Browsing Tag

news of india

ଏନକାଉଣ୍ଟରେ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀର ରଜୌରୀ ଜିଲ୍ଲାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମିଳିଛି । ଏହି ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଗତକାଲି ଆତଙ୍କୀ ଗୁଳିରେ ୩ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।
Read More...

ଯେଉଁଠି ଆକ୍ସିଡେଣ୍ଟ ସେଇଠି କେସ୍‌ ଦେବା ଜରୁରୀ ନୁହେଁ : ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ଯେଉଁଠି ଆକ୍ସିଡେଣ୍ଟ ସେଇଠି କେସ୍‌ ଦେବା ଜରୁରୀ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି । ଯାହାକି, ସୁପ୍ରିମ୍‌କୋର୍ଟ ଏକ ମାମଲାର ଶୁଣାଣି କରିବା ବେଳେ ଏଭଳି ଏକ ଅଭିନବ ରାୟ ଶୁଣାଇଛନ୍ତି । MACT ଆକ୍ଟ ୧୬୬ ଅନୁସାରେ, ଯେଉଁଠି ଆକ୍ସିଡେଣ୍ଟ ହେବ, ସେଇଠି ହିଁ କେସ ହବ ଓ
Read More...

ପ୍ରବଳ ବର୍ଷା ଯୋଗୁଁ କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ

ଡେରାଡୁନ୍‌: ଗୁରୁବାର ରାତିରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଦେଇ ଯାଇଥିବା କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ ହେବାରୁ ପ୍ରାୟ ୧୩ଜଣ ଯାତ୍ରୀ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି ବୋଲି ‘ଏଏନ୍‌ଆଇ’ ରିପୋର୍ଟ କରିଛି । ଗତରାତିରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ଆସିଥିବା
Read More...

ISROର ଆଉ ଏକ ସଫଳତା, ସିଙ୍ଗାପୁରର ୭ଟି ସାଟେଲାଇଟ୍ ନେଇ କକ୍ଷପଥରେ ସ୍ଥାପନ କଲା PSLV-C56 ରକେଟ

ନୂଆଦିଲ୍ଲୀ : ମହାକାଶ କ୍ଷେତ୍ରରେ ଭାରତ ଏକ ନୂତନ ଇତିହାସ ସୃଷ୍ଟି କରିଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ରବିବାର ଏକାସାଙ୍ଗରେ ୭ଟି ସାଟେଲାଇଟ୍ ଉତକ୍ଷେପଣ କରିଛି । ଏଥିମଧ୍ୟରେ ଗୋଟିଏ ସ୍ବେଦେଶୀ ଏବଂ ସିଙ୍ଗାପୁରର ୬ଟି ସାଟେଲାଇଟ୍ ଅନ୍ତର୍ଭୁକ୍ତ । ଆନ୍ଧ୍ରପ୍ରଦେଶର
Read More...

ନୂଆଦିଲ୍ଲୀରେ ଓଡ଼ିଆ ଉପନ୍ୟାସ ’ଯାଜ୍ଞସେନୀ’ର ସଂସ୍କୃତ ଅନୁବାଦିତ ପୁସ୍ତକ ଉନ୍ମୋଚିତ

ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତର ଇତିହାସରେ ଯାଜ୍ଞସେନୀ ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଅନେକ ଚରିତ୍ର ଅଛନ୍ତି । ଏହି କଥାକୁ ନୂଆପିଢି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମର ବିଶ୍ୱବିଦ୍ୟାଳୟ ଗୁଡ଼ିକ ଉକ୍ତ ବିଷୟ ଉପରେ ଅନୁସନ୍ଧାନ ସହ ବାଖ୍ୟାନ କରିବା ପାଇଁ ଦାୟିତ୍ୱ ନେବାକୁ
Read More...

ଭୂମିକମ୍ପରେ ଥରିଲା ଜୟପୁର ଓ ମଣିପୁର

ନୂଆଦିଲ୍ଲୀ : ଆଜି ପ୍ରତ୍ୟୁଷରେ ରାଜସ୍ଥାନର ଜୟପୁର ଓ ମଣିପୁର ରାଜ୍ୟରେ ଭୂମିକମ୍ପ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ସୂଚନା ଦେଇଛି । ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ସୂଚନା ଅନୁସାରେ, ପାହାନ୍ତା ୪ ରୁ ଭୋର୍‌ ୪.୨୫ ମଧ୍ୟରେ ରାଜସ୍ଥାନର
Read More...

୨୪ ଘଣ୍ଟା ଭିତରେ କ୍ରିମିଆ ବ୍ରିଜ ଉପରେ ହୋଇଥିବା ଆକ୍ରମଣ ପ୍ରତିଶୋଧ ନେଲା ରୁଷ

ନୂଆଦିଲ୍ଲୀ : ୨୪ ଘଣ୍ଟା ମଧ୍ୟରେ କ୍ରିମିଆ ସମୁଦ୍ର ସେତୁ ଉପରେ ହୋଇଥିବା ଆକ୍ରମଣ ଉପରେ ରୁଷର ରାଷ୍ଟ୍ରପତି ପୁତିନ ପ୍ରତିଶୋଧ ନେଇଛନ୍ତି । ଏଏଫ୍‌ପି ରିପୋର୍ଟ ଅନୁଯାୟୀ, ରୁଷର ସେନା ୟୁକ୍ରେନର ଓଡିଶା ପୋର୍ଟରେ ସବୁଠାରୁ ବଡ ଏୟାର ଷ୍ଟ୍ରାଇକ୍ କରିଛି । ଚିତ୍ରଗୁଡ଼ିକରେ ବନ୍ଦରରୁ ବିପୁଳ
Read More...

ଚନ୍ଦ୍ରଯାନ-୩ର ଆଜି ଉତକ୍ଷେପଣ

ହାଇଦ୍ରାବାଦ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ତୃତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରଯାନ-୩ର ପ୍ରକ୍ଷେପଣ ଲାଗି ୨୫:୩୦ ଘଣ୍ଟାର ଅବଗଣନା ଗୁରୁବାର ୧ଟା ୦୫ରୁ ଆରମ୍ଭ ହୋଇଛି । ଶୁକ୍ରବାର ଅପରାହ୍ନ ୨ଟା ୩୫ରେ ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍‌ ମହାକାଶ
Read More...

କାଉଣ୍ଟଡାଉନ ଆରମ୍ଭ : କାଲି ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୩

ନୂଆଦିଲ୍ଲୀ : କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୩ । ଫାଇନାଲ ଟଚ୍ ଦେବାରେ ଲାଗିଛି ଇସ୍ରୋ । ଫୋକସରେ ସଫଳ ଲ୍ୟାଣ୍ଡିଂ । ପୂର୍ବାପେକ୍ଷା ଅଧିକ ଇନ୍ଧନ, ବିଫଳ ନହେବାକୁ ପଦକ୍ଷେପ ସହ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରାଯାଉଛି ।
Read More...

ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରିଲେ ମୋଦୀ । ବାଷ୍ଟିଲ ଡେ' ପରେଡ୍‌ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ଭାରତର ୩ ସେନା
Read More...