Browsing Tag

muniguda news

୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅଞ୍ଚଳରେ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୬ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଅମ୍ବାଦଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅମ୍ବାଦଳା ସାମନ୍ତ ମହାବିଦ୍ୟାଳୟ, ଅମ୍ବାଦଳା ସେବାଶ୍ରମ
Read More...

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ଅମ୍ୱାଦଳାରେ ସ୍ୱାଗତ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭାରତୀୟ ଜନତା ପାର୍ଟି ଅମ୍ବାଦଳା ମଣ୍ଡଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା । ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ରାୟଗଡ଼ା ଜିଲ୍ଲା ଗସ୍ତ ସମୟରେ ଅମ୍ବାଦଳା
Read More...

ବନାଗ୍ନି ନିବାରଣ ପାଇଁ ସଚେତନତା ଶୋଭାଯାତ୍ରା

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ମୁନିଗୁଡା ରେଞ୍ଜ ଅମ୍ୱାଦଳା ସେକ୍ସନ ସ୍ତରୀୟ ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅମ୍ବାଦଳା ବନ ଅଧିକାରୀ ମାଝୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅମ୍ୱାଦଳା ବନପାଳଙ୍କ କାର୍ଯ୍ୟାଳୟ ଠାରୁ ବନ ବିଭାଗ କର୍ମଚାରୀ
Read More...

ଶ୍ରୀରାମ ମନ୍ଦିର ନିର୍ମାଣର ଏକ ବର୍ଷ ପୂର୍ତ୍ତି : ଅମ୍ୱାଦଳାରେ ରାମଲାଲାଙ୍କ ପାଇଁ ଶୋଭାଯାତ୍ରା

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ଅଯୋଧ୍ୟାର ଭଗବାନ ଶ୍ରୀରାମ ମନ୍ଦିରର ପବିତ୍ର ଶୁଭ ଲୋକାର୍ପଣର ସ୍ମୃତି ଅବସରରେ ଅମ୍ୱାଦଳା ଅଞ୍ଚଳରେ ଏକ ଭକ୍ତି ଭାବପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାମ ମନ୍ଦିର ନିର୍ମାଣର ଏକ ବର୍ଷ ପୂର୍ତ୍ତି ଅବସରରେ ଅମ୍ୱାଦଳା ଅଞ୍ଚଳର ରାମ ଓ ଶ୍ୟାମ
Read More...

୫ କି.ମି. ଦୂରତା ମଧ୍ୟରେ ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର ସ୍ଥାପନ ନେଇ ଆମରଣ ଅନଶନ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ୫ କି.ମି. ଦୂରତା ମଧ୍ୟରେ ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର ସ୍ଥାପନ ଦାବୀ ନେଇ ଅମ୍ବାଦୋଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଗରେ ସାମାଜିକକର୍ମୀ ରଞ୍ଜନ ସ୍ୱାଇଁ ଆମରଣ ଅନଶନ ଆରମ୍ଭ କରିଛନ୍ତି । ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କରି ୨୫ କି.ମି. ଦୂରରେ
Read More...

ରେଳରେ କଟି ଆତ୍ମହତ୍ୟା

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ଗତ ବିଳମ୍ବିତ ରାତିରେ ରାୟଗଡା ଜ଼ିଲ୍ଲା ଅମ୍ବାଦୋଳା ରେଳ ଷ୍ଟେସନ ନିକଟରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଯୁବକ ଜଣକ ଝାରଖଣ୍ଡର ଦୟାନିଧି ଶର୍ମା ବୋଲି ଜଣାପଡ଼ିଛି । ଷ୍ଟେସନ ନିକଟରେ ନିଜ ଆପାଚି ବାଇକ ଥୋଇଦେଇ ଆତ୍ମହତ୍ୟା କରିଥିବା
Read More...

ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ତରଫରୁ ଚାଷୀମାନଙ୍କୁ ସୂର୍ଯ୍ୟମୁଖୀ ବିହନ ବଣ୍ଟନ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳରେ ଚାଷୀମାନଙ୍କର ତୈଳ ବୀଜ ଫସଲର ଚାହିଦାକୁ ଆଖି ଆଗରେ ରଖି ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ପ୍ରଣୟନ କରିଛନ୍ତି ଏହା ମଧ୍ୟରୁ କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଯୋଜନାରେ ମୁନିଗୁଡା
Read More...

ହାତୀ ସୁରକ୍ଷା ସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ରାୟଗଡ଼ା ବନଖଣ୍ଡ ପକ୍ଷରୁ ବନଖଣ୍ଡ ସ୍ତରୀୟ ହାତୀ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋିଯାଇଛି । ମୁନିଗୁଡ଼ା ବନ୍ୟାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେଶୀଙ୍ଗପୂର୍, ମୁନିଗୁଡା, ଗୁଡ଼ାରୀ ରେଞ୍ଜ ଓ ଅନ୍ୟୃ
Read More...

ଝିପିଝିପି ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ

ମୁନିଗୁଡ଼ା, (ରମାକାନ୍ତ ପୋଡାଲ) : ଦୁଇ ଦିନ ଧରି ଝିପିଝିପି ବର୍ଷାରେ ଜମିର ଧାନ, ବିରି, କୋଳଥ, ମାଣ୍ଡିଆ, କପା ସବୁ ଗଜା ହୋଇଗଲାଣି । ଯାହାଫଳରେ ଚାଷୀମାନଙ୍କ ଜୀବନ ମାଟିରେ ପରିଣତ ହୋଇଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ କୋହଳା ପାଗ ସହିତ ଝିପିଝିପି
Read More...

ପୋଷ୍ୟ ଗ୍ରାମ ସକଟାକୁ ପରିଦର୍ଶନ କଲେ ଜିଲ୍ଲାପାଳ

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ଆଜି ମୁନିଗୁଡା ବ୍ଲକ ମୁନିଖୋଲ ପଞ୍ଚାୟତର ସକଟା ଭଳି ଡ଼ଙ୍ଗରିଆ ଅଧ୍ୟୁଷିତ ଗ୍ରାମକୁ ଜିଲ୍ଲାପାଳ ପରିଦର୍ଶନରେ ଆସି ଅଂଚଳର ବିକାଶ ଦିଗରେ ସମସ୍ତ ବ୍ଲକ ଅଧିକାରୀଙ୍କ ସହ ଆଲୋଚନା କରି ବିଭିନ୍ନ ବିକାଶ ପାଇଁ ଡ଼ଙ୍ଗରିଆ ଗାଁର ଘର ଘର ବୁଲି ଡ଼ଙ୍ଗରିଆ ଗାଁର ସମସ୍ତ
Read More...