Browsing Tag

loisingha news

ପୃଥ୍ୱୀରାଜ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ

ଲୋଇସିଂହା, (କେପିଏନ୍ଏସ୍) : ଆଜି ଲୋଇସିଂହା ବ୍ଲକ କୁଶଙ୍ଗ ଗ୍ରାମରେ ୯ତମ ପୃଥ୍ୱୀରାଜ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀର ସଭାପତି ସନ୍ତୋଷ ଭୋଳ। ଆଜି ହୋଇଥିବା ଫାଇନାଲ ମ୍ୟାଚ ଦାବକାନୀ ଓ ସରଧାପାଲି
Read More...

କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପ୍ରତିବାଦରେ ତଥା ପରୀକୁ ନ୍ୟାୟ ଦାବିରେ ଲୋଇସିଂହା ବିଜେପିର ପଦଯାତ୍ରା ଓ ଦାବିପତ୍ର…

ଲୋଇସିଂହା, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)କୁ ହଡପ ଓ ଚଂଚକତା କରି ନିଜସ୍ୱ ଯୋଜନାରେ ଘର ନିର୍ମାଣ ହେଉଛି । ରାଜ୍ୟ ସରକାର ନିଜ ଷ୍ଟିକର ଦେଇ ଏହି ଯୋଜନାର ବାହାବା ନେଉଥିବା ବେଳେ କେନ୍ଦ୍ର ସରକାର ହିଁ ଏହି ଯୋଜନାର ପ୍ରଣୟନକର୍ତ୍ତା ।
Read More...

ଲୋଇସିଂହାରେ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ତରଫରୁ ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଜେଡିର ଗୋଟିଏ ସ୍ୱର - ଶ୍ରେଷ୍ଠ ଓଡିଶା ଗଢିବା ସଂକଳ୍ପ ନେଇ ଆଜିର ସଭାକାର୍ୟ୍ୟ ଆରମ୍ଭ ହୋଇଥିଲା । ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଓ ପୂର୍ବତନ
Read More...

ଠିକ୍‌ ସମୟରେ ଲୋଇସିଂହା ବ୍ଲକକୁ ଆସୁନାହାନ୍ତି କର୍ମଚାରୀ : ଗେଟ୍‌ରେ ତାଲା ପକାଇଲେ ବ୍ଲକ ଉପାଧ୍ୟକ୍ଷ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗିର ଜିଲା ଲୋଇସିଂହା ବ୍ଲକ କାର୍ୟ୍ୟାଳୟ ଅରାଜକତା ମଧ୍ୟ ଦେଇ ଗତି କରୁଥିବା ଅଭିଯୋଗ ହେଉଛି । କୌଣସି କର୍ମଚାରୀ କାର୍ୟ୍ୟାଳୟକୁ ପୂର୍ବାହ୍ନ ୧୧ ଟା ପୂର୍ବରୁ ଆସୁନ ଥିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ବ୍ଲକ କାର୍ୟ୍ୟାଳୟକୁ ଖୋଦ ବିଡ଼ିଓଙ୍କ
Read More...

ଜାତୀୟ କଳା ଉତ୍ସବ ପାଇଁ ଲୋଇସିଂହା ଛାତ୍ର ମନୋନୀତ

ଲୋଇସିଂହା, (କେପିଏନଏସ) : ବଲାଂଗୀର ଜିଲ୍ଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର ଛାତ୍ର ଅର୍ପଣ ବୈଭବ ବାରିକ ରାଜ୍ୟସ୍ତରୀୟ କଳା ଉତ୍ସବରେ ଲୋକନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ଜାତୀୟ କଳା ଉତ୍ସବ ପାଇଁ ମନୋନୀତ ହୋଇଛନ୍ତି । ସେ ସ୍ଥାନୀୟ ଟେଭାଡୁଙ୍ଗୁରି ନିବାସୀ ଆଇନଜୀବୀ
Read More...

ବଦାନ୍ୟ ବ୍ୟକ୍ତିଙ୍କ ଉଦ୍ୟମରେ ସହାୟତା ପାଇଲେ ବୃଦ୍ଧା ମାଳତୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସମିତି ସଭ୍ୟ ନନ୍ଦ କିଶୋର ଭୋଇଙ୍କ ଉଦ୍ୟମ ତଥା ସ୍ଥାନୀୟ ପ୍ରଶାସନର ସହଯୋଗରେ ଲୋଇସିଂହା ନୂଆପଡା ବାସିନ୍ଦା ମାଳତୀ ମାଝୀ ମୁଣ୍ଡ ଗୁଞ୍ଜିବାକୁ ରାହା ପାଇଛନ୍ତି । ନିଜ ଅବିବାହିତା ଝିଅଙ୍କ ସହିତ ଝାଟିମାଟି କୁଡ଼ିଆ ଘରେ ରହନ୍ତି ନୂଆପଡ଼ାର ମାଳତୀ
Read More...

ନଅଗାଁ(ଖ) ଠାରେ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ନଅଗାଁ(ଖ)କ୍ରିକେଟ ଆସୋସିଏସନ ତରଫରୁ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଖପାଖ ଗ୍ରାମାଞ୍ଚଳରୁ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁରେଶ ମହାଳିଙ୍ଗ ଏବଂ
Read More...

ସହମତି ଭିତ୍ତିରେ ହେଲା ଲୋଇସିଂହା ଓକିଲ ସଂଘ ନିର୍ବାଚନ

ଲୋଇସିଂହା, (କେପିଏନ୍‌ଏସ୍‌) : କରୋନା କଟକଣା ଯୋଗୁଁ ଅଟକି ରହିଥିବା ଲୋଇସିଂହା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ରାଜକିଶୋର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ୟ୍ୟକ୍ରମରେ ସହମତି ଭିତ୍ତିରେ ସମସ୍ତ କର୍ମକର୍ତ୍ତା ମନୋନୀତ ହୋଇଥିଲେ । ୨୦୨୦-୨୧
Read More...

ଲୋଇସିଂହା ବିଜେପି ତରଫରୁ ବ୍ଲକ୍‌ ସ୍ତରୀୟ ମଣ୍ଡଳ ପ୍ରଶିକ୍ଷଣ ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅଗ୍ରସେନ ଭବନ ଠାରେ ଲୋଇସିଂହା ବିଜେପି. ତରଫରୁ ବ୍ଳକ୍‌ ସ୍ତରୀୟ ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପୂର୍ବତନ ବିଧାୟକ ତଥା ବିଜେପି.ର ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟିତ କରିଛନ୍ତି ।
Read More...

ମୋ ସ୍କୁଲ ଅଭିଯାନ ସମ୍ପର୍କିତ ପଦଯାତ୍ରା ଅନୁଷ୍ଠିତ

ଲୋଇସିଂହା, (କେପିନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମରେ "ମୋ ସ୍କୁଲ ଅଭିଯାନ" ସମ୍ପର୍କିତ ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଆଞ୍ଚଳିକ ଶିକ୍ଷା ବିକାଶ କମିଟି ରେଙ୍ଗାଲି ଗ୍ରା.ପ. ଦ୍ୱାରା ଆୟୋଜିତ ଏହି ପଦଯାତ୍ରାକୁ କମିଟିର ସଭାପତି ଉଦୟ
Read More...