Browsing Tag

kantabanji news

ତୁରେକେଲା ବ୍ଲକ ସଦର ଗ୍ରାମରେ କାର୍ତ୍ତିକ ମାହାତ୍ମ୍ୟ ପୂଜା ଏବଂ ୫ ଦିନିଆ ଜଳନ୍ଧର ବଧ ଉଦ୍‌ଯାପିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଉପାନ୍ତ ତୁରେକେଲା ବ୍ଲକ ସଦର ମହକୁମାରେ ୫ ଦିନ ଧରି ଚାଲିଥିବା ଜଳଲନ୍ଧର ବଧ ଏବଂ ଶ୍ରୀ ଶ୍ରୀ କାର୍ତ୍ତିକ ମାହତ୍ମ୍ୟ ସୋମବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଗତ ନଭେମ୍ବର ମାସ ୨୧ ତାରିଖରୁ ଶ୍ରୀ ଶ୍ରୀ ଜଗନ୍ନାଥ ମଂଦିର ପରିସରରେ କମିଟି
Read More...

ଜିଲ୍ଲା ଯାଦବ ମହାସଭା ପକ୍ଷରୁ ରକ୍ତଦାନ ଶିବିର

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରେ ଜିଲ୍ଲା ଯାଦବ ମହାସଭା ତତ୍ୱାବଧାନରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଯାଦବ ମହାସଭାର ସଭାପତି
Read More...

କଂଟାବାଂଜି ପୋଲିସ ଦ୍ୱାରା ବଡ ଧରଣର ଚୋରି ସାମଗ୍ରୀ ଉଦ୍ଧାର : ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଳା କଣ୍ଟାବାଞ୍ଜି…

୨ଟି ବୋଲେରୋ ପିକ୍‌ ଅପ୍‌ ଭ୍ୟାନ, ଗୋଟିଏ ମୋରଟ୍‌ ସାଇକଲ, ଗୋଟିଏ ଏଲ୍‌ଇଡି ଟିଭି, ପ୍ରିଂଟର ମେସିନ, ଜେରକ୍ସ ମେସିନ, ସିଲଭର ଆଇଡୋଲ ଭଗବାନ ହନୁମାନ, ଏକ ଇନଭେଟର, ବ୍ୟାଟେରୀ, ଷ୍ଟେବିଲାଇଜର ସହ ଅନ୍ୟାନ୍ୟ ଜିନିଷ ଜବତ କଂଟାବାଂଜି, (ଗୁରୁଦୟାଲ ହଂସ/କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା
Read More...

କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ ପାଇଲେ ବିରଞ୍ଚି ଦାଶ

କଣ୍ଟାବାଞ୍ଜି, (କୈଲାଶ ସଗ୍ରିଆ) : ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସଂସ୍ଥା କାକା ମହତାବ ଶିଶୁ ସାହିତ୍ୟ ସଂସଦ ବରଗଡ଼ର ୩୧ତମ ବାର୍ଷିକ ଉତ୍ସବ ଓ ଉତ୍କଳ କେଶରୀ ଭର୍ତ୍ତୁହରି ମହତାବ ଜୟନ୍ତୀ ସ୍ଥାନୀୟ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଅବସରରେ ନିର୍ଝରିଣୀ, କଣ୍ଟାବାଞ୍ଜିର
Read More...

ତୁରେକେଲା ବ୍ଲକ ଏବଂ ଏନଏସିସ୍ତରୀୟ ଦିନିକିଆ ବିଜ୍ଞାନ ମେଳା ଉଦ୍‌ଯାପିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଏବଂ କଂଟାବାଂଜି ଏନ୍‌ଏସିସ୍ତରୀୟ ଦିନିକିଆ ବିଜ୍ଞାନ ମେଳା ମଂଗଲବାର ଦିନ ଉଦ୍‌ଯାପିତ ହୋଇଛି । ଏହି ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ୨୦୨୩-୨୪ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ
Read More...

ଟ୍ରେନରେ କଟି ବୃଦ୍ଧ ମୃତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସହରର ଚିଙ୍ଗିରିପଡାର ଜଣେ ବୃଦ୍ଧ ବ୍ୟକ୍ତି ମଂଗଲବାର ଅପରାହ୍ନ ପ୍ରାୟ ୪ଟା ବେଳେ ସ୍ଥାନୀୟ ଏନ୍‌ଏ.ସି.ନିକଟସ୍ଥ ରେଳଫାଟକ ନିକଟରେ ଟ୍ରେନରେ କଟି ମୃତ୍ୟୁ ଘଟିଛି । ବୃଦ୍ଧ ଜଣକ ହେଲେ ଦୁର୍ଜେ ରଣା (୬୨) । ଦୁର୍ଜେ ଜଣେ ମାଛ ବ୍ୟବସାୟୀ । ସେ ନିଜ
Read More...

କୋଇଲା ବୋଝେଇ ବଗିରେ ଲାଗିଲା ନିଆଁ

କଣ୍ଟାବାଞ୍ଜି, (କୈଲାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟସ୍ଥ ଆଜି ଏକ କୋଇଲା ବୋଝେଇ ବଗିରେ ନିଆଁ ଲାଗି ଯାଇଥିବା ଜଣାପଡିଛି । ଖବର ପାଇ କଣ୍ଟାବାଞ୍ଜି ଅଗ୍ନିଶମ ବାହିନୀ ପହଂଚି କୋଇଲା ବୋଝେଇ ବଗିରେ ଲାଗିଥିବା ନିଆଁକୁ ଲିଭାଇଥିବା ସୂଚନା ମିଳିଛି । କୋଇଲା
Read More...

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀରେ କଂଟାବାଂଜି ବନ୍ଦ ସଫଳ

ଦୋକାନ ବଜାର, ଚକଅଖ, ସରକାରୀ କାର୍ଯ୍ୟାଳୟ ଠପ୍‌ସ୍ୱାଭାବିକ ରେଳଚଳାଚଳ ଏବଂ ଜରୁରୀକାଳୀନ ସେବା କଂଟାବାଂଜି, (ଗୁରୁଦୟାଲ ହଂସ) : ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀକୁ ନେଇ କୋଶଲ ମୁକ୍ତି ମୋର୍ଚ୍ଚାର ଆହ୍ୱାନ କ୍ରମେ କଂଟାବାଂଜିରେ ମଧ୍ୟ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ସକାଳ ସାଢେ
Read More...

କଣ୍ଟାବାଞ୍ଜି ଜିଆର୍ ପ୍ଳେସ୍‌ରେ ବୀର ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଜିଆର୍ ପ୍ଳେସ୍‌ଠାରେ ହଜାର ସଂଖ୍ୟାରେ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ବୀର ବିର୍ସାମୁଣ୍ଡା ଆଦିବାସୀ ସମ୍ପ୍ରଦାୟର ଅଧିକାର ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସମସ୍ତ ଅସୁବିଧା
Read More...

ନିର୍ଝରିଣୀ ତରଫରୁ ବାଲ ସାହିତ୍ୟ ପୁରସ୍କାରପ୍ରାପ୍ତ ଯୁଗଳ ଷଡ଼ଙ୍ଗୀ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମଙ୍ଗଳବାର ଦିନ ପବିତ୍ର ଶିଶୁ ଦିବସ ଅବସରରେ ନିର୍ଝରିଣୀ ତରଫରୁ ଓଡ଼ିଆ ଶିଶୁ ସାହିତ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ବାଲ ସାହିତ୍ୟ ପୁରସ୍କାରପ୍ରାପ୍ତ ଡ.ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ସ୍ଥାନୀୟ ହରିଭବନଠାରେ
Read More...