କଫ୍ ସିରଫ ଜବତ, ଜଣେ ଗିରଫ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରକରୀ ବସ୍ରେ କଫ୍ ସିରଫ୍ ଚାଲାଣ ହେଉଥିବା ବେଳେ ଜଣକୁ ଗିରଫ କରିଛି ଲୋଇସିଂହା ପୋଲିସ । ପୁରୀରୁ ରାଜ ଖରିଆର ଅଭିମୁଖେ ଯାଉଥିବା ସରକାରୀ ବସରେ ଜଣେ ବ୍ୟକ୍ତି କଫ ସିରଫ ଚାଲାଣ କରୁଥିବା ନେଇ ଖବର ପାଇଥିଲା ପୋଲିସ । ଲୋଇସିଂହା ଚାରିଛକ ନିକଟରେ ସୋମବାର!-->…
Read More...
Read More...