ବାପ-ଝିଅ ଉପରେ ମାଡିଗଲା ହାଇୱା
କୁଜଙ୍ଗ : କଟକ-ପାରାଦ୍ୱୀପ ରାଜ୍ୟ ରାଜପଥ କୁଜଙ୍ଗ କୋଠିଆସାହି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାପ-ଝିଅ ଉପରେ ହାଇୱା ମାଡିଯିବାରୁ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଷଣ୍ଢପୁର ଗ୍ରାମର ରାଜକିଶୋର ବିଶ୍ଵାଳ ଓରଫ ବାବୁ ଓ ତାଙ୍କର ୯ ବର୍ଷର ଝିଅ ଲୋରିଆ ।!-->…
Read More...
Read More...