Browsing Tag

kantabanji news

କଂଟାବାଂଜି ଏନ୍‌ଏସିରେ ଜୋର ଧରିଲା ପ୍ରଚାର : ବିଜେଡି, ଭାଜପା ଓ କଂଗ୍ରେସର ୱାର୍ଡକୁ ୱାର୍ଡ ପ୍ରଚାର

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌ଏସିର ୧୬ ଗୋଟି ୱାର୍ଡର କାଉନସିଲର ଏବଂ ଅଧ୍ୟକ୍ଷ ପଦବି ନିର୍ବାଚନୀ ପାଇଁ ବିଜେଡି, ଭାଜପା ଓ କଂଗ୍ରେସ ଦଳ ତରଫରୁ ୱାର୍ଡକୁ ୱାର୍ଡ ଯାଇ ପ୍ରତ୍ୟେକ ଭୋଟରଙ୍କୁ ନିଜ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବା ପାଇଁ
Read More...

ସ୍ୱଚ୍ଛତା ଏବଂ ପ୍ଳାଷ୍ଟିକ ବର୍ଜନ ସଂପର୍କରେ ସଚେତନତା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ୱଚ୍ଛତା ଏବଂ ପ୍ଳାଷ୍ଟିକ ବର୍ଜନ ସଂପର୍କରେ ସଚେତନତା କରିବା ପାଇଁ ଗ୍ରାମୀଣଲୋକ ମାନଙ୍କୁ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କ୍ଷେତ୍ର ଜନସଂପର୍କ ବ୍ୟୁରୋ ଭବାନୀପାଟଣା ଆନୁକୂଲ୍ୟରେ ତୁରେକେଲା ବ୍ଳକର ଚଟୁଅନକା
Read More...

ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନିରନ୍ତର ଅଭ୍ୟାସ ଅନୁସରଣ ପ୍ରୟୋଗଶାଳା ଅନୁଷ୍ଠିତ

କଂଟାବାଂଜି, (ମନିଷ କୁମାର ହଂସ ) : ଆଜି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀନ ଶିକ୍ଷା ସଂଗଠନ, ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଜିଲ୍ଲା ପ୍ରଭାରୀ ଅଧ୍ୟାପକ ଲୋହିତାକ୍ଷ ଯୋଷୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ କଂଟାବାଂଜିକୁ ପରିଦର୍ଶନ କରି ପରିମଳ ଓ ସ୍ୱାସ୍ଥ୍ୟ, ବର୍ଜ୍ୟବସ୍ତୁ,
Read More...

କଂଟାବାଂଜି ଏନ୍‌ଏସି ନିର୍ବାଚନ

କଂଗ୍ରେସର ଅଭିଜ୍ଞ ରାଜନେତା, ବିଜେଡିର ଯୁବ ଆଇନଜୀବୀ ଓ ଭାଜପାର ଡିପ୍ଲୋମା ଇଂଜିନିୟରତିନି ମୁଖ୍ୟ ପ୍ରତିଦ୍ୱନ୍ଦୀଙ୍କ ଗୋଟିଏ ଇସ୍ତାହାର କଂଟାବାଂଜିର ପାନୀୟ ଜଳ ସମସ୍ୟାର ସମାଧାନ, ସୌନ୍ଦର୍ଯ୍ୟିକରଣ ସହ ପମ୍ପୁ ତଲାବର ପୁନଃରୁଦ୍ଧାରଦୁର୍ନୀତିମୁକ୍ତ କଂଟାବାଂଜି ଏନ୍‌ଏସି କଂଟାବାଂଜି,
Read More...

ତାଲୁକ ଆଇନ ସଚେତନତା କମିଟି ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସିଭିଲ କୋର୍ଟ କମ୍ପେ୍ଲକ୍ସ ପରିସରରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହିଳାମାନଙ୍କ ବିଭିନ୍ନ ସାମ୍ବାଧାନିକ ଅଧିକାର ତଥା ସାମାଜିକ ଅଧିକାର ଉପରେ ବକ୍ତାମାନେ ନିଜ ନିଜ ମତ ରଖିଥିଲେ ।
Read More...

ମାଝୀପଡା ବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ମହିଳାମାନେ ଚାହିଁଲେ ଏକ ସୁନ୍ଦର ରାଷ୍ଟ୍ର ନିର୍ମାଣ କରିପାରିବେ ବୋଲି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସଭାପତି ସହଦେବ
Read More...

ସ୍କୁଲକୁ ଆସ କାର୍ଯ୍ୟକ୍ରମ ଓ ଜାତୀୟ ବିଜ୍ଞାନ ଦିବସ ପାଳିତ

କଣ୍ଟାବାଞ୍ଜି, (କୌଳାଶ ସଗରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସ୍କୁଲକୁ ଆସ କାର୍ଯ୍ୟକ୍ରମ ଓ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଦୀର୍ଘ ଦିନର ଅପେକ୍ଷା ପରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ଼ ଯୋଗୁଁ ବନ୍ଦ ଥିବା
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ଆଭାସୀ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ଏକ ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଉପସଭାପତି ଅଚ୍ୟୁତାନନ୍ଦ ଉଦ୍‌ଗାତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରାନ୍ତ କାର୍ଯ୍ୟକାରିଣୀ ସଭ୍ୟା ସୁଶ୍ରୀ ସଞ୍ଜୁକ୍ତା ପରିଚ୍ଛା ଓମ୍‌କାର
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଶ୍ୱାଳଙ୍କ ବିୟୋଗରେ କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଗଭୀର ଶୋକ

କଣ୍ଟାବାଂଜି : ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଶ୍ୱାଳଙ୍କ ବିୟୋଗରେ କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଧାୟକ ଶ୍ରୀ ସାଲୁଜା ଶୋକ ପ୍ରକାଶ କରି କହିଛନ୍ତି ଯେ, ଓଡ଼ିଶା ରାଜନୀତି ପ୍ରତି ସ୍ୱର୍ଗତ ବିଶ୍ୱାଳଙ୍କ ମୂଳ ଅବଦାନକୁ ଆମେ ୧୯୯୭
Read More...

ନିର୍ବାଚନୀ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ

କଣ୍ଟାବାଞ୍ଜି, (କୌଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକର ଜଣେ ଶିକ୍ଷକଙ୍କ ରବିବାର ଦିନ ସନ୍ଧ୍ୟାରେ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଶିକ୍ଷକ ଜଣକ ହେଲେ ୪୫ ବର୍ଷ ବୟସର ଆଚାର୍ଯ୍ୟ ସୁଧୀର କୁମାର ବେହେରା । ସେ ବରଗଡ ଜିଲ୍ଲା ଗାଏସିଲେଟ ଥାନା ଡ଼ଙ୍ଗର ମୁଣ୍ଡା ଗ୍ରାମର
Read More...