Browsing Tag

korei news

ପ୍ଲାଟଫର୍ମ ଉପରେ ଚଢ଼ିଗଲା ମାଲବାହୀ ଟ୍ରେନ : ୩ ମୃତ, ୨ ଗୁରୁତର

କୋରେଇ : ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ଟା ୪୦ ସମୟରେ ବୈତରଣୀ ରୋଡ ପଟୁ ଯାଜପୁର ରୋଡ ଆଡ଼କୁ ଯାଉଥିବା ଏକ ଖାଲି ମାଲବାହୀ ଟ୍ରେନ୍ ହଠାତ ଲାଇନଚ୍ୟୁତ ହୋଇ ପ୍ଳାଟଫର୍ମର ଟିକେଟ କାଉଣ୍ଟର ଉପରକୁ ଚଢ଼ି
Read More...