Browsing Tag

loinsingha news

ନର୍ଥ ଇଣ୍ଡିଆ କରାଟେ ଚମ୍ପିୟାନସିପ : ବେଥାନୀ କନଭେଣ୍ଟ ସ୍କୁଲ ଛାତ୍ରଙ୍କ ସଫଳତା ହାସଲ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ନର୍ଥ ଇଣ୍ଡିଆ କରାଟେ ଚମ୍ପିୟାନସିପ ରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ବେଥାନୀ କନଭେଣ୍ଟ ସ୍କୁଲ ଛାତ୍ରଙ୍କୁ ସଫଳତା ମିଳିଛି । ସ୍କୁଲର ୪ ପ୍ରତିଯୋଗୀ ଏଥିରେ ଭାଗ ନେଇ ୨ ସ୍ଵର୍ଣ୍ଣ ସମେତ ୭ ପଦକ ହାସଲ କରିଛନ୍ତି । ସୂଚନା ଅନୁଯାୟୀ, ନର୍ଥ
Read More...

“ବିଧାୟକ ଖେଳକୁଦ ଉତ୍ସବ-୨୦୨୫” ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟପାର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ କ୍ରୀଡାର ବିକାଶ ପାଇଁ ଏକ ଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସ୍ଥାନୀୟ ଖେଳାଳିଙ୍କୁ ପ୍ରୋତ୍ସାହିତ
Read More...

ବକଟିରେ ‘ପରବାସୀ କୁଟୁମ୍’ ର ନୂଆଁଖାଇ ଭେଟ୍‌ଘାଟ

ପଶ୍ଚିମ ଓଡ଼ିଶାର ନବାନ୍ନର ଦର୍ଶନ ବିଶ୍ୱରେ ବିରଳ ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଶ୍ଚିମ ଓଡ଼ିଶାର କୃଷି ପର୍ବ ନୂଆଁଖାଇର ଦର୍ଶନ ସମଗ୍ର ବିଶ୍ୱରେ ବିରଳ ଅଟେ । ତେଣୁ ପର୍ବର ମୌଳିକତାକୁ ବଜାୟ ରଖି ଏହାର ସୁଦୂର ପ୍ରସାରି ପାଇଁ ଉଦ୍ୟମ କରିବା ଉଚିତ ବୋଲି ବଲାଙ୍ଗିର ଜିଲ୍ଲା ବକଟି
Read More...

ହୀରାପୁରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ହୀରାପୁର ଗ୍ରାମରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରେମରାଜ ପଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସଙ୍ଗୀତଜ୍ଞ ଭୀମସେନ ସ୍ୱାଇଁ ଯୋଗ ଦେଇଥିବା ବେଳେ
Read More...

ବୁର୍ଡା ଦୁର୍ଗାପୂଜା କମିଟି ଗଠିତ

ଲୋଇସିଂହା : ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡ଼ା ସ୍ଥିତ ସାର୍ବଜନୀନ ମା ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜା ୨୭ ତମ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ
Read More...

ପ୍ରବାସୀ ଓଡିଆଙ୍କ ତରଫରୁ ପୁନେ ଠାରେ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମହାରାଷ୍ଟ୍ରର ପୁନେଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ତରଫରୁ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଭେଟଘାଟ କଲଚରାଲ ଏସୋସିଏସନ୍ (ବିସିଏ) ତରଫରୁ ହେମସାଗର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି
Read More...

ଲୋଇସିଂହା ମହାବିଦ୍ୟାଳୟରେ ଷ୍ଟାର୍ଟଅପ୍ ଓ ଇନୋଭେସନ୍ ପ୍ରତିଯୋଗୀତା

ଲୋଇସିଂହା : ଲୋଇସିଂହା ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଷ୍ଟାର୍ଟଅପ୍ ଓ ଇନୋଭେସନ୍ ପ୍ରତିଯୋଗୀତା-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ୍ ତଥା ୱା.ଏ.ସି.ଟି ଅଧ୍ୟକ୍ଷ ଡ଼. ଜଗମୋହନ ପାଢ଼ୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୭୯ ତମ ସ୍ୱଧିନତା ଦିବସ ଓ ପବିତ୍ର ଜନ୍ମାଷ୍ଟମୀ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହା ଠାରେ ପବିତ୍ର ଜନ୍ମାଷ୍ଟମୀ ଓ ୭୯ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବୁର୍ଡା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ
Read More...

ରତାଖଣ୍ଡିରେ “ଆସ ଆମେ ସ୍କୁଲ ଯିବା” କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରତାଖଣ୍ଡି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ "ଆସ ଆମେ ସ୍କୁଲ ଯିବା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ବରିହା ଏହି ଅଭିଯାନର ଶୁଭ ଉଦଘାଟନ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାରେ ଜ୍ଞାନ ବିଜ୍ଞାନ ମେଳା

ଲୋଇସିଂହା, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଶିଶୁ ବାଟିକା ବିଭାଗର ଏହି ବିଜ୍ଞାନ ମେଳାକୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବଲାଙ୍ଗିର ଜିଲ୍ଲା ପ୍ରଚାରକ ଆଲୋକ ପଟେଲ ଉଦଘାଟନ କରିଥିଲେ । ଦ୍ୱିତୀୟ
Read More...