Browsing Tag

loisingha news

ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ବର୍ଷ ମାଁ ଗଜଲକ୍ଷ୍ମୀ ପୂଜା ପାଇଁ ଲୋଇସିଂହା ଗାନ୍ଧୀ ସ୍ମୃତି ପାଠାଗାର ଠାରେ ବରିଷ୍ଠ ସଦସ୍ୟ ନନ୍ଦ କିଶୋର ଭୋଇ(କୁନା)ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ବବୁଲୁ ଦଳେଇ, କାର୍ଯ୍ୟକାରୀ ସଭାପତି -
Read More...

ପଦ ବଜାୟ ରଖିଲେ ବାବୁ ଫାସଡ ସରପଞ୍ଚ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବାବୁ ଫାସଡ ଗ୍ରାମ ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସେଠ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଳାସିନୀ ସେଠଙ୍କ ଠାରୁ ମାତ୍ର ଗୋଟିଏ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ତେବେ ଏହି ନିର୍ବାଚନରେ
Read More...

ଶାରଳା ଶକ୍ତିପୀଠରେ ଶୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠରେ ଶୋଡ଼ଷ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ମା'ଙ୍କ ବିଭିନ୍ନ ବେଶ କରାଯିବା ସହିତ ପ୍ରତ୍ୟହ
Read More...

ମାଗୁରବେଡ଼ା ଗାଁରେ ପ୍ରଶାସନ : ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟାକୁ ତ୍ୱରିତ ସମାଧାନ କରିବା ଲକ୍ଷ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି, ଗାଁରେ ପ୍ରଶାସନ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ମାଗୁରବେଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ପଞ୍ଚାୟତ ସ୍ତରୀୟ
Read More...

ଝାରମୁଣ୍ଡା ଓଏଭିର ପ୍ରତିଷ୍ଠା ଦିବସ ସ୍ପାର୍କ -୨୦୨୪ ପାଳିତ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ବିଦ୍ୟାଳୟ ଶିକ୍ଷା ସହିତ ଖେଳକୁଦ, ଆଚାର ବ୍ୟବହାର, ପରିବେଶ ପରିଚ୍ଛନ୍ନତା ପରି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରି ବିଦ୍ୟାଳୟର ନାଁକୁ ଜିଲ୍ଲା, ରାଜ୍ୟ ସହ ଜାତୀୟସ୍ତରରେ ପହଞ୍ଚାଇବାକୁ ଗୁରୁମନ୍ତ୍ର ଦେଇଛନ୍ତି । ଛାତ୍ରଛାତ୍ରୀ ହେଲେ ଦେଶର
Read More...

ରୋତ କଲେଜ ଅଧ୍ୟକ୍ଷଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ସରସ୍ୱତୀଙ୍କ ପ୍ରତିମା ସ୍ଥାପନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରଥ ଆଜି ଅବସର ନେଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କଲେଜ ପରିଚାଳନା ପରିଷଦର ସଭାପତି କାହ୍ନୁଚରଣ
Read More...

ମୋବାଇଲ ସେବାରୁ ବଞ୍ଚିତ ବାଗଡୁଙ୍ଗୁରୀ ଗ୍ରାମ : ସାଧାରଣରେ ଅସନ୍ତୋଷ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଜିଲ୍ଲା ଆଭ୍ୟନ୍ତରୀଣ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ବାଗଡୁଙ୍ଗୁରୀ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଆସୁନି ମୋବାଇଲ ନେଟ୍‌ୱର୍କ । ଗାଁରେ ବିଏସ୍‌ଏନ୍ଏଲ୍‌ ସାଙ୍ଗକୁ କୌଣସି କମ୍ପାନୀର ନେଟ୍‌ୱର୍କ ଆସୁ ନଥିବାରୁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ ।
Read More...

ଲୋଇସିଂହା କଲେଜରେ ସ୍ଵତନ୍ତ୍ର ଶିବିର ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ତରଫରୁ ସ୍ଵତନ୍ତ୍ର ଶିବିର ଉଦ୍‌ଘାଟିତ ହୋଇଯାଇଛି । ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜାତୀୟ ସେବା ଯୋଜନାର ପୂର୍ବତନ ଜିଲ୍ଲା ଅଧିକାରୀ କାହ୍ନୁଚରଣ
Read More...

ବଲାଙ୍ଗିର ସାଂସଦଙ୍କ ସମୀକ୍ଷା ବୈଠକରେ ବିଡ଼ିଓ ଅନୁପସ୍ଥିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଆଜି ଲୋଇସିଂହା ଏବଂ ଆଗଲପୁର ବ୍ଲକ ଗସ୍ତ କରି ସମୀକ୍ଷା ବୈଠକ କରିଥିବା ଜଣାଯାଇଛି । ତେବେ ଏହି ସମୀକ୍ଷା ବୈଠକରେ ଉଭୟ ବ୍ଲକର ବିଡ଼ିଓ ମାନେ ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ହୋଇଛି । ଜଣେ ନିର୍ବାଚିତ ଜନ
Read More...

ଯୋଗିସର୍ଡାରେ ତହସିଲଦାର ଓ ବିଡ଼ିଓଙ୍କୁ ଅଟକ ଘଟଣା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଯୋଗିସର୍ଡା ଠାରେ ଆଜି ଥିଲା ପଞ୍ଚାୟତ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ । ତେବେ ଏହି କାର୍ଯ୍ୟକ୍ରମକୁ ଯାଇଥିବା ଲୋଇସିଂହା ବିଡ଼ିଓ ଏବଂ ତହସିଲଦାରଙ୍କୁ ଦୀର୍ଘ ୬ ଘଣ୍ଟା ଧରି ଅଟକ ରଖିଥିଲେ ସ୍ଥାନୀୟ ଲୋକେ । ସ୍ଥାନୀୟ
Read More...