ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟଣା : ଖାଦ୍ୟ ନମୁନା ସଂଗ୍ରହ କଲା ସ୍ୱାସ୍ଥ୍ୟ ବିଭାଗ
ମାଣିଆବନ୍ଧ : ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ଗତକାଲି ଜିଲ୍ଲା ରାପିଡ଼ ରେସ୍ପଣ୍ଡ ଟିମ୍ର ୩ ଜଣିଆ ପ୍ରତିନିଧି ଦଳ ଗୋବିନ୍ଦ ପାତ୍ରଙ୍କ ଘରେ ପହଞ୍ଚି ଖାଦ୍ୟ ନମୁନା ସଂଗ୍ରହ କରିଥିବା ଜଣାପଡିଛି । ଖବର ଅନୁଯାୟୀ, ଗୋବିନ୍ଦଙ୍କ ଘରେ ଗୁରୁବାରଠାରୁ!-->…
Read More...
Read More...