Browsing Tag

loinsingha news

ଭଦ୍ରା ଗ୍ରାମରେ ୨୪ ପ୍ରହର ନାମଯଜ୍ଞ ସମ୍ପନ୍ନ

ଲୋଇସିଂହା, (କେପିଏନ୍‌ଏନ) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଭଦ୍ରା ଗ୍ରାମଠାରେ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ନାମଯଜ୍ଞଟି ତା-୦୮.୦୪.୨୫ରୁ ୧୨.୦୪.୨୫ରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ କଳସଯାତ୍ରା ଏବଂ ଅଧିବାସ ହୋଇଥିଲା । ଏଥିରେ ଗମେର
Read More...

କୁଟୁରାପାଲି ଗାଁରେ ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଓ ଜଳନ୍ଧର ଦରବାର ଉଦଘାଟିତ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀମୁଣ୍ଡା ପଞ୍ଚାୟତ କୁଟୁରାପାଲିରେ ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ଜଳନ୍ଧର ଦରବାର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଚଣ୍ଡୀ ମନ୍ଦିର ପ୍ରତିଷ୍ଠା କମିଟି ସଭାପତି କିରଣ ସାହୁ ମୁଖ୍ୟ ଅତିଥିଭାବରେ ଯୋଗଦେଇ
Read More...

ବୁର୍ଡା ପେକ୍ସର ବାର୍ଷିକ ସାଧାରଣ ସଭା

ଲୋଇସିଂହା, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ସମବାୟ ବର୍ଷ ଅବସରରେ ଲୋଇସିଂହା ବ୍ଲକ ବୁର୍ଡ଼ା ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସିଆଲବାହାଲି ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି । ପେକ୍ସ ପରିଚାଳନା ପରିଷଦ ସଭାପତି ବାଲଗୋପାଳ ସାହୁଙ୍କ ଅଧ୍ୟକ୍ଷତାରେ
Read More...

ଟ୍ରାକ୍ଟର ଚାପାରେ ମହିଳାଙ୍କ ମୃତ୍ୟୁ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଟ୍ରାକ୍ଟର ଚାପାରେ ମହିଳା ମୃତ । ଲୋଇସିଂହା ଥାନା ଅନ୍ତର୍ଗତ କରକଚିଆ ନିକଟସ୍ଥ ମନସାପାଲି ଗାଁରେ ଟ୍ରାକ୍ଟର ଚାପାରେ ମହିଳାଙ୍କ ଶୋଚନୀୟ ଭାବେ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତା ମହିଳା ଜଣକ ହେଲେ ମନସାପାଲି ଗାଁର କଲ୍ୟାଣୀ ଦୀପ । ସୂଚନା ଯୋଗ୍ୟ ଯେ,
Read More...

ସିକନ୍ଦରାବାଦରୁ ନାବାଳିକା ଉଦ୍ଧାର, ଅପହର୍ତା ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅଞ୍ଚଳରୁ ଅପହୃତ ଜନୈକା ନାବାଳିକାକୁ ପୋଲିସ ସିକନ୍ଦରାବାଦରୁ ଉଦ୍ଧାର କରିବା ସହିତ ଅପହରଣକାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଲୋଇସିଂହା ଥାନା ଵେନ୍ଦ୍ରା ପଞ୍ଚାୟତ ଅନ୍ତର୍ଗତ ଧଉରଦାଦର ଗ୍ରାମର ଗୋପୀନାଥ ଘେଶରାଙ୍କ ପୁଅ ବିନୋଦ(୨୯) ।
Read More...

ବିଜୁଳି ତାର ଚୋରି ଅଭିଯୋଗରେ ୪ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଜୁଳି ତାର ଚୋରି ଅଭିଯୋଗରେ ୪ ଗିରଫ । ଆଗଲପୁର ଥାନା ଝରନିପାଲି ପଞ୍ଚାୟତ ଅନ୍ତର୍ଗତ ଚୁଙ୍ଗିଦାଦର ଗ୍ରାମରୁ ଆଲୁମିନିୟମ ବିଦ୍ୟୁତ୍ ତାର ଚୋରି କରୁଥିବା ବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତମାନେ ଲୋଇସିଂହା ଥାନା
Read More...

ପୁଅ ମୃତ୍ୟୁର କେଇ ଘଣ୍ଟା ପରେ ମାଁର ମରଣ

ଲୋଇସିଂହା, (କେପିଏନ୍‌ଏସ୍‌) : ପୁଅ ମୃତ୍ୟୁର କେଇ ଘଣ୍ଟା ପରେ ମାଁର ମରଣ ହେବା ଓ ଗୋଟିଏ ଜୁଇରେ ଉଭୟ ମାଁ ଓ ପୁଅଙ୍କ ଶବ ସତ୍କାର କରାଯିବା ଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଲୁଚକିବାହାଲ ଗ୍ରାମରେ । ଲୋଇସିଂହା ବ୍ଲକ ଝାରମୁଣ୍ଡା ପଞ୍ଚାୟତ ଲୁଚକିବାହାଲ
Read More...