Browsing Tag

khaprakhola news

ଦାଦନ ଶ୍ରମିକ ଉଦ୍ଧାର କଲେ ନୂତନ ଥାନାଧିକାରୀ ରାକେଶ ବେହେରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ସଦର ଲାଠୋର ବସଷ୍ଟାଣ୍ଡ ନିକଟରୁ ପେଟ୍ରୋଲିଂ ବେଳେ ପୋଲିସ ୨ ଶିଶୁ ସମେତ ୯ ଜଣ ଦାଦନ ଶ୍ରମିକଙ୍କୁ ଶନିବାର ସନ୍ଧ୍ୟା ସମୟରେ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଲାଠୋର ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ
Read More...

ଅଯୋଧ୍ୟାରେ ରାମ ମନ୍ଦିର ପତିଷ୍ଠା ଉପଲକ୍ଷେ ନିମନ୍ତ୍ରଣ ପତ୍ର ବଣ୍ଟନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅଯୋଧ୍ୟାରେ ଚଳିତ ମାସ ୨୨ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପତିଷ୍ଠା ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପଞ୍ଚାୟତର ଏକ ସଂକୀର୍ତ୍ତନ ଦଳ ପ୍ରତ୍ୟେକ ଗ୍ରାମ ପରିକ୍ରମା କରିଥିଲେ । ପରେ ଜଗନ୍ନାଥ ମନ୍ଦିରରୁ ଏକ ସଂକୀର୍ତ୍ତନ ଦଳ କଳସ
Read More...

ଖପ୍ରାଖୋଲ ପୋଲିସକୁ ବଡ଼ ସଫଳତା : ମୋଟର ସାଇକେଲ ଚୋରି ଘଟଣାରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ, ଚୋରି ମୋଟର ସାଇକେଲ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ପୁନ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିର ପରିସରରୁ ଦୁଇ ମାସ ତଳେ ମୋଟର ସାଇକେଲ ଚୋରି ଘଟଣାରେ ଖପ୍ରାଖୋଲ ପୋଲିସକୁ ମିଳିଛି ବଡ଼ ସଫଳତା । ଚୋରି ଘଟଣାକୁ ତଦନ୍ତ କରି ପୋଲିସ ତିନିଜଣକୁ ଅଟକ
Read More...

ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡିଶା ବ୍ଲକସ୍ତରୀୟ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲସ୍ଥିତ ହରିଶଙ୍କର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ୧୧ତାରିଖଠାରୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କର ନୁଆ-ଓ ଯୋଜନା ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ ନୁଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି ।
Read More...

ଗନ୍ଧମାର୍ଦ୍ଦନ ପାହାଡରେ ବନପାଳ ତାଲିମାର୍ଥୀ ବୁଲିଲେ ପାହାଡ : ଚିହ୍ନିଲେ ଗଛ

ଖପ୍ରାଖୋଲ, (ଅଶୋକ କୁମାର ବାଗ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ହରିଶଙ୍କର ବାନାଞ୍ଚଳ ଗନ୍ଧମାର୍ଦ୍ଦନ ପାହାଡ଼ରେ ଭୁବନେଶ୍ୱର ବନପାଳ ତାଲିମ କେନ୍ଦ୍ରରୁ ୩୬ ଜଣ ତାଳିମାର୍ଥୀ ମଙ୍ଗଳବାର ପହଞ୍ଚିଥିଲେ । ଗନ୍ଧମାର୍ଦ୍ଦନ ପାହାଡ଼ ବୁଳି ଦେଖିବା ସହ, ପାହାଡ ପାଦଦେଶରେ ୮ କିମି ଚାଲିଥିଲେ ।
Read More...

ଝାଙ୍କ୍ରିପାଲି ଧନୁଯାତ୍ରା ମହୋତ୍ସବ : ବଡ ସାନଙ୍କ ଘୁଡୁକା ନାଚରେ ଦୁଲୁକିଲା ମଞ୍ଚ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍ ଘୁନସର ପଞ୍ଚାୟତ ଝାକ୍ରିପାଲି ଗ୍ରାମରେ ଦ୍ଵିତୀୟ ବର୍ଷ ଧନୁଯାତ୍ରା ମହୋତ୍ସବ ଆୟୋଜିତ ହୋଇଥିବା ଚତୁର୍ଥ ରଜନୀରେ କଂସଙ୍କ ଦିଗ୍‌ବିଜୟ, ଶ୍ରୀକୃଷ୍ଣ ଜନ୍ମ ମଞ୍ଚସ୍ଥ ହୋଇଥିଲା । ଏହି ଅବସରରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଅତିଥି
Read More...

ଖପ୍ରାଖୋଲ କେଜିବିଭି ବୁଲି ଦେଖିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲଠାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟକୁ ବୁଲି ଦେଖିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କର । ବିଦ୍ୟାଳୟରେ ପହଞ୍ଚି ଛାତ୍ରୀମାନଙ୍କ ସହ ଭେଟି ବିଭିନ୍ନ
Read More...