Browsing Tag

loinsingha news

ଜୀବନ କୌଶଳ ଦକ୍ଷତା ତାଲିମ ଶିବିର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକର ଝରଣୀପାଲି ଓ ନୁନିଆପାଲି ପଂଚାୟତର ପାଣ୍ଡେସରା କମ୍ୟୁନିଟି ହଲ ଠାରେ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଏବଂ AESPIRE ତରଫରୁ ସ୍ଥାନୀୟ କିଶୋରୀ ସଂଘର ଲିଡରଙ୍କୁ ନେଇ ଜୀବନ କୌଶଳ ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ବିଶ୍ୱ କଲ୍ୟାଣ ନାଗରିକ କମିଟି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : କଲ୍ୟାଣମଣ୍ଡପଠାରେ ବିଶ୍ୱକଲ୍ୟାଣ ନାଗରିକ କମିଟିର ସାଧାରଣ ପରିଷଦ ବୈଠକ କାର୍ଯ୍ୟକାରୀ ସଭାପତି ପ୍ରେମ କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପ୍ରଶାନ୍ତ କୁମାର ବେହେରା କମିଟିର ପ୍ରାକ୍ତନ ସଭାପତି ସ୍ୱର୍ଗତ ଜୟକୃଷ୍ଣ ସିଂ
Read More...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଦୁଇଟି ଟ୍ରକର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ୨୬ ନମ୍ବର
Read More...

ସକମା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଏକ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା

ଲୋଇସିଂହା, (କେପିଏନ୍‌ଏସ୍‌) : ଶନିବାର ଅପରାହ୍ନ ଘ୧୨.୩୦ମିନିଟ ସମୟରେ ସକମା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଏକ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା ୨ଜଣ ପ୍ରଧାନ ଶିକ୍ଷକ ରାଜ୍ କିଶୋର ଭୋଇ, ବଘାପାଲି, କନ୍ଦର୍ପ ରାଏ ସେମେଲିଆ , ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ସାହୁ, ଫାସଡଙ୍କ
Read More...

ହାଓଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ : ଲୋଇସିଂହା ଷ୍ଟେସନରେ ରହଣିକୁ ଅନୁମୋଦନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଲଷ୍ଟେସନରେ ରହଣି ପାଇଁ ଅନୁମୋଦନ ମିଳିଛି । ତେବେ କେବେଠାରୁ ଏହା ରହିବ, ତାହା ସ୍ପଷ୍ଟ ହୋଇପାରି ନାହିଁ । ଏହି ଟ୍ରେନର ରହଣୀ
Read More...

ଲୋକ ନାଟକ ମହୋତ୍ସବ ଏବଂ ଗୁରୁ ଭଗବାନ ସାହୁ ଜନ୍ମ ମହୋତ୍ସବ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଆଦିବାସୀ ସାଂସ୍କୃତିକ ସଂଘ ଏବଂ ସୁର ସଙ୍ଗମ ମିଳିତ ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଲୋଇସିଂହା ଆଇସିଡ଼ିଏସଠାରେ ଏକ ଦିବସୀୟ ଲୋକ ନାଟକ ମହୋତ୍ସବ ଏବଂ ପଶ୍ଚିମ ଓଡ଼ିଶା ଭାଷା କଳା
Read More...

ଲୋଇସିଂହା ବ୍ଲକରେ ବିକଶିତ ସଂକଳ୍ପ ଅଭିଯାନ କୃଷିରଥ ଶୁଭାରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁଢ଼ୀପଦର ଗ୍ରାମରେ ଜିଲ୍ଲା କୃଷି ବିଭାଗ ତରଫରୁ ବିକଶିତ ସଂକଳ୍ପ ଅଭିଯାନ କୃଷିରଥର ଶୁଭାରମ୍ଭ ହୋଇଛି । ଚାଷୀଙ୍କୁ ନୂତନ ଫସଲ ଉତ୍ପାଦନ ପାଇଁ ପ୍ରଯୁକ୍ତି ବିଦ୍ୟା ପ୍ରଦାନ, କୃଷିକ୍ଷେତ୍ରରେ ସଚେତନତା ସୃଷ୍ଟି, ରାଜ୍ୟ ଓ କେନ୍ଦ୍ର
Read More...

ପଣ୍ଡରାଣୀ ଗ୍ରାମରେ ଚନ୍ଦନ ଯାତ୍ରା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ନିକଟସ୍ଥ ପଣ୍ଡରାଣୀ ଗ୍ରାମ ସ୍ଥିତ ଅଭିରାମ ଆଶ୍ରମ ଠାରେ ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଭକ୍ତ ଗୋଷ୍ଠୀ ଆନୁକୂଲ୍ୟରେ ସାତଦିନ ବ୍ୟାପୀ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟହ ସଂଧ୍ୟାରେ ଠାକୁରଙ୍କ ଷୋଡ଼ଶ ଉପଚାର
Read More...

ଗ୍ରାମ୍ୟ ଉନ୍ନୟନ ରାସ୍ତା ଅଧାପନ୍ତରିଆ : ଲୋକେ ହନ୍ତସନ୍ତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ବ୍ଲକ ସିଂଘାଣିମୁଣ୍ଡା ସରଗାଡ଼ ପୂର୍ତ୍ତ ରାସ୍ତାରୁ କୁଶଙ୍ଗ ଝାରମୁଣ୍ଡାକୁ ସଂଯୋଗ ପାଇଁ ବିର୍କେଲ ଗ୍ରାମ ଦେଇ ଏକ ଗ୍ରାମସଡ଼କ ଯୋଜନା ଆଜକୁ ପାଞ୍ଚ ବର୍ଷ ହେଲା ଅଧାପନ୍ତରିଆ ଅବସ୍ଥାରେ ପଡି
Read More...

କାଳବୈଶାଖୀରେ କୁକୁଡ଼ା ଫାର୍ମ ଭୁଶୁଡିଲା : କ୍ଷତି ପୂରଣ ଦାବୀ କଲେ ମହିଳା ଉଦ୍ୟୋଗୀ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀମୁଣ୍ଡା ପଞ୍ଚାୟତ କୁଟୁରାପାଲି ଗାଁର ମହିଳା ଉଦ୍ୟୋଗୀଙ୍କ କୁକୁଡା ଫାର୍ମ କାଳବୈଶାଖୀ ରେ ଭୁଷୁଡି ଯାଇଛି । ଏଥିରେ ଫାର୍ମ ଘର ଭାଙ୍ଗିବା ସହିତ କୁକୁଡ଼ା ଛୁଆ ଓ ବିଭିନ୍ନ ସାମଗ୍ରୀ କ୍ଷତି ହୋଇଛି । ଏନେଇ ମହିଳା
Read More...