Browsing Tag

khaprakhol news

ଖପ୍ରାଖୋଲ ପୋଲିସ ଦ୍ଵାରା ହରିଶଙ୍କର ଛକ ନିକଟରୁ ୭ ଶିଶୁ ସମେତ ୬ ଜଣ ଦାଦନ ଶ୍ରମିକ ଉଦ୍ଧାର : ଦୁଇ କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଆଜି ପୁଣି ୭ ଶିଶୁ ସମେତ ୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ବୁଧବାର ସକାଳ ଦଶଟା ସମୟରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ ବେଳେ ହରିଶଙ୍କର ଛକ ନିକଟରୁ ସାତ ଶିଶୁ ସମେତ ୬ଜଣ ଦାଦନ
Read More...

ବ୍ଲକସ୍ତରୀୟ ଶିଶୁ ମେଳା ଉଦ୍‌ଯାପିତ : ଦଶ ଜଣ ପ୍ରତିଯୋଗୀ ଜିଲ୍ଲାସ୍ତରକୁ ମନୋନୀତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଓଷ୍ଟା ତରଫରୁ ବ୍ଲକସ୍ତରୀୟ ଶିଶୁମେଳା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଫୁଲକିମୁଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ପରିସରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ବ୍ଲକର ୧୭ ଗୋଟି ଉଚ୍ଚ
Read More...

ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଖପ୍ରାଖୋଲ, (ପୁସ୍ତମ୍ ଯୁଆଡି) : ସ୍ଥାନୀୟ ବେନ୍ଦେର ହାଇ ସ୍କୁଲ୍‌ ପଡ଼ିଆରେ ଚତୁର୍ଥ ବର୍ଷ ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ଆଠଟି ଦଳ ଯୋଗଦାନ କରିଥିଲେ । ଫାଇନାଲ ମୁକାବିଲା ବେନ୍ଦେର ଓ ପଣ୍ଡକିମାଲ ମଧ୍ୟରେ ଅନୁଷ୍ଠିତ
Read More...

ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ତରଫରୁ ୭ ଦଫା ଦାବୀ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘର ଡାକରା କ୍ରମେ ଆଜି ଖପ୍ରାଖୋଲ ଉପ ଡାକଘର ଅଧୀନରେ ଥିବା ଗ୍ରାମୀଣ ଡାକ ସେବକ (ଜିଡିଏସ୍‌)ମାନେ ୭ ଦଫା ଦାବୀ ନେଇ ଖପ୍ରାଖୋଲ ଉପ ଡାକଘର ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟରେ ବସିଛନ୍ତି । ଏନେଇ
Read More...

ହ୍ୟାଣ୍ଡଲୁମ୍ ସେକ୍ଟରରୁ ଜିଏସ୍‌ଟି ଛାଡ କରିବାକୁ ରାଜ୍ୟସଭାରେ ଦାବି ଉପସ୍ଥାପନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସଂସଦର ଶୀତକାଳୀନ ଅଧିବେଶନରେ ଆଜି ଶୂନ୍ୟକାଳରେ ଏକ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଦାବୀ ଉପସ୍ଥାପନ କରିଥିଲେ ଯେ, କେନ୍ଦ୍ର ସରକାର ହ୍ୟାଣ୍ଡଲୁମ୍ ସେକ୍ଟରରୁ ଜିଏସ୍‌ଟି
Read More...

ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ନୂଆଁ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅର୍ନ୍ତଗତ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବିକଶିତ ଓଡ଼ିଶା ଗଠନ ନେଇ ରାଜ୍ୟ
Read More...

ଖପ୍ରାଖୋଲ ମଣ୍ଡିରୁ ୧୬୧ କ୍ୱିଣ୍ଟାଲ ଧାନ ଉଠିଲା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲସ୍ଥିତ କୃଷି ସମବାୟ ସମିତିରେ ଆଜି ଚାଷୀଙ୍କ ଧାନ ଉଠିବା ଆରମ୍ଭ ହୋଇଥିବା ଜଣା ପଡିଛି । ସୋମବାର ୩ ଜଣ ଚାଷୀଙ୍କ ୩୭୭ ପ୍ୟାକେଟ ଧାନ କିଣାଯାଇଛି । ଯେଉଁ ଚାଷୀମାନଙ୍କ ଧାନ ଅମଳ ହୋଇ ବେଶୀ ପରିମାଣରେ ଅଛି
Read More...

ଖପ୍ରାଖୋଲ ଠିପିବନ୍ଦ ବିଦେଶୀ ମଦ ଦୋକାନରେ ଗଣ୍ଡଗୋଳ ଅଭିଯୋଗ : ମଦ ବିକ୍ରେତାଙ୍କୁ ଠେଙ୍ଗାରେ ଆକ୍ରମଣ, ଚିକିତ୍ସାଧୀନ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସ୍ଥିତ ଠିପିବନ୍ଦ ବିଦେଶୀ ମଦ ଦୋକାନରେ ରବିବାର ଅପରାହ୍ନ ସମୟରେ ମଦ ବିକ୍ରେତାଙ୍କୁ ତିନିଜଣ ଯୁବକ ଠେଙ୍ଗାରେ ଆକ୍ରମଣ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ରବିବାର ଅପରାହ୍ନ ୪ଟା ବେଳେ କିଛି ଯୁବକ ମଦ କିଣିବାକୁ
Read More...

ହରିଶଙ୍କରରେ ଛାତ୍ରଛାତ୍ରୀଙ୍କ ସଫେଇ କାର୍ଯ୍ୟକ୍ରମ : ପର୍ଯ୍ୟଟନ କେନ୍ଦ୍ରକୁ ସ୍ୱଚ୍ଛ ଓ ନିର୍ମଳ ରଖିବାକୁ ଆହ୍ୱାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ହରିଶଙ୍କରଠାରେ ଖପ୍ରାଖୋଲ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ସମୂହ ସଫେଇ କାର୍ଯ୍ୟକ୍ରମ ସହିତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ
Read More...

ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ରଙ୍କ ପରଲୋକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଧଣ୍ଡାମୁଣ୍ଡା ଗ୍ରାମର ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ରଙ୍କ ଗୁରୁବାର ମଧ୍ୟ ରାତ୍ରିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ର
Read More...