Browsing Tag

Newdelhi news

ସଂସଦ ଅଭିମୁଖେ ବାହାରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ସଂସଦ ଅଭିମୁଖେ ବାହାରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବରିଷ୍ଠ ଅଧିକାରୀଙ୍କ ସହ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ । ଆଉ କିଛି ଘଂଟାର ଅପେକ୍ଷା । ସଂସଦରେ ଆଗତ ହେବ ସାଧାରଣ ବଜେଟ୍ । ସାଧାରଣ ବଜେଟ ପୂର୍ବରୁ କ୍ୟାବିନେଟ ମିଟିଂ ।
Read More...

ମୁଖ୍ୟ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ହେବେ ଏୟାର ମାର୍ଶଲ ରାଜେଶ କୁମାର

ନୂଆଦିଲ୍ଲୀ : ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ମୁଖ୍ୟ ଏୟାର ମାର୍ଶଲ ଏନଏସ ଧିଲନ୍ ଆଜି ନିଜ କାର୍ୟ୍ୟରୁ ଅବସର ଗ୍ରହଣ କରିବେ । ତେବେ ସୁଚନା ଅନୁସାରେ ତାଙ୍କ ସ୍ଥାନରେ ଏୟାର ମାର୍ଶଲ ରାଜେଶ କୁମାର ନିଯୁକ୍ତି ପାଇବେ । ରାଜେଶ କୁମାର ୧୯୮୧ ଡିସେମ୍ବରରେ ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ
Read More...

ମୋଦିଙ୍କ ମନ ଜିଣିଲା ଓଡ଼ିଆ ଝିଅ

ନୂଆଦିଲ୍ଲୀ : ଓଡ଼ିଶାର କଳାକୁ ପୁଣି ଜାତୀୟ ସ୍ତରରେ ମିଳିଲା ସାବାସି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ କୀ ବାତରେ ରାଉରକେଲାର ଝିଅ ଭାଗ୍ୟଶ୍ରୀ ସାହୁଙ୍କ କଳାକୁ ପ୍ରଶଂସା କରିଛନ୍ତି । ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ଗତ କିଛି ଦିନ ହେଲା ପଟ୍ଟଚିତ୍ରକୁ ଆପଣାଇ ଯେଉଁଭଳି
Read More...

ନୂଆଦିଲ୍ଲୀ ଦୂତାବାସ ବିସ୍ଫୋରଣ ଏକ ଟ୍ରେଲର ମାତ୍ର ବୋଲି ଜୈଶ-ଉଲହିନ୍ଦ ସଂଗଠନ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ଗତ କାଲି (ଶୁକ୍ରବାର) ନୂଆଦିଲ୍ଲୀ ଇସ୍ରାଏଲ ଦୂତାବାସ ସମ୍ମୁଖରେ ହୋଇଥିବା ବିସ୍ଫୋରଣ ପୁରା ରାଜଧାନୀକୁ ଅଶାନ୍ତ କରିଦେଇଥିଲା । ଏତେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଏଭଳି ବିସ୍ଫୋରଣ କେମିତି ହେଲା । ବିସ୍ଫୋରଣ ପଛର କାରଣ କଣ ତାହାକୁ ନେଇ ଏବେ ଖୋଳତାଡ ଚଳାଇଛନ୍ତି ଭାରତ ଓ
Read More...

ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ, ଫରେନସିକ୍ ଓ ଏନଆଇଏର ଛାନଭିନ୍

ନୂଆଦିଲ୍ଲୀ : ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏହା ଦେଶବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଏହା ଆତଙ୍କବାଦୀ କାର୍ଯ୍ୟକଳାପ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି । ବୋମା ବିସ୍ଫୋରଣରେ ୪ରୁ ୫ଟି କାରର କାଚ
Read More...

ବସ୍ ସହିତ ଗ୍ୟାସ ବୋଝେଇ ଟ୍ରକ ଧକ୍କା : ଜଳିଗଲେ ୫୩ଜଣ, ୨୯ ଗୁରୁତର

ନୂଆଦିଲ୍ଲୀ : ଆଫ୍ରିକାର କେମ୍ରୁନର ପଶ୍ଚିମ ସହର ଡଚାଙ୍ଗରେ ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଛି । ଇନ୍ଧନ ଭର୍ତ୍ତି ଟ୍ରକଟି ଦୁର୍ଘଟଣା ହେବାରୁ, ଟ୍ରକ ଓ ବସ୍‌ରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ଯାତ୍ରୀ ଚାପି ହୋଇଥିବା ବେଳେ ଆଉ କିଛି ନିଆଁରେ ପୋଡି ମୃତ୍ୟୁବରଣ
Read More...

ଭାରତୀୟ ସେନାକୁ ପ୍ରଥମ ପର୍ୟ୍ୟାୟରେ ୬ ହଜାର ଇସ୍ରାଏଲି ଲାଇଟ୍ ମେସିନ୍ ଗନ ମିଳିଲା

ନୂଆଦିଲ୍ଲୀ : ଭାରତୀୟ ସେନାକୁ ପ୍ରଥମ ପର୍ୟ୍ୟାୟରେ ୬ ହଜାର ଇସ୍ରାଏଲି ଲାଇଟ୍ ମେସିନ୍ ଗନ ମିଳିଲା । ବଳକା ଥିବା ଆଉ ୧୦ ହଜାର ଇସ୍ରାଏଲି ଲାଇଟ୍ ମେସିନ୍ ଗନ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଆସିବ ବୋଲି ସୂଚନା ମିଳିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୧୯ ମାର୍ଚ୍ଚରେ ଏଥିପାଇଁ ଅନୁମତି ଦେଇଥିଲା
Read More...

କ୍ୟାନ୍ସର ଆକ୍ରାନ୍ତ ଝିଅର ମନୋବଳ ବଢ଼ାଇବା ପାଇଁ ମା’ ବି ନିଜ ଚୁଟି କାଟିଲେ

ନୂଆଦିଲ୍ଲୀ : ତ୍ୟାଗର ପ୍ରତିମୂର୍ତି ମାଁର ଆଉ ଏକ ରୂପ ସୋସିଆଲ ସାଇଟରେ ଦେଖିବାକୁ ମିଳିଛି । ଲୁସିୟାନା ରିବେଲା ନାମକ ଜଣେ ମହିଳା କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି । ଏଥିଯୋଗୁ ତାଙ୍କ ଚୁଟି ଝଡିବା ଆରମ୍ଭ ହୋଇଥିଲା । ଏହା ଦେଖି ତାଙ୍କ ମାଁ ନିଜ ଝିଅର ଚୁଟି ସବୁ କାଟି ଦେଇଥିଲେ । ଝିଅର
Read More...

ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କ ଉପସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ : ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଫେବ୍ରୁଆରୀ ପହିଲାରେ ସ୍ଥଳ ସେନାର ଉପସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ବର୍ତ୍ତମାନ ସଦର୍ଣ୍ଣ ଆର୍ମୀ କମାଣ୍ଡର ଭାବେ ଅବସ୍ଥାପିତ ଅଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ୧୯୮୨ ମସିହାରେ ରାଜପୁତ
Read More...

ବୈଶାଳୀଙ୍କୁ ବିବାହ କଲେ ଅଲରାଉଣ୍ଡର କିକ୍ରେଟର ବିଜୟ ଶଙ୍କର

ନୂଆଦିଲ୍ଲୀ : ଭାରତୀୟ ଦଳର ଅଲରାଉଣ୍ଡର ବିଜୟ ଶଙ୍କର ବୁଧବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ବୈଶାଳୀ ବିଶ୍ୱେସ୍ୱରନଙ୍କୁ ବିବାହ କରିଛନ୍ତି । କରୋନା ଭାଇରସର ମହାମାରୀ ମଧ୍ୟରେ ବିଜୟ କିଛି ଦିନ ତଳେ ନିର୍ବନ୍ଧ କରିଥିଲେ ଓ ବୁଧବାର ବିବାହ କରିଛନ୍ତି । ବିଜୟଙ୍କ ବିବାହର ଫଟୋ
Read More...