Browsing Tag

Newdelhi news

କ୍ରିକେଟର୍‌ ଗୌତମ ଗମ୍ଭୀର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନକଲେ

ନୂଆଦିଲ୍ଲୀ : କ୍ରିକେଟର୍‌ ଗୌତମ ଗମ୍ଭୀର ତଥା ଭାରତର ପୂର୍ବତନ ସାଂସଦ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି । ଗୁରୁବାର ଗମ୍ଭୀର ଶ୍ରୀ ରାମ ଜନ୍ମଭୂମି ତୀର୍ଥସ୍ଥାନର ଟ୍ରଷ୍ଟର ସନ୍ଥଙ୍କୁ ସାକ୍ଷାତ କରି ଏହି ୧ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି
Read More...

ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ : ଆମେରିକାର ୪୬ ତମ ନବ ନିର୍ବାଚିତ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ୍ଉ ଓ ପରାଷ୍ଟ୍ରପତି ଭାବରେ କମଳା ହାରିସ ଶପଥ ନେଇଛନ୍ତି । ତେବେ ସେମାନଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ମୋଦି ଲେଖିଛନ୍ତି ଯେ,
Read More...

ଗଡିଲା ସୋନୁ ସୁଦ ଆମ୍ବୁଲାନ୍ସ ସେବା

ନୂଆଦିଲ୍ଲୀ : ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସହାୟତା ଯୋଗାଇ ରିଅଲ ହିରୋ ପାଲଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍‌ । ସୋନୁଙ୍କ ଏହି ମହାନତା ତାଙ୍କୁ ଏକ ନୂଆ ପରିଚୟ ଦେଇଛି । ଏଥିପାଇଁ ତାଙ୍କ ନାଁରେ କେଉଁଠି ମନ୍ଦିର ହୋଇଛି ତ ଆଉ କେଉଁଠି ତାଙ୍କ ନାଁରେ ଦୋକାନ । ଏବେ ଅଭିନେତା ସୋନୁ
Read More...

ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଭିତ୍ତିହୀନ ଭୟକୁ ଦୂର କରିବା ପାଇଁ କରୋନା ଟିକା ନେଇଛନ୍ତି

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କରୋନା ଟିକା ନେଇଛନ୍ତି । ଏହାଦ୍ୱାରା ସେ ସମସ୍ତ ଆଶଙ୍କା, ଗୁଜବ ଏବଂ ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆଜି ସାରା ଦେଶରେ କରୋନା ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ
Read More...

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟାଙ୍କ ବାପାଙ୍କ ପରଲୋକ

ନୂଆଦିଲ୍ଲୀ : କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟାଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କର ପରଲୋକ ହୋଇଯାଇଛି । ଆଜି ସକାଳେ ହିମାଂଶୁ ହୃଦଘାତର ଶିକାର ହୋଇଥିଲେ ଓ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଅନେକ ସାକ୍ଷାତକାରରେ ଏହି ଦୁଇ କ୍ରିକେଟର ଭାଇ ସେମାନଙ୍କ ସଫଳତା ପଛରେ ତାଙ୍କ
Read More...

ଆଜି ଭାରତୀୟ ସେନା ଦିବସ : ସେନାରେ କାର୍ୟ୍ୟରତ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଲେ ରା‌ଷ୍ଟ୍ରପତି ଓ ପ୍ରଧାନମ‌ନ୍ତ୍ରୀ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଭାରତୀୟ ସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ କରି ଲେଖିଛନ୍ତି ଯେ, ଭାରତୀୟ ସେନାରେ କାର୍ୟ୍ୟରତ
Read More...

ଡି. ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରି ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରେ କଟକରେ ପ୍ରକାଶ ରାଓଙ୍କୁ ସାକ୍ଷାତ କରିବା ବେଳର ଫଟୋକୁ ସେୟାର କରିଛନ୍ତି । ମୋଦୀ ଟ୍ୱିଟ
Read More...

ପୁଣି ଖସିଗଲେ ଏଲନ୍‌ ମସ୍କ : ମାତ୍ର ସପ୍ତାହେ ପାଇଁ ହୋଇଥିଲେ ବିଶ୍ୱର ସବୁଠାରୁ ଧନୀ

ନୂଆଦିଲ୍ଲୀ : ସ୍ପେଶ୍‌-ଏକ୍ସର ସଂସ୍ଥାପକ ତଥା ଟେସଲାର ସିଇଓ ଏଲନ୍‌ ମସ୍କ ଗୋଟିଏ ସପ୍ତାହ ଭିତରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ପୁଣି ତଳକୁ ଖସିଆସିଛନ୍ତି । ଏବେ ସେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ପାଲଟି ଯାଇଛନ୍ତି । ପ୍ରଥମ ସ୍ଥାନରେ ପୁଣି ଆମାଜନର ଫାଉଣ୍ଡର ଜେଫ୍‌ ବେଜୋସ୍‌
Read More...

ଭାଇରାଲ ହେବାରେ ଲାଗିଛି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ଝିଅର ପ୍ରଥମ ଫଟୋ

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ପରିବାରରେ ଗତ ସୋମବାର ଦିନ ସାମିଲ ହୋଇଛି ଜଣେ ସଦସ୍ୟ । ଗତକାଲି ଅନୁଷ୍କା ଶର୍ମା ତାଙ୍କର ପ୍ରଥମ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ବିରାଟ କୋହଲି ସୋସିଆଲ ମିଡିଆ ମାଧ୍ୟମରେ ସେ ବାପା ହୋଇଥିବା ସୂଚନା
Read More...

୨୧୦ ଟଙ୍କାରେ ମିଳିବ କୋଭିସିଲ୍ଡ : ନିର୍ଦ୍ଧାରିତ ହେଲା କରୋନା ଭ୍ୟାକ୍ସିନର ମୂଲ୍ୟ

ନୂଆଦିଲ୍ଲୀ : ୨୧୦ ଟଙ୍କା ହେବ ଅକ୍ସଫୋର୍ଡ୍ସ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକାର କୋଭିଡ୍‌ ଭ୍ୟାକ୍ସିନ କୋଭିସିଲ୍ଡର ଏକ ଶିଶିର ମୂଲ୍ୟ ଭାରତରେ ବୋଲି ଜଣାପଡିଛି । ଭ୍ୟାକସିନ ନିର୍ମାତାକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଝଓଓ)ର ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି ।
Read More...