Browsing Tag

news of india

ତେଲଙ୍ଗାନାର ୱାରାଙ୍ଗଲରେ ପ୍ରାୟ ୬୧୦୦ କୋଟି ଟଙ୍କା ମୂଲ୍ୟର ଅନେକ ଭିତ୍ତିଭୂମି ବିକାଶ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର…

୧୭୬ କିଲୋମିଟର ଦୈର୍ଘ୍ୟ ୫୫୫୦ କୋଟିରୁ ଅଧିକ ମୂଲ୍ୟର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିକାଜିପେଟରେ ୫୦୦ କୋଟିରୁ ଅଧିକ ମୂଲ୍ୟର ରେଲୱେ ଉତ୍ପାଦନ ୟୁନିଟ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିଭଦ୍ରକାଳୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିଛନ୍ତିତେଲୁଗୁ
Read More...

ବିଦାୟ ମୋଡ଼ରେ ରାଜସ୍ଥାନ ସରକାର, ମନ୍ତ୍ରୀ ଓ ବିଧାୟକମାନେ ସରକାରୀ ଘର ଖାଲି କରୁଛନ୍ତି : ବିକାନେର ସମାବେଶରେ…

ବିକାନେର : ରାଜସ୍ଥାନର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳଗୁଡ଼ିକ ପରସ୍ପର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଏଥର ଭାରତୀୟ ଜନତା ପାର୍ଟି ଟାର୍ଗେଟ କରିଛି କଂଗ୍ରେସକୁ । ଏହି କ୍ରମରେ ରାଜ୍ୟର ବିକାନେରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଥିବା ବେଳେ
Read More...

ରୁଷ-ୟୁକ୍ରେନ ଯୁଦ୍ଧ ୫୦୦ ଦିନ ସମାପ୍ତ କରିଛି, ବର୍ତ୍ତମାନ ପର୍ଯ୍ୟନ୍ତ ୫୦୦ ପିଲାଙ୍କ ସମେତ ୯୦୦୦ ଲୋକଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ହେବାର ଏକ ବର୍ଷରୁ ଅଧିକ ସମୟ ବିତି ସରିଲାଣି । ୟୁକ୍ରେନରେ ରୁଷର ଯୁଦ୍ଧ ଯୋଗୁଁ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ମିଳିତ ଜାତିସଂଘ ନିନ୍ଦା କରିଛି । ମିଳିତ ଜାତିସଂଘ କହିଛି ଯେ, ଏହି ଯୁଦ୍ଧ ୫୦୦ ଦିନରୁ ଅଧିକ ସମୟ ଧରି ଚାଲିଛି ଏବଂ ଏହି ବିବାଦର କୌଣସି
Read More...

ଦୁର୍ବ୍ୟବହାରର ଶିକାର ହୋଇଥିବା ପୀଡ଼ିତଙ୍କୁ ଭେଟିଲେ ସିଏମ୍‌ ଶିବରାଜ, ପାଦ ଧୋଇଲେ

ଭୋପାଳ : ମଧ୍ୟପ୍ରଦେଶରେ ଜଣେ ନୀରିହଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତ ପ୍ରବେଶ ଶୁକ୍ଲାଙ୍କୁ ଜେଲକୁ ପଠାଇବା ସହିତ ତାଙ୍କ ବେଆଇନ ଭାବେ ନିର୍ମିତ ଘର ଉପରେ ବୁଲଡୋଜର ଲଗାଇ ଦିଆଯାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନହାନ ଗୁରୁବାର ଏହି ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ
Read More...

ମହାରାଷ୍ଟ୍ର ରାଜନୀତି : ବୈଠକ ପୂର୍ବରୁ ଅଜିତ ପାୱାରଙ୍କୁ ବଡ ଝଟ୍‌କା, ୪ ଜଣ ବିଧାୟକ ଏବଂ ଜଣେ ସାଂସଦ ଶରଦ ପାୱାରଙ୍କୁ…

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଗୋଳିଆ ଘଂଟା ମଧ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ, କାରଣ ଆଜି ଶରଦ ପାୱାର ଏବଂ ଅଜିତ ପାୱାର ସେମାନଙ୍କ ସମର୍ଥକଙ୍କ ବୈଠକ ଡାକିଛନ୍ତି । ଏହି ବୈଠକରୁ ସ୍ପଷ୍ଟ ହେବ ଯେ, କାହାର କେତେ ଶକ୍ତି ଅଛି । ତେବେ ଏହି ବୈଠକ ପୂର୍ବରୁ ଅଜିତ ପାୱାର ଏକ ବଡ଼
Read More...

ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଉଡ଼ୁଥିଲା ଡ୍ରୋନ୍, ତଦନ୍ତ କରୁଛି ପୋଲିସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଡ୍ରୋନ୍ ଉଡ଼ିବାର ଖବର ସାମ୍ନାକୁ ଆସିଛି । ସକାଳ ୫ ଟାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧୀନରେ ନିୟୋଜିତ ଏସ୍‌ପିଜି ଏହି ବିଷୟରେ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଡ୍ରୋନ୍
Read More...

୨୦୧୪ ବର୍ଷ ପର୍ଯ୍ୟନ୍ତ ଦେଶରେ କେବଳ ୩୮୦ ମେଡିକାଲ୍ କଲେଜ ଥିଲା, ବର୍ତ୍ତମାନର ସ୍ଥିତି କହିଲେ କେନ୍ଦ୍ର ମନ୍ତ୍ରୀ…

ନୂଆଦିଲ୍ଲୀ : ସ୍ୱାଧୀନତା ଠାରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ମୋଟ ୩୮୦ ମେଡିକାଲ କଲେଜ ଥିଲା, ନରେନ୍ଦ୍ର ମୋଦୀ ସରକାର ଆସିବା ପରେ ଏଥିରେ ବୃଦ୍ଧି ଘଟିଛି । ରବିବାର ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ ୨୬୨ଟି ନୂତନ ମେଡିକାଲ
Read More...

ମହାରାଷ୍ଟ୍ର ବୁଲଢ଼ାଣାର ସମୃଦ୍ଧି ମହାମର୍ଗ ଏକ୍ସପ୍ରେସ୍‌ ୱେରେ ବସ୍‌ରେ ଲାଗିଲା ନିଆଁ : ୨୬ ଯାତ୍ରୀଙ୍କ ପ୍ରାଣହାନୀ,…

ବୁଲଢ଼ାଣା : ମହାରାଷ୍ଟ୍ରର ବୁଲଢ଼ାଣାର ସମୃଦ୍ଧି ମହାବର୍ଗ ଏକ୍ସପ୍ରେସ ୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଏକ ବସ୍‌ରେ ନିଆଁ ଲାଗି ୨୬ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ବସ୍‌ରେ ସମୁଦାୟ ୩୩ ଜଣ ଯାତ୍ରୀ ଥିଲେ । ବୁଲଢ଼ାଣା ଜିଲ୍ଲାର ସିନ୍ଧଖେଡାରାଜା ନିକଟ ପିମ୍ପଲଖୁଟା ଗ୍ରାମ ନିକଟ
Read More...

ବିଳମ୍ବିତ ରାତିରେ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିବା ପ୍ରେମିକଙ୍କୁ ପିଟିପିଟି ହତ୍ୟା

ଗାଜିଆବାଦ : ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ମୁସ୍ତାଫାବାଦ ନିବାସୀ ପରଭେଜ ବୋଲି ଜଣାପଡିଛି । ପରଭେଜଙ୍କୁ ମାଡ ମାରିବା ପରେ ଅଭିଯୁକ୍ତମାନେ ନିଜେ ପୋଲିସକୁ ଫୋନ
Read More...

ଉଦୟପୁରରେ ଗର୍ଜିଲେ ଅମିତ ଶାହା, ରାଜସ୍ଥାନରୁ କଂଗ୍ରେସର ବିଦାୟ ନିଶ୍ଚିତ

ଉଦୟପୁର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ରାଜସ୍ଥାନର ଉଦୟପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି । ଅମିତ ଶାହାଙ୍କ ସମ୍ବୋଧନରେ ରାଜ୍ୟର ଅଶୋକ ଗେହଲୋଟ୍ ସରକାର ଏବଂ କଂଗ୍ରେସ ଦଳ ଟାର୍ଗେଟରେ ଥିଲେ । ସେ କହିଛନ୍ତି ଯେ, ଗେହଲୋଟ୍ ଜୀ ଏହି ବୟସରେ ଅଯଥାରେ ବୁଲୁଛନ୍ତି ।
Read More...