Browsing Tag

Newdelhi news

ଆଇଆରଏସର ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ ସିବିଡିଟିର ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ୱ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ସୋମବାର ଭାରତୀୟ ରାଜସ୍ୱ ସେବା (ଆଇଆରଏସ)ର ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱପ୍ରଦାନ କରିଛନ୍ତି । ସେ ଆସନ୍ତା ୩ମାସ ପାଇଁ ଏହି ପଦରେ ରହିବେ । ଚଳିତ ମାସ ୨୭
Read More...

ଦେଶରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣର ୧,୬୫,୫୫୩ ମାମଲା ଚିହ୍ନଟ : ୩୪୬୦ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣର ୧,୬୫,୫୫୩ ମାମଲା ଚିହ୍ନଟ ହୋଇଛି । ସେହିପରି ଏହି ମହାମାରୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୬୦ ଜଣଙ୍କର ମୃତ୍ୟୁ ହୋଇଛି । ଦିନକ ଭିତରେ ଦେଶରେ ୨,୭୬,୩୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି
Read More...

୨୪ ଘଣ୍ଟାରେ କେରଳ ଛୁଇଁପାରେ ମୌସୁମୀ

ନୂଆଦିଲ୍ଲୀ : ୨୪ ଘଣ୍ଟାରେ କେରଳକୁ ଛୁଇଁପାରେ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ-ତାମିଲନାଡୁ ଅତି ନିକଟରେ ପହଁଞ୍ଚି ଯାଇଛି । ମୌସୁମୀର ଉତ୍ତର ଭାଗ ବର୍ତ୍ତମାନ ସମୟରେ କୋମୋରିନ ସାଗର ତଟଠାରୁ ପାଖାପାଖି ୧୦୦ କିଲୋମିଟର ଦୂରରେ ରହିଥିବା କୁହାଯାଇଛି । ଆଗାମୀ ୨୪ ଘଣ୍ଟାରେ ଏହା
Read More...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍ ଦୁବାଇରେ ଖେଳାଯିବ

ନୂଆଦିଲ୍ଲୀ : କରୋନା ପାଇଁ ଅଧାରୁ ସ୍ଥଗିତ ରହିଥିବା ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍ ଦୁବାଇ(ୟୁଏଇ)ରେ ଖେଳାଯିବ। ଆସନ୍ତା ସେପ୍ଟେମ୍ଵର-ଅକ୍ଟୋବରରେ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ୩୧ଟି ମ୍ୟାଚ୍ ଦୁବାଇରେ ଆୟୋଜନ କରାଯିବ। ଶନିବାର ବିସିସିଆଇର ସ୍ପେଶାଲ ଜେନେରାଲ୍ ମିଟିଙ୍ଗରେ ଏହି ନିଷ୍ପତ୍ତି
Read More...

ଜୁନ୍ ୧ରୁ ପୁଣି ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ : ପୁଣି ମହଙ୍ଗା ହେବ ବିମାନ ଯାତ୍ରା । ଜୁନ୍ ୧ରୁ ଘରୋଇ ବିମାନ ଭଡା ୧୫ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କରୋନାର ଦ୍ୱିତୀୟ ଲହର ସମୟରେ ବିମାନଯାତ୍ରା ଲୋକେ କମ୍ କରୁଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାରଲାଇନ୍ସର ନେଟୱାର୍କ କାପାସିଟି
Read More...

ଆଣ୍ଟିଗୁଆରୁ ୩ ଦିନ ହେବ ନିଖୋଜ ଥିବା ପଳାତକ ହୀରା ବ୍ୟବସାୟୀ ମେହଲୁ ଚୋକସୀ ଡୋମିନିକାରେ ଧରାପଡିଲେ

ନୂଆଦିଲ୍ଲୀ : ଭାରତରୁ ପଳାତକ ଘୋଷିତ ହୀରା ବ୍ୟବସାୟୀ ମେହୁଲ ଚୋକ୍ସୀ ୨୦୧୮ରୁ ଆଣ୍ଟିଗୁଆରେ ରହୁଥିଲେ ହେଲେ ଗତ ୩ ଦିନ ହେଲା ସେ ନିଖୋଜ ଥିବା ନେଇ ଖବର ଆସିଥିଲା । ତେବେ ସେ ଏବେ ଡୋମିନିକାର ତଦନ୍ତକାରୀ ସଂସ୍ଥା ସିଆଇଡି ହାତରେ ଧରା ପଡିଛନ୍ତି । ସାଧାରଣରେ ର୍ଚ୍ଛା ହେଉଛି ଯେ ସେ ଆଣ୍ଟିଗୁଆ
Read More...

ରାଜଧାନୀରେ ବ୍ଲାକ୍‌ ଫଙ୍ଗସ୍ ରୋଗ : ୬୨୦ ରୋଗୀ ଚିକିତ୍ସିତ ହେଉଛନ୍ତି, ଔଷଧ ଅଭାବର ସମ୍ମୁଖୀନ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ସହିତ ସମଗ୍ର ଦେଶରେ କ୍ରମାଗତ ଭାବରେ ବ୍ଲାକ୍‌ ଫଙ୍ଗସ୍ ରୋଗ ମଧ୍ୟ ବଢ଼ି ଚାଲିଛି । ଏଭଳି ପରିସ୍ଥିତି ଦେଶର ରାଜଧାନୀରେ ରହିଛି । ଏହା ଜଣାପଡ଼ିଛି ଯେ, ବ୍ଲାକ୍‌ ଫଙ୍ଗସରେ ପୀଡିତ ୬୨୦ ରୋଗୀଙ୍କୁ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨.୧୧ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ, ୩୮୪୨ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗର କାୟା ବିସ୍ତାର ଜାରି ରହିଛି । ୟୁପି, ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସମେତ ଅଧିକାଂଶ ରାଜ୍ୟରେ ପ୍ରତିବନ୍ଧକ ମଧ୍ୟ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨.୧୧ ଲକ୍ଷରୁ ଅଧିକ ନୂତନ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି ଏବଂ
Read More...

କେନ୍ଦ୍ର ସରକାର ଆଇପିଏସ୍ ସୁବୋଧ ଜୈସୱାଲଙ୍କୁ ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କଲେ

ନୂଆଦିଲ୍ଲୀ : ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ୧୯୮୫ ବ୍ୟାଚର ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ସୁବୋଧ ଜୈସୱାଲଙ୍କୁ ନିଯୁକ୍ତ କରିଛନ୍ତି । ସୁବୋଧ ସିବିଆଇର ମୁଖ୍ୟ ଭାବେ ୨ ବର୍ଷ ଧରି କାର୍ଯ୍ୟ କରିବେ । ଏବେ ସୁବୋଧ ଜୈସୱାଲ୍ ସିଆଇଏସ୍ଏଫର ଡିଜି ଅଛନ୍ତି । ସୁବୋଧ ପୂର୍ବରୁ
Read More...

ଆଶ୍ୱସ୍ତ ଆକଳନ : ୨୪ ଘଣ୍ଟାରେ ୨ ଲକ୍ଷରୁ କମ୍ ମାମଲା, ସଂକ୍ରମଣ ହାର କମିବା ସହ ସୁସ୍ଥତା ହାର ମଧ୍ୟ ଉନ୍ନତ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ସକାଳେ କରୋନା ସଂକ୍ରମଣ ବିଷୟରେ ପ୍ରକାଶ କରିଥିବା ତଥ୍ୟ କିଛି ମାତ୍ରାରେ ଆଶ୍ୱସ୍ତ ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କେବଳ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇନାହିଁ ବରଂ କରୋନା କାରଣରୁ ମୃତ୍ୟୁହାରରେ ମଧ୍ୟ କିଛି ହ୍ରାସ
Read More...