Browsing Tag

loishinga news

ପୁରାତନ ଶିକ୍ଷକଙ୍କୁ ସମ୍ୱର୍ଦ୍ଧନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହାର ହରେକୃଷ୍ଣ ମହତାବ ହାଇସ୍କୁଲର ହୀରକ ଜୟନ୍ତୀ ପାଳନ ଅବ୍ୟବହିତ ପୂର୍ବରୁ ଉପରୋକ୍ତ ହାଇସ୍କୁଲରେ ଶିକ୍ଷାଦାନ କରିଥିବା ଜୀବିତ ଶିକ୍ଷକ ମାନଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଏକ ସମ୍ୱର୍ଦ୍ଧନା ସଭା ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିର ପରିସରରେ
Read More...

ବବଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ବବଜା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାହାସ ବିହାରୀ ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବବଜା କ୍ଳଷ୍ଟର ସଂଯୋଜକ ଶରତ ପଧାନ,
Read More...

ସଙ୍କୁଳସ୍ତରୀୟ ଯୋଗ, ସ୍ୱଦେଶୀ କାର୍ଯ୍ୟଶାଳା ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଆୟୋଜିତ

ଲୋଇସିଂହା, (ବିମଲେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ଠାରେ ସଙ୍କୁଳସ୍ତରୀୟ ଯୋଗ ଓ ସ୍ୱଦେଶୀ କାର୍ଯ୍ୟଶାଳା ତଥା ପ୍ରଧାନ ଆଚାର୍ଯ୍ୟ ବୈଠକ ଆୟୋଜିତ ହୋଇଯାଇଛି । ସଙ୍କୁଳ ସଂଯୋଜକ ଶିବ ପ୍ରସାଦ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିମଳ
Read More...

ଲୋଇସିଂହା ରେଲୱେ ଷ୍ଟେସନରୁ ୧୮.୧୧୫ କେଜି ଗଞ୍ଜେଇ ଜବତ : ୨ ଗିରଫ

ଲୋଇସିଂହା, (ବିମଲେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଳ ଷ୍ଟେସନରୁ ପୋଲିସ ୧୮.୧୧୫ କେଜି ଗଞ୍ଜେଇ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଆଇଆଇସି ଯାଜ୍ଞସେନି
Read More...

“ଏକ ପେଡ୍ ମାଁ କେ ନାମ୍” : ବୁଢ଼ୀପଦରରେ ବିଶ୍ଵ ପରିବେଶ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ତଥା ପଞ୍ଚାୟତ ସମିତି, ଲୋଇସିଂହା ତରଫରୁ ବୁଢ଼ୀପଦର ଖେଳପଡିଆ ଠାରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ଅଭିରାମ ଆଶ୍ରିତ ପରିବାର ପକ୍ଷରୁ ଝୁଲଣ ଯାତ୍ରା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ପଣ୍ଡରାଣୀ ଗ୍ରାମ ଅଭିରାମ ଆଶ୍ରମ ଠାରେ ଶ୍ରାବଣ ଶୁକ୍ଲ ଦଶମୀ ଠାରୁ ଅଭିରାମ ଆଶ୍ରିତ ପରିବାର ପକ୍ଷରୁ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଆସନ୍ତା ଶ୍ରାବଣ ପୂର୍ଣ୍ଣମୀ ଦିନ ଏହା ଉଦ୍‌ଯାପିତ ହେବ । ପ୍ରାୟ ତିନି ଏକର ପରିମିତ ସ୍ଥାନରେ ଗତ ୨୦୦୩
Read More...

ଝାରମୁଣ୍ଡା ସାପ୍ତାହିକ ବଜାରରେ ଏଥ୍‌ଲେଟିକ୍‌ ଏସୋସିଏସନ୍ ଝାରମୁଣ୍ଡା ପକ୍ଷରୁ ଦହି ପାଣି ବଣ୍ଟନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଚଳିତ ସପ୍ତାହରେ ଗ୍ରୀଷ୍ମ ପ୍ରକୋପ ପ୍ରଚଣ୍ଡ ମାତ୍ରାରେ ଅନୁଭୁତ ହେଉଛି । ଯାହା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଲୋକେ ତ୍ରାହି ତ୍ରାହି ଭଯୁଛନ୍ତି । ତେବେ ପ୍ରଚଣ୍ଡ ତାତିରୁ ସାମାନ୍ୟ ତୃପ୍ତି ପାଇବା ପାଇଁ ଲୋଇସିଂହା ବ୍ଲକ ଅନ୍ତର୍ଗତ
Read More...

ଯୋଗୀସର୍ଡା ଗ୍ରାମରୁ ବିପୁଳ ପରିମାଣର ଶାଗୁଆନ କାଠ ଜବତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନ ବିଭାଗ ତରଫରୁ ଯୋଗୀସର୍ଡ। ଗ୍ରାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଶାଗୁଆନ କାଠପଟା ଓ ନିର୍ମାଣାଧୀନ ପଲଙ୍କ ଜବତ କରାଯାଇଛି । କୌଣସି ସୂତ୍ରରୁ ଖବର ପାଇ ଫରେଷ୍ଟର ଠଣସୁନ୍ଦର ଧରୁଆଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ ଗ୍ରାମର ଚିତ୍ତବିନୋଦ
Read More...