Browsing Tag

Newdelhi news

ରାନ୍ଧିବା ତେଲ ଶୀଘ୍ର ଶସ୍ତା ହେବ, ସରକାର ଦୁଇ ବର୍ଷ ପାଇଁ ଟ୍ୟାକ୍ସମୁକ୍ତ ଆମଦାନୀକୁ ଅନୁମତି ଦେବେ

ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲ ପରେ ସରକାର ଖାଇବା ତେଲ ଉପରେ ଟିକସ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କାରଣରୁ ଆସନ୍ତା ଦିନରେ ଖାଇବା ତେଲର ମୂଲ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବାର୍ଷିକ ୨୦ ନିୟୁତ ଟନ୍ ଅଶୋଧିତ ସୋୟାବିନ୍ ଏବଂ
Read More...

ପିପିଏ ବୋର୍ଡ ସଦସ୍ୟା ହେଲେ ଯାମିନୀ ଷଡଙ୍ଗୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପାରାଦ୍ୱୀପ ବନ୍ଦର ପ୍ରାଧିକରଣ(ପିପିଏ) ବୋର୍ଡ ସଦସ୍ୟା ଭାବେ ଆଇଏଏସ୍‌ ଅଧିକାରୀ ତଥା ଓଡିଶା ରାଜ୍ୟ ମେଡିକାଲ କର୍ପୋରେସନ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀଙ୍କୁ ନିଯୁକ୍ତ କରିଛନ୍ତି । ନିଯୁକ୍ତି ସଂପର୍କରେ କେନ୍ଦ୍ର ବନ୍ଦର, ଜାହାଜ
Read More...

ସାଇରସ୍‌ଙ୍କ ଆବେଦନ ସୁପ୍ରିମ୍‌ କୋର୍ଟରେ ଖାରଜ

ନୂଆଦିଲ୍ଲୀ : ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ବିଦା କରାଯିବା ନିଷ୍ପତ୍ତି ସପକ୍ଷରେ ୨୦୨୧ରେ ଦିଆଯାଇଥିବା ରାୟ ବିରୋଧରେ ସାଇରସ୍‌ ମିସ୍ତ୍ରୀ ଦାଖଲ କରିଥିବା ରିଭ୍ୟୁ ପିଟିସନକୁ ଗତକାଲି ସୁପ୍ରିମ୍‌ କୋର୍ଟ ଖାରଜ କରିଦେଇଛି । ୨୦୧୬ ଅକ୍ଟୋବରରେ ନାଟକୀୟ ଢଙ୍ଗରେ ତାଙ୍କୁ ଟାଟା ସନ୍ସ ଅଧକ୍ଷ୍ୟ ପଦରୁ
Read More...

ବିଜେପିରେ ସାମିଲ ହେଲେ କିଛି ଦିନ ତଳେ କଂଗ୍ରେସ ଛାଡ଼ିଥିବା ବରିଷ୍ଠ ନେତା ସୁନୀଲ ଜାଖର

ନୂଆଦିଲ୍ଲୀ : ବିଜେପିରେ ସାମିଲ ହୋଇଛନ୍ତି କିଛି ଦିନ ତଳେ କଂଗ୍ରେସ ଛାଡ଼ିଥିବା ବରିଷ୍ଠ ନେତା ସୁନୀଲ ଜାଖର । ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ଭାବେ ଜାଖର କାର୍ୟ୍ୟ କରିଥିବା ବେଳେ ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି । ତେବେ ଦିଲ୍ଲୀ
Read More...

ପୂର୍ବତନ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ୍‌

ନୂଆଦିଲ୍ଲୀ: କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ । ତେବେ ୩୪ ବର୍ଷ ପୁରୁଣା ଏକ ପାର୍କିଂକୁ ନେଇ ଦାଦାଗିରି ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ ।
Read More...

ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୪.୯ ରେକର୍ଡ କରାଯାଇଛି । ଏହି ଭୂମିକମ୍ପରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ବିଭାଗ
Read More...

ଶ୍ରୀଲଙ୍କାରେ ଖାଦ୍ୟ ଏବଂ ପାନୀୟ ପାଇଁ ସଂଘର୍ଷ କରୁଛନ୍ତି ଲୋକେ, ୧୩ ଘଣ୍ଟା ବିଦ୍ୟୁତ୍ କାଟ୍‌ରେ ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ : ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ସରିଯାଇଛି, ଯେଉଁଥି ପାଇଁ ଶ୍ରୀଲଙ୍କା ଜରୁରୀ ଜିନିଷ ଆମଦାନୀ କରିବାରେ ଅସମର୍ଥ । ଦେଶରେ ଔଷଧ, ଖାଦ୍ୟ ଶସ୍ୟ, ଚିନି, କ୍ଷୀର ପାଉଡର, ପନିପରିବା ଅଦି ସାମଗ୍ରୀର ଘୋର ଅଭାବ ରହିଛି । ଖାଦ୍ୟ ସାମଗ୍ରୀ ପାଇଁ ଲୋକଙ୍କ ମଧ୍ୟରେ
Read More...

ରାତି ୮ଟାରେ ପାକ୍‌ ସଂସଦର ଭଙ୍ଗକୁ ନେଇ ସୁପ୍ରିମକୋର୍ଟରେ ନିଷ୍ପତ୍ତି : ପ୍ରଧାନ ବିଚାରପତି ଡେପୁଟି ବାଚସ୍ପତିଙ୍କ…

ନୂଆଦିଲ୍ଲୀ : ପାକିସ୍ତାନର ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କୁ ଏକ ଝଟକା ଦେଇଛନ୍ତି । ପାକିସ୍ତାନର ସୁପ୍ରିମକୋର୍ଟ କହିଛନ୍ତି ଯେ, ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ସମୟରେ ଡେପୁଟି ବାଚସ୍ପତି ଦେଇଥିବା ନିଷ୍ପତ୍ତି ଭୁଲ ଅଟେ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଆମକୁ ଦେଶର
Read More...

ୟୁକ୍ରେନର ବୁଚାରେ ରୁଷର ସୈନ୍ୟବାହିନୀର ନରସଂହାରରେ ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ : ରୁଷ ସୈନ୍ୟବାହିନୀ ୟୁକ୍ରେନର ବୁଚା ସହରରେ ବିଭତ୍ସ ନରସଂହାର କରିଥିବା ଅଭିଯୋଗ କରିଛି ୟୁକ୍ରେନ । ଅନ୍ୟପକ୍ଷରେ, ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନାରେ ମଧ୍ୟ କିଛି ସମାଧାନର ବାଟ ଫିଟିବା ଆଶା ରହିଛି । ତୁର୍କୀରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନାରେ କିଛି ସର୍ତ୍ତ
Read More...

୪ଟି ପାକିସ୍ତାନୀ ସମେତ ୨୨ଟି ୟୁଟ୍ୟୁବ୍ ଚ୍ୟାନେଲକୁ ଆଇଏଣ୍ଡବି ମନ୍ତ୍ରଣାଳୟ ବ୍ଲକ୍‌ କଲା : ଜାତୀୟ ସୁରକ୍ଷା ବିଷୟରେ…

ନୂଆଦିଲ୍ଲୀ : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ୪ଟି ପାକିସ୍ତାନୀ ଏବଂ ୧୮ଟି ଭାରତୀୟ ମୋଟ ୨୨ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍‌ କରିଛି । ଦେଶର ଜାତୀୟ ନିରାପତ୍ତା, ବୈଦେଶିକ ନୀତି ତଥା ସାଧାରଣ ଶୃଙ୍ଖଳା ବିଷୟରେ ବିଭ୍ରାନ୍ତିକର ତଥ୍ୟ ବିସ୍ତାର କରିଥିବାରୁ
Read More...