ହ୍ରଦରେ ବୁଡ଼ି ୫ ନାବାଳକ ମୃତ
ନୂଆଦିଲ୍ଲୀ : ଗୁଜରାଟ ବୋଟାଦ ସ୍ଥିତ କୃଷ୍ଣସାଗର ହ୍ରଦରେ ବୁଡ଼ି ୫ ନାବାଳକ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଶନିବାର ଦୁଇଜଣ ପିଲା ହ୍ରଦରେ ପହଁରୁଥିବା ବେଳେ ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଆଉ ୩ଜଣ ପିଲା ସେମାନଙ୍କୁ ଉଦ୍ଧାର କରିବାକୁ ହ୍ରଦକୁ ଡେଇଁପଡ଼ିଥିଲେ । କିନ୍ତୁ,!-->…
Read More...
Read More...