷକ
Read More...

ଆସାମରେ ଭୂମିକମ୍ପ

ଗୌହାଟୀ : ଆସାମାର ନାଗାଁଓ ଅଞ୍ଚଳରେ ଗତକାଲି ୪.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ ଭୂକମ୍ପର ଝଟ୍‌କା ଅପରାହ୍ନ ୪ଟା ୮ ମିନିଟ୍‌ରେ ଅନୁଭୂତ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିନାହିଁ ।
Read More...

ଆଜି ବିଶ୍ୱ ରେଡିଓ ଦିବସ

ନୂଆଦିଲ୍ଲୀ : ଆଜି ବିଶ୍ୱ ରେଡିଓ ଦିବସ । ରେଡିଓର ଗୁଣବତ୍ତା ଓ ଲୋକପ୍ରିୟତାକୁ ଦେଖି ଫେବ୍ରୁଆରୀ ୧୩ରେ ବିଶ୍ୱ ରେଡିଓ ଦିବସ ପାଳନ କରାଯାଏ । ଟିଭି ପୂର୍ବରୁ ରେଡିଓ ହିଁ ସାଧାରଣଲୋକଙ୍କ ମନୋରଞ୍ଜନ ଏବଂ ସୂଚନା ପାଇବାର ସବୁଠୁ ଉତ୍ତମ ମାଧ୍ୟମ ଥିଲା । ଏବେ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା
Read More...

‘ବିଗ୍ ବସ୍ ୧୬’ର ବିଜେତା ହେଲେ ଏମ୍‌ସି ଷ୍ଟାନ୍

ମୁମ୍ବାଇ : ଏମସି ଷ୍ଟାନ୍ 'ବିଗ୍ ବସ୍ ୧୬' ବିଜେତା ହୋଇଛନ୍ତି । ସେ ଶିବ ଠାକରେଙ୍କୁ ପଛରେ ପକାଇ ଏହି ସୋ'ର ଟ୍ରଫି ନିଜ ନାଁରେ କରିଛନ୍ତି । ପୂର୍ବରୁ ପ୍ରିୟଙ୍କା ଚହର ଚୌଧୁରୀ ଏବଂ ଶିବଙ୍କ ମଧ୍ୟରେ ମୁକାବିଲା ଜଣାପଡୁଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ବାଜି ପଲଟିଗଲା । ପ୍ରିୟଙ୍କା ତିନି
Read More...

‘ବିଜେପି ଡବଲ୍ ଗେମ୍ ଖେଳୁଛି’ : ବେଙ୍ଗଲ ବିଭାଜନ ବିରୋଧରେ ପ୍ରସ୍ତାବ ଆଣିବ ଟିଏମସି, ୪୮ ଘଣ୍ଟାର…

କୋଲକାତା : ପଶ୍ଚିମବଙ୍ଗ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ତୃଣମୂଳ କଂଗ୍ରେସ (ଟିଏମସି) ଭାରତୀୟ ଜନତା ପାର୍ଟି (ବିଜେପି)କୁ ଉତ୍ତର ବେଙ୍ଗଲ ପାଇଁ ଅଲଗା ରାଜ୍ୟ ଦାବୀ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଛି । ବଙ୍ଗଳା ବିଭାଜନ ବିରୋଧରେ ବିଧାନସଭାରେ ଏକ ପ୍ରସ୍ତାବ ଆଣିବାକୁ ଟିଏମସି
Read More...

ତୁର୍କୀ ଭୂକମ୍ପରେ ୪ ହଜାର ୩୬୫ ଜଣ ନିହତ, ୫ ହଜାର ୬୦୦ କୋଠା ନଷ୍ଟ ହୋଇଛି, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ,…

ନୂଆଦିଲ୍ଲୀ : ଭୂକମ୍ପ ଯୋଗୁଁ ଭୟାନକ ବିନାଶ ଭିତରେ ତୁର୍କୀରେ ପୁଣି ଏକ ବଡ଼ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ବୋଲି କୁହାଯାଇଛି । ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପକୁ ଦୃଷ୍ଟିରେ ରଖି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତୁର୍କୀ ରାଷ୍ଟ୍ରପତି ରାଜାବ
Read More...

ଗ୍ରାମୀ ଆୱାର୍ଡ୍ସରେ ତୃତୀୟ ଥର ପୁରସ୍କାର ହାତେଇଲେ ରିକି କେଜ୍

ନୂଆଦିଲ୍ଲୀ : ୨୦୨୩ ବର୍ଷର ବହୁ ପ୍ରତୀକ୍ଷିତ ସଂଗୀତ ପୁରସ୍କାର କାର୍ୟ୍ୟକ୍ରମ ଗ୍ରାମୀ ଆୱାର୍ଡ୍ସରେ ପୁଣି ଥରେ ଭାରତ ସ୍ଥାନ ପାଇଛି । ବେଙ୍ଗାଲୁରୁର ସଂଗୀତକାର ରିକି କେଜ୍ ତୃତୀୟ ଥର ଗ୍ରାମୀ ପୁରସ୍କାର ଜିତିଛନ୍ତି । ରିକିଙ୍କୁ ତାଙ୍କ ଆଲବମ୍ 'ଡିଭାଇନ୍ ଟାଇଡ୍‌ସ' ପାଇଁ ଏହି ପୁରସ୍କାରରେ
Read More...