Browsing Tag

news of india

ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍‌ କରି ସେ ଲେଖିଛନ୍ତି, ମହାବିଷୁବ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ଶୁଭେଚ୍ଛା ନୂଆବର୍ଷ ଅପାର ଖୁସି ଏବଂ ଉତ୍ତମ ସ୍ବାସ୍ଥ୍ୟ ନେଇ ଆସୁ। ଆସନ୍ତା ବର୍ଷ
Read More...

ତିନି ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନାଗରିକ ସମ୍ମାନ ସମାରୋହରେ ଓଡ଼ିଶାର ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ, ଡକ୍ଟର କ୍ରିଷ୍ଣା ପଟେଲଙ୍କୁ କଳା କ୍ଷେତ୍ରରେ ଏବଂ ବୈଦ୍ୟ ପଟାୟତ କୁମାର ସାହୁଙ୍କୁ କୃଷି କ୍ଷେତ୍ରରେ
Read More...

ରିଷି ସିିଂହ ଇଣ୍ଡିଆନ୍‌ ଆଇଡଲ୍‌-୧୩ର ବିଜେତା

ମୁମ୍ବଇ : ସୋନି ଟେଲିଭିଜନ ଚାନେଲର ସମ୍ମାନଜନକ ସଙ୍ଗୀତ ରିୟଲିଟି ସୋ' ଇଣ୍ଡିଆନ ଆଇଡଲ୍‌-୧୩ର ବିଜୟୀ ହୋଇଛନ୍ତି ଉତ୍ତରପ୍ରଦେଶ ଅଯୋଧ୍ୟାର ରିଷି ସିଂହ । ରିଷି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଲକାତାର ଦେବସ୍ମିତା ରାୟଙ୍କୁ ପରାସ୍ତ କରି ଏହି ସଫଳତା ପାଇଛନ୍ତି । ପୁରସ୍କାର ବାବଦକୁ
Read More...

ହରିଦ୍ୱାରରେ ଉଦଘାଟନ ହେଲା ପତଞ୍ଜଳି ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗତକାଲି ହରିଦ୍ୱାରରେ ପତଞ୍ଜଳି ବିଶ୍ୱବିଦ୍ୟାଳୟର ଉ୍‌ଘାଟନ କରିଛନ୍ତି । ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ଯୋଗ ଗୁରୁ ବାବା ରାମଦେବ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଅମିତ ଶାହା ଏବଂ ବାବା ରାମଦେବ ମଧ୍ୟ
Read More...

ନୂଆଦିଲ୍ଲୀରେ ଉଦଘାଟନ ହେଲା ‘ଓଡ଼ିଶା ପର୍ବ- ୨୦୨୩’

ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶର ରାଜଧାନୀ ଦିଲ୍ଲୀରେ ଓଡ଼ିଶାର କଳା ସଂସ୍କୃତି ସହ ଓଡିଆ ଖାଦ୍ୟ ପ୍ରଦର୍ଶିତ ହେବା ଖୁସିର ବିଷୟ ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ 'ଓଡ଼ିଆ ସମାଜ' ପକ୍ଷରୁ ଆୟୋଜିତ 'ଓଡ଼ିଶା ପର୍ବ - ୨୦୨୩'ର ଉଦଘାଟନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା
Read More...

ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରବ୍ଦ

ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରବ୍ଦ କରାଯାଇଥିବା ସୂଚନା ମିଳିଛି । କୋର୍ଟଙ୍କ ଦ୍ୱାରା ଜେଲ ଦଣ୍ଡାଦେଶ ପରେ ସାଂସଦ ପଦ ରବ୍ଦ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ମୋଦି ସାଙ୍ଗିଆକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ବେଳେ ତାଙ୍କୁ ସୁରତର ଏକ କୋର୍ଟ ୨ ବର୍ଷ
Read More...

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରଣାସୀ ଗସ୍ତ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ସେଠାରେ ୧୭୮୪ କୋଟି ଟଙ୍କାର ଯୋଜନାର ଉପହାର ଦେବେ । ମୋଦୀ ପ୍ରାୟ ୫ ଘଣ୍ଟା କାଶୀରେ ରହିବେ । ପ୍ରଧାନମନ୍ତ୍ରୀ ସର୍ବପ୍ରଥମେ ବିଶ୍ୱ ଟିବି ଦିବସରେ ବାରଣାସୀର ଋଦ୍ରାକ୍ଷ କନଭେନ୍ସନ
Read More...

ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ : କଂଗ୍ରେସ ନେତା ରହୁଲ ଗାନ୍ଧୀ 'ସବୁ ମୋଦୀ ଚୋର' ମନ୍ତବ୍ୟ ମାମଲାରେ ଗୁରୁବାର ଗୁଜୁରାଟର ସୁରଟ ସ୍ଥିତ ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ଅଦାଲତଙ୍କ ଏହି ରାୟ ପରେ ରାହୁଲ ଏମ୍‌ପି ପଦ ହରାଇପାରନ୍ତି । ପାର୍ଲ୍ୟାମେଣ୍ଟର ଏକ
Read More...

କେନ୍ଦୁଝରର କଣ୍ଢେଇ ନାଚର ସାଧକ ମାଗୁଣି କୁଅଁର ରାଷ୍ଟ୍ରପତିଙ୍କ ହାତରୁ ଗ୍ରହଣ କଲେ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ : ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫୪ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍.ଏମ୍. କ୍ରିଷ୍ଣାଙ୍କୁ ପଦ୍ମ
Read More...

କୁଇନ୍ସଲ୍ୟାଣ୍ଡରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ବୁଢିଆଣୀ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ମ୍ୟୁଜିୟମର ଅନୁସନ୍ଧାନକାରୀଙ୍କ ଦ୍ୱାରା ଏକ ବିରଳ ତଥା ବିଶାଳ ବୁଢିଆଣୀ ଆବିଷ୍କୃତ ହୋଇଛି । ବ୍ରିସବେନର ପଶ୍ଚିମରେ ରେଶମ ଏବଂ ମାଟିରେ ନିର୍ମିତ ଏକ ଜାଲ ତଳେ ଏହି ବିରଳ ପ୍ରଜାତିର ବୁଢିଆଣୀ ଲୁଚି ରହିଥିବା ଦେଖିବାକୁ ମିଳିଥିଲା ​। ଏହି
Read More...